Home Left

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ଦିଗ୍‌ବିଜୟ

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ଲାଗିରହିଛି। ଶୁକ୍ରବାର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ। ସେ କହିଛନ୍ତି, ସେ ନିର୍ବାଚନ ଲଢିବେନି ମଲ୍ଲିକାର୍ଜୁନ ଖାର୍‌ଗେଙ୍କ ପ୍ରସ୍ତାବକ ରହିବେ। ଦିଗବିଜୟ ଗୁରୁବାର…

ଚମକ ଭରିବ ଚୁମୁକି

ବଅଁରପାଳ, ୩୦ା୯ (ଡି.ଏନ.ଏ.): ଶେଷ ସୋପାନରେ ପହଞ୍ଚିଲାଣି ଶାରଦୀୟ ପୂଜା ଆୟୋଜନ। ମଣ୍ଡପ ସାଜସଜ୍ଜା ସମ୍ପୂର୍ଣ୍ଣ ହେବାକୁ ଆଉ ଅଧିକ କାର୍ଯ୍ୟ ନାହିଁ। ଝଲମଲ କଲାଣି ରଙ୍ଗବେରଙ୍ଗର ଆଲୋକମାଳା। ଜାଗା ମାଡ଼ି ପସରା ମେଲାଇଲେଣି ମିନାବଜାର, ଖାଦ୍ୟ ଷ୍ଟଲ। ଗହଳିଚଳହଳି ମଧ୍ୟ…

ଉନ୍ନତି କରିବ ଉପାନ୍ତ ଗାଁ

ଢେଙ୍କାନାଳ ଅଫିସ, ୩୦।୯: ଦୁର୍ଗମ ଗାଁକୁ ଫିଟିବ ରାସ୍ତା। ଅପହଞ୍ଚ ଅଞ୍ଚଳରେ ପହଞ୍ଚତ୍ବ ବିକାଶ। ଗୁରୁବାର ଢେଙ୍କାନାଳ ଗସ୍ତରେ ଆସିଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଡ. ସୁରେଶ ଚନ୍ଦ୍ର ଦଳାଇ ଶିଳ୍ପ ଜିଲାର ୩୨ ଅପହଞ୍ଚ ଗ୍ରାମକୁ ୬ମାସ ମଧ୍ୟରେ…

୪ବର୍ଷ ହେଲା ଖୋଲିନାହିଁ ଚାବି

ରାସୋଳ, ୩୦।୯(ଡି.ଏନ୍‌.ଏ.): ଚାଷୀଙ୍କୁ ଦିଆଯିବ କୃଷି ସମ୍ପର୍କିତ ପରାମର୍ଶ। ଫସଲରେ ରୋଗପୋକ ବ୍ୟାପିଲେ ଏଥିରୁ ମୁକୁଳିବାର ବାଟ ବତାଇବେ ଅଧିକାରୀ। ସରକାରଙ୍କ ଚାଷଭିତ୍ତିକ ଯୋଜନାର ପ୍ରଚାର ପ୍ରସାର ଏବଂ ଏହାର ଲାଭ ଯେପରି ପ୍ରକୃତ ହିତାଧିକାରୀ ପାଇବେ ତାହାକୁ ଦୃଷ୍ଟିରେ ରଖି…

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୩୦।୯: ଜମ୍ମୁ କଶ୍ମୀରର ଶୋପିଆନ ଏବଂ ବାରାମୂଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଥିଲା। ବାରମୂଲାର ବିଦିପୋରା ପଟନ ଅଞ୍ଚଳରେ ହୋଇଥିବା ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି। ଅନ୍ୟପକ୍ଷରେ, ଶୋପିଆନ ଜିଲାର ଚିତ୍ରାଗାମରେ…

ବଢିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି

ଭୁବନେଶ୍ବର,୩୦।୯(ବ୍ୟୁରୋ): ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧିକୁ ବୃଦ୍ଧି କରାଯିବ। ଏ ସମ୍ପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ…

ଦନ୍ତା ଗୋଡ଼ରେ ବାର୍‌ହା ଫାଶ

ବେତନଟୀ,୩୦ା୯(ସ୍ବ,ପ୍ର.):ବାର୍‌ହା ଶିକାର ପାଇଁ ବସାଯାଇଥିବା ଫାଶରେ ଛନ୍ଦିହୋଇ ଏକ ଦନ୍ତା ହାତୀ ଆହତ ହୋଇଛି। ଦନ୍ତାର ବାମପଟ ଆଗ ଗୋଡ଼ରେ ଫାଶ(ଲୁହା ତାର) ଚିପିହୋଇ ରହିଯାଇଥିବାରୁ ସେ କ୍ରମଶଃ ଅସୁସ୍ଥ ହୋଇପଡ଼ୁଥିବା ଓ ସ୍ବାଭାବିକ ଭାବେ ଚଳପ୍ରଚଳ କରିପାରୁନାହିଁ। ବନ ବିଭାଗ…

ଜୀରାନଦୀ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼ ଅଫିସ,୩୦ା୯: ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।…

ରିଚାଙ୍କ ହାତରେ ଲାଗିଲା ଅଲିଙ୍କ ନାଁରେ ମେହେନ୍ଦୀ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲି ଫାଜଲ ଆଉ ଦିନ କେଇଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିବାହ ପାଇଁ ଏହି ଯୋଡି ଗତକାଲିଠୁ ଦିଲ୍ଲୀରେ ପହଞ୍ଚିସାରିଥିବା ବେଳେ ଅଭିନେତ୍ରୀଙ୍କ ମେହେନ୍ଦିର ଝଲକ…

ଧାନ ଫସଲରେ ପୋକ ଉପଦ୍ରବ

କେନ୍ଦୁଝର,୩୦ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଅଞ୍ଚଳରେ ଧାନ ଫସଲରେ ପୋକ ଉପଦ୍ରବ ଦେଖିବାକୁ ମିଳିଛି। ବିଶେଷ କରି ହାଇବ୍ରିଡ୍‌ ଧାନରେ ପୋକଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ କୀଟନାଶକ ପ୍ରୟୋଗ କଲେ ମଧ୍ୟ ପୋକ ଧାନ…

ଏଥର ଲଣ୍ଡନର ଐତିହାସିକ ମ୍ୟୁଜିୟମ୍‌

ବାରିପଦା ଅଫିସ,୩୦ା୯: ପୂଜାପାର୍ବଣ ସମୟରେ ବିଭିନ୍ନ ରାଜ୍ୟ ଓ ବିଦେଶର କଳାକୃତି ତୋରଣ ମାଧ୍ୟମରେ ଦେଖିବାକୁ ମିଳିଥାଏ। ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀ ଚଉରା ପୂଜା କମିଟି ଚଳିତ ବର୍ଷ ଲଣ୍ଡନର ନାଚୁରାଲ ହିଷ୍ଟରିକାଲ ମ୍ୟୁଜିୟମ ସଦୃଶ ତୋରଣ ନିର୍ମାଣ କରୁଛି।…

ରଙ୍ଗତୂଳୀରେ ଜୀବନ୍ତ ପ୍ରତିଛବି

ବନ୍ତ,୩୦।୯(ଡି.ଏନ୍‌.ଏ.): ରଙ୍ଗତୂଳୀ ଧରିବା ମାତ୍ରେ ସେ ଭୁଲି ଯାଆନ୍ତି ସବୁକିଛି। ଆଙ୍କି ପକାନ୍ତି ବିଭିନ୍ନ ଛବି। ତାଙ୍କ ରଙ୍ଗତୂଳୀ ସ୍ପର୍ଶରେ ଚିତ୍ରଗୁଡ଼ିକ ଜୀବନ୍ତ ହୋଇଉଠେ। ଚିତ୍ର ଆଙ୍କିବାରେ ମାହିର୍‌ ଏହି ପ୍ରତିଭା ହେଲେ ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଚକ୍ରାପାଢ଼ୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri