ପାକିସ୍ତାନରେ ମହଙ୍ଗା ମାଡ, ଗ୍ୟାସ ୧୦ ହଜାର ତ ଅଟା କିଲୋ ୧୫୦ ଟଙ୍କା

ଇସଲାମାବାଦ,୬ ।୧: ପାକିସ୍ତାନ ମହଙ୍ଗା ମାଡରେ ବେଳକୁ ବେଳ ଅସହ୍ୟ ହେଲାଣି ସାଧାରଣ ଜୀବନ । ସାଧାରଣ ଜିନିଷ ଏବେ ଜନତାଙ୍କ ନିକଟରେ ପହଞ୍ଚିବା ବି କାଠିକର ପାଠ ହୋଇଯାଉଛି । ଏବେ ପାକିସ୍ତାନରେ ରୋଷେଇ ଗ୍ୟାସର ଦାମ ୧୦ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ଚିକେନ କିଲୋଗାମ ପିଛା ପ୍ରାୟ ୭୦୦ ଟଙ୍କା ହୋଇଯାଇଛି । ଏପଟେ ଅଟାର କିଲୋ ପିଛା ଦାମ ୧୫୦ ଟଙ୍କା ହୋଇଥିଲେ ବି ଏହା ମିଳୁନାହିଁ । କିଛି ଅଟା ପାଇଁ ଲୋକେ ସକାଳୁ ଲାଇନରେ ଠିଆ ହେଉଛନ୍ତି । ଏହାପରେ ବି ସେମାନଙ୍କୁ ଅଟା ମିଳୁ ନ ଥିବା କୁହାଯାଉଛି । ପାକିସ୍ତାନର ଅର୍ଥମନ୍ତ୍ରୀ କହିଛନ୍ତି ଡିସେମ୍ବରରେ ମହଙ୍ଗା ଦର ୨୪.୫ ପ୍ରତିଶତ ବୃଦ୍ଧି ହୋଇଛି ଯାହା ଗତବର୍ଷ ଏହି ସମୟରେ ଏହା ୧୨ ପ୍ରତିଶତ ଥିଲା ।
ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡିବାର ମୂଳ କାରଣ ହେଉଛି ପାକିସ୍ତାନ ଉପରେ ବିଦେଶୀ କରଜ ପରିମାଣ ଅତଧିକ ହୋଇଯାଇଛି । ଆଉ ଏକ କଥା ହେଉଛି ଗତବର୍ଷ ପାକିସ୍ତାନରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ବି ଦେଶରେ ଆର୍ଥିକ ସ୍ଥିତି ବଗିଡି ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଧମକ ଦେଉଛି ଚାଇନା ଗଣମାଧ୍ୟମ!

ବେଜିଂ,୧।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ତେବେ ଏହାକୁ କମ୍‌ କରିବାକୁ ବ୍ରିଗେଡ କମାଣ୍ଡର ସ୍ତରରେ ଆଲୋଚନା କରାଯାଉଛି। ଅନୁମାନ କରାଯାଉଛି...

ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…

ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍‌ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ...

ଆମେରିକା ବି ଦେଇଛି ତାଲିମ

ଓ୍ବାଶିଂଟନ୍‌, ୨୯ା୪: ମେରାଇନ୍‌ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍‌ଫିନ୍‌, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍‌ ଏବଂ କାଲିଫର୍ନିଆର...

ପାଶ୍ଚାତ୍ୟକୁ ମିଳିବନି ତେଲ କି ଗ୍ୟାସ୍‌

ମସ୍କୋ, ୮ା୯: ରୁଷିଆ ତେଲର ମୂଲ୍ୟ ସୀମା (ପ୍ରାଇସ୍‌ କ୍ୟାପ୍‌) ନିର୍ଦ୍ଧାରଣ କରିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଯୋଜନା କରୁଛନ୍ତି। ହେଲେ ଏଭଳି...

ଆମେରିକାରେ ୪ ଲକ୍ଷ ଉପରେ ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୯।୪: ବିଶ୍ୱ ଏବେ କରୋନା କବଳିତ। ଚାରିଆଡ଼େ ତ୍ରାହି ତ୍ରାହି ଡାକ। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିଲେ ବି ଏଭଳି ଯମଯନ୍ତ୍ରଣାରୁ ମୁକୁଳିବା ଲାଗି ଅଣ୍ଟା...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ: ବିବାହକୁ ନେଇ କଲେ ଏମିତି ଅନୁରୋଧ

ଲଣ୍ଡନ,୨୪।୧୨: ଓମିକ୍ରନ୍‌ର ବୃଦ୍ଧି ହେତୁ ପ୍ରତିବନ୍ଧକ ଅବଧି ପୁଣି ଆରମ୍ଭ ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ କଠୋର ପଦକ୍ଷେପ ନେଇଛନ୍ତି। ବ୍ରିଟିଶ...

ଫୁଲଦାନି କିଣିଥିଲେ ମାତ୍ର ୯୦ଟଙ୍କାରେ, ବିକିଲେ ୪.୪ କୋଟିରେ

କୁହାଯାଏ, ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୋଇଯିବ, ତାହା କେହି ଜାଣିପାବେ ନାହିଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ଏଠାରେ ଜଣେ ବ୍ୟକ୍ତି...

ଦୀର୍ଘ ଦିନ ଧରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ଚାଇନା: ପୋମ୍ପିଓ

ଓ୍ବାଶିଂଟନ,୧।୬: ଚାଇନା ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି। ଚାଇନାର ସୈନ୍ୟବଳର ମୁକାବିଲା ଲାଗି ଅନ୍ୟ ଦେଶଙ୍କ ସହାୟତା ନିଆଯିବାର ଆବଶ୍ୟକତା...

Advertisement
Archives

Model This Week