Home Left

ଗଣତନ୍ତ୍ରଦିବସ ପରେଡ୍‌ରେ ସାମିଲ ହେବେ ଚୌଧୁରୀ

କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍‌ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍‌ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ ପାଇଛନ୍ତି। ଗୁରୁବାର ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାତ୍ରା କରି ସେଠାରେ ଦେଶର ବିଭିନ୍ନ ରାଜ୍ୟରୁ…

୫ରେ ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା ଅଫିସ,୨୯।୧୨: ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍‌ ହେଉଛି। ଷ୍ଟାଡିୟମର ଉଦ୍‌ଘାଟନୀ ଉତ୍ସବ…

୪୫୦ ଲିଟର ନକଲି ମଦ ଜବତ, ୪ ଗିରଫ

ରାଉରକେଲା ଅଫିସ,୨୯।୧୨: ନକଲି ମଦ ଚାଲାଣ ବେଳେ ରାଉରକେଲା ଅବକାରୀ ପୋଲିସ ୪ଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଦବ୍ୟାସ ଅଞ୍ଚଳର ସଞ୍ଜୀପ ସାଓ, ଚତୁର ମଦକ, ଏମ୍‌ଡି ଆଦିଲ ଏବଂ ଏମ୍‌ଡି ତୋହିଡ। ସେମାନଙ୍କ ନିକଟରୁ ୪୫୦…

ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ, ୩ ଗିରଫ

ରାଉରକେଲା ଅଫିସ,୨୯।୧୨: ରାଉରକେଲା ରେଳ ଷ୍ଟେଶନ ରୋଡ୍‌ ଅଞ୍ଚଳରେ ଜଣେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ ଅଭିଯୋଗରେ ପ୍ଲାଣ୍ଟସାଇଟ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବେଲପାହାଡ ଥାନା ଅନ୍ତର୍ଗତ ବିବେକ ଝା(୨୨),…

ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ ସରକାର ମହିଳାମାନଙ୍କ ପାଇଁ ହିଜାବ ପରିଧାନକୁ ବାଧ୍ୟତାମୂଳକ କରିଥିବା ବେଳେ ସାରା ଏହାକୁ ଅବଜ୍ଞା…

ଯାତ୍ରୀଙ୍କ ତଥ୍ୟ ଚୋରି ଅଭିଯୋଗକୁ ଖଣ୍ଡନ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୯ା୧୨: ଭାରତୀୟ ରେଳପଥର ୩ କୋଟି ଯାତ୍ରୀଙ୍କ ତଥ୍ୟ ଚୋରି କରାଯାଇ ଡାର୍କ ଓ୍ବେବ୍‌ରେ ବିକ୍ରି ପାଇଁ ରଖାଯାଇଥିବା ହକରମାନଙ୍କ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି। ତେବେ ଡାଟା ଚୋରି ଅଭିଯୋଗକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ…

‘ପଠାନ୍‌’ରେ ପରିବର୍ତ୍ତନ କରିବାକୁ ସେନ୍‌ସର ବୋର୍ଡର ନିର୍ଦ୍ଦେଶ

ମୁମ୍ବାଇ,୨୯ା୧୨: ଡିସେମ୍ବର ୧୨ରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ଶାହରୁଖ୍‌ ଖାନ୍‌ ଓ ଦୀପିକା ପାଦୁକୋଣଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ପଠାନ୍‌’ର ବେସରମ୍‌ ରଙ୍ଗ୍‌ ଗୀତକୁ ନେଇ ବିବାଦ ଜୋର୍‌ ଧରିଛି। ଏଥିରେ କେତେକ ପରିବର୍ତ୍ତନ ଆଣିବାକୁ ସେନ୍‌ସର ବୋର୍ଡ ପକ୍ଷରୁ ପ୍ରଯୋଜକ ଆଦିତ୍ୟ…

ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଲା ୫ ବର୍ଷର ଛାତ୍ରୀଙ୍କ ହାତ

ଭୋପାଳ,୨୯ା୧୨: ବନାନ ଭୁଲ୍‌ ପାଇଁ ଏକ ଘରୋଇ ଟ୍ୟୁଶନ ଶିକ୍ଷକଙ୍କ ମାଡ଼ରେ ଜଣେ ୫ବର୍ଷର ଛାତ୍ରୀଙ୍କ ହାତ ଭାଙ୍ଗିଯାଇଛି। ଏନେଇ ପୋଲିସରେ ଅଭିଯୋଗ ପରେ ୨୨ ବର୍ଷୀୟ ଶିକ୍ଷକ ପ୍ରୟାଗ ବିଶ୍ୱକର୍ମାଙ୍କୁ ଗିରଫ କରାଯାଇଛି। ଶିଶୁଟି ‘ପ୍ୟାରୋଟ’ ଶବ୍ଦ ଠିକ୍‌ ଭାବେ…

ଜେଲ ଗଲେ କୋଚ୍ଚର ଦମ୍ପତି, ଭିଡିଓକନ୍‌ର ସିଇଓ

ନୂଆଦିଲ୍ଲୀ,୨୯ା୧୨: ଆଇସିଆଇସିଆଇ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ ଗ୍ରୁପ୍‌ର ସିଇଓ ବେଣୁଗୋପାଳ ଧୂତ୍‌ଙ୍କୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ…

ପରଲୋକରେ ମନ୍ତ୍ରୀ ସୁବ୍ରତ ଶାହା

କୋଲକାତା,୨୯ା୧୨: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍‌ସି ନେତା ସୁବ୍ରତ ଶାହାଙ୍କର ମୁର୍ସିଦାବାଦ ଜିଲାରେ ଗୁରୁବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସୁବ୍ରତଙ୍କ ଛାତିରେ…

କରୋନା ବିପଦ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଫାର୍ମା କମ୍ପାନୀ ସହିତ ବୈଠକ

ନୂଆଦିଲ୍ଲୀ,୨୯।୧୨: ସାରା ଦେଶରେ ବଢ଼ୁଥିବା କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତରେ ଲଗାତର ଭାବେ ପ୍ରସ୍ତୁତି ଚଳାଇଛି। ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜାନୁଆରୀରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ। ଏଥିସହ…

ଗୟଳ ଶିକାର: ଜଣଙ୍କୁ ଅଟକ ରଖିଛି ବନ ବିଭାଗ

ଓଡ଼ଗାଁ, ୨୯ା୧୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମାଧୁଆମାରୁ ଗ୍ରାମ ସନ୍ନିକଟ ଅଣ ସଂରକ୍ଷିତ ଜଙ୍ଗଲ ନିକଟରେ ବୁଧବାର ରାତିରେ ଏକ ଗୟଳ ଶିକାର କରାଯାଇଛ। ଗୟଳ ଶିକାର ପରେ ମାଂସ ବିକ୍ରି କରାଯାଉଥିବା ବନ ବିଭାଗ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?