ବେକରେ ଜାଭେଲିନ ପଶି ଗୁରୁତର ଥିଲେ ସଦାନନ୍ଦ: ଫେରିଲେ ଘରକୁ

ବଲାଙ୍ଗୀର ଅଫିସ,୨୭।୧୨: ବେକରେ ଜାଭେଲିନ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେର ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ସେଦିନ ଘଟିଥିବା ଘଟଣା ସମ୍ପର୍କରେ ସେ କହିଛନ୍ତି।
ସେ କହିଛନ୍ତି, ସେହିଦିନ ଗାର ଉପରେ ଲାଇନ ଅପ ପାଇଁ ଛିଡା ହୋଇଥିବା ବେଳେ, ତାଙ୍କ ହାତଘଣ୍ଟାରୁ ଚାବି ଖସି ପଡିଥିଲା। ଘଣ୍ଟାର ଚାବିକୁ ଉଠାଇବା ପାଇଁ ସେ ନଇଁ ପଡିଥିବା ବେଳେ ଅନ୍ୟପଟେ ଅଭ୍ୟାସ କରୁଥିବା ଜଣେ ସାଙ୍ଗଙ୍କ ହାତରୁ ଜାଭେଲିନ ଖସି ଆସି ସିଧା ତାଙ୍କ ବେକରେ ପଶିଯାଇଥିଲା। ନିଜ ଗଳାରେ ଫଶିରହିଥିବା ଜାଭେଲିନକୁ ସେ ସାହାସର ସହିତ ହାତରେ ଧରି ଅପରେସନ ପାଇଁ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ସୁସ୍ଥ ଅନୁଭବ କରୁଛନ୍ତି। ଖୁବ୍‌ ଶୀଘ୍ର ପୁଣି ସ୍କୁଲକୁ ପିଢ଼ିବାକୁ ଯିବେ ବୋଲି ସଦାନନ୍ଦ କହିଛନ୍ତି।
ସୂଚନାଯୋଗ୍ୟ, ୧୭ ତାରିଖ ବଲାଙ୍ଗୀର ଜିଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳର ବାର୍ଷିକ କ୍ରୀଡା ଉତ୍ସବରେ ଏଭଳି ଅଘଟଣ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀରେ କୁମ୍ଭୀର, ଲୋକେ ଭୟଭୀତ

ଧାମନଗର,୨୧।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ନିର୍ମାଣାଧୀନ ବୈତରଣୀ ସେତୁ ନିକଟରେ ଶନିବାର ଅପରାହ୍ନରେ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି।...

୬ ଦିନ ହେଲା ଧାରଣାରେ ବସିଛନ୍ତି ଗୋପାଳପୁର ପୋର୍ଟ ଶ୍ରମିକ

ଛତ୍ରପୁର,୧୦।୮(ଡି.ଏନ.ଏ)- ଗୋପାଳପୁର ପୋର୍ଟ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପୂର୍ବରୁ ୱାଗନ ଲୋଡିଂ ଶ୍ରମିକମାନେ ନର୍ଥ ସାଇଡ୍‌ ଲୋଡିଂ ପଏଣ୍ଟରେ କାମ କରି ଆସୁଥିଲେ। ପରେ...

ଛାତ୍ରୀ ମୃତ୍ୟୁକୁ ନେଇ ସ୍କୁଲରେ ତାଲା: ପ୍ରଧାନ ଶିକ୍ଷକ ଓ ମାଟ୍ରନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ/ବଡ଼ସାହି,୧୨ା୯(ଡି.ଏନ.ଏ.)- ମୟୂଭରଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ବୀରେଶ୍ୱରପୁର ଉଚ୍ଚ ବିଦ୍ୟାଳୟରେ ଥିବା ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ...

ପାଟଣା ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ

ପାଟଣା,୨୬।୧(ସ୍ବ.ପ୍ର.): ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ କେନ୍ଦୁଝର ଜିଲା ମୁଖ୍ୟାଳୟ ଷ୍ଟାଡିୟମରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ଥାନାକୁ ଶେଷ୍ଠ...

ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା

କେନ୍ଦୁଝର, ୯ା୭ (ସ୍ବ.ପ୍ର.)-ଛତୁ ଶାକାହାରୀମାନଙ୍କ ପ୍ରିୟଖାଦ୍ୟ। ସମସ୍ତେ ଛତୁ ଖାଇବାକୁ ଭଲ ପାଇଥାନ୍ତି। ଯଦିଓ ଆଜିକାଲି ବର୍ଷ ତମାମ ଛତୁ କୃତ୍ରିମ ଉପାୟରେ ଚାଷ କରି...

ରଜମଉଜ ମହୋତ୍ସବ ଉଦ୍‌ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’

ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ...

ରଥଖଳା ଚଳଚଞ୍ଚଳ, ଚଉଦନାହାକା କାମ ଆରମ୍ଭ

ପୁରୀ ଅଫିସ,୨୯।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି...

ପିଏମ୍‌ଜିଏସ୍‌ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ

ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।...

Advertisement
Archives

Model This Week