ପ୍ରେମରେ ପଡିଛନ୍ତି ସୁହାନା!

ମୁମ୍ବାଇ: ବଲିଉଡରେ ଏବେ ଷ୍ଟାର କିଡଙ୍କ ଚର୍ଚ୍ଚା ଖୁବ୍ ହେଉଛି । ସେମାନେ ମନୋରଞ୍ଜନ ଦୁନିଆରେ ପାଦ ରଖନ୍ତୁ ଅବା ନ ରଖନ୍ତୁ ଏହାପରେ ବି ସେମାନଙ୍କ ଚର୍ଚ୍ଚା ହେଉଛି । ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଲାଡଲି ସୁହାନା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । ଶୁଣିବାକୁ ମିଳିଛି ସୁହାନା କୁଆଡେ ଚଳିତ ବର୍ଷ ବଲିଉଡରେ ଡେବୁ କରିବାକୁ ଯାଉଛନ୍ତିି । କେବଳ କ୍ୟାରିୟରକୁ ନେଇ ନୁହେଁ ପର୍ସନାଲ ଲାଇଫକୁ ନେଇ ବି ସୁହାନା ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି କି ସୁହାନା ପ୍ରେମରେ ପଡିଛନ୍ତି । ତେବେ କିଏ ସେହି ପ୍ରେମିକ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।
ତେବେ ସୁହାନା କୁଆଡେ ଶ୍ୱେତା ବଚ୍ଚନ ନନ୍ଦାଙ୍କ ପୁଅକୁ ଡେଟ କରୁଛନ୍ତି । ସୁହାନା ଓ ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚାରେ । ଉଭୟ ପ୍ରାୟ ୧ ବର୍ଷ ହେବ ପରସ୍ପରକୁ ଡେଟ କରୁଛନ୍ତି । ଏହି ପ୍ରେମି ଯୁଗଳ ଏବେ ମୁଭି ‘ଆର୍ଚିଜ’ରେ ଏକାଠି ନଜର ଆସିବେ ।
କିଛି ରିପୋର୍ଟର ଏହା ବି କୁହାଯାଉଛି କି ଗତ ବର୍ଷ ଖ୍ରୀଷ୍ଟମାସରେ ଅଗସ୍ତ୍ୟ ନନ୍ଦା କୁଆଡେ ସୁହାନାଙ୍କୁ ତାଙ୍କ ପରିବାର ସହ ପରିଚିତ କରାଇଛନ୍ତି । ତେବେ ଅଗସ୍ତ୍ୟ ସୁହାନାଙ୍କୁ ଲାଇଫ ପାର୍ଟନର କରିବା କଥା କୁଆଡେ ପରିବାର ସଦସ୍ୟଙ୍କୁ ଜଣାଇ ଦେଇଛନ୍ତି । ଏମାନଙ୍କ ସମ୍ପର୍କକୁ ନେଇ ଅଗସ୍ତ୍ୟଙ୍କ ମାଆ ଶ୍ୱେତା ବଚ୍ଚନ ନନ୍ଦା କୁଆଡେ ଗ୍ରୀନ ନିଗନାଲ ଦେଇଛନ୍ତି ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଏବେ ସୁହାନା-ଅଗସ୍ତ୍ୟଙ୍କ ସମ୍ପର୍କ ଆରମ୍ଭ ହେଉଥିବା ବେଳେ ଆଗକୁ କ’ଣ ହେବ ତାହା ତ ସମୟ କହିବ । େଂହଲେଏହି ସମ୍ପର୍କକୁ ନେଇ ନା ଏମାନେ କେବେ କିଛି ଲୁଚାଇବାକୁ ଚେଷ୍ଟା କରିଛନ୍ତି ନା କେବେବି ଖୋଲାଖୋଲି ଭାବେ ଏହି ସମମ୍ପର୍କକୁ ନେଇ କଥା ବି ହୋଇ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri