୫ରେ ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା ଅଫିସ,୨୯।୧୨: ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍‌ ହେଉଛି। ଷ୍ଟାଡିୟମର ଉଦ୍‌ଘାଟନୀ ଉତ୍ସବ ଏବଂ ରାଉରକେଲା ସହରରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ‘ମୋ’ ବସ୍‌ ଚଳାଚଳ ଶୁଭାରମ୍ଭ କରିବା ପାଇଁ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସହରରେ ହୋଇଥିବା ଅନ୍ୟ ଉନ୍ନତିମୂଳକ ପ୍ରକଳ୍ପକୁ ମଧ୍ୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି...

ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମହିଳାଙ୍କୁ ପାରିବାରିକ ବିବାଦକୁ କେନ୍ଦ୍ରକରି ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ...

ସଂଗ୍ରହାଳୟ ପାଇଁ ସମ୍ବଳ ନାହିଁ

ଅନୁଗୋଳ ଅଫିସ,୧୧ା୮ ପୁରାତନ ସଭ୍ୟତା, ଏହାର ସଂସ୍କୃତି, ଭାଷା, ଲିପି, ମୁଦ୍ରା ଆଦି ସମ୍ପର୍କରେ ଢେର ଜ୍ଞାନ ଦେଇଥାଏ ସଂଗ୍ରହାଳୟ। ନୂତନ ଶିକ୍ଷା, ଗବେଷଣା ଦିଗରେ...

ଏମ୍‌ସରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସି ପରେ ଓଡ଼ିଶାର ଦ୍ୱିତୀୟ ନମୁନା ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ୱିତୀୟ କରୋନା ଭୂତାଣୁ (କୋଭିଡ-୧୯) ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ବୁଧବାରଠାରୁ ଏଠାରେ...

ମନ୍ତ୍ରୀପଦ ମିଳିବାପରେ ଜ୍ୟୋତିପ୍ରକାଶଙ୍କ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା

ସଜନାଗଡ଼,୨।୬:(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ( ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ) ମିଳିଛି। ଦାୟିତ୍ୱ ମିଳିବା ପରେ...

‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି’

ଭୁବନେଶ୍ବର,୮।୪(ବ୍ୟୁରୋ): ବିଧାନସଭା ଗୃହ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ। ଖୁବଶୀଘ୍ର ଏହି କମିଟି ବୈଠକ ଡକାଯିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏବେ ଆସିବେ ନାହିଁ ସ୍କୁଲ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓଡ଼ିଶାରେ ମଧ୍ୟ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହି କାରଣରୁ ସତର୍କତା...

ଜ୍ଞାନ ଆହରଣର ପୀଠ ସୂଚନା ଭବନ ପାଠାଗାର

ଭୁବନେଶ୍ୱର, ୧-୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପରିଚାଳିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ଅଗଷ୍ଟ ୧୫ରେ ପ୍ରତିଷ୍ଠା ହୋଇଥିଲା। ସ୍ବଳ୍ପ ସଂଖ୍ୟକ ପୁସ୍ତକକୁ...

Advertisement
Archives

Model This Week