Home Left

ଟି-୨୦ ବିଶ୍ବକପ: ଚାମ୍ପିୟନ ଦଳକୁ ମିଳିବ ୧୩ କୋଟି

ମୁମ୍ବାଇ,୩୦।୯: ଟି-୨୦ ବିଶ୍ବକପ କ୍ରିକେଟ ପାଇଁ ଆଇସିସି ପକ୍ଷରୁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଟି-୨୦ ବିଶ୍ବକପ ଚାମ୍ପିୟନ ଦଳକୁ ୧୬ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ଅନୁସାରେ ୧୩ କୋଟି ଟଙ୍କା ମିଳିବ। ସେହିପରି ରନର୍ସ…

ରାମଙ୍କ ଭୂମିକାରେ ନଜର ଆସିଲେ ପ୍ରଭାସ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର ୨ରେ ମୁକ୍ତିଲାଭ କରିବ । ଏନେଇ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ନେଉଥିଲେ ବ୍ରାଉନସୁଗାର, ବାଟରୁ ଧରାପଡ଼ିଲେ

ନୟାଗଡ଼ ଅଫିସ,୩୦।୯: ନୟାଗଡ଼ ଅବକାରୀ ବିଭାଗ କର୍ମଚାରୀ ଶୁକ୍ରବାର ବାରବାଟୀରୁ ବାଇକ୍‌ ସହ ୫୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ସିନ୍ଦୂରିଆର କାବୁଲା ଖାଁ(୩୦)ଙ୍କୁ ଗିରଫ କରାଯାଇଛି। କାବୁଲା ଖୋର୍ଦ୍ଧା ଭୀମପଡ଼ାରୁ ଏକ ବାଇକ୍‌ (ନଂ.ଓଡି୨୫ ଏନ୍‌ ୮୨୮୩)…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି ବୃଦ୍ଧି

ଭୁବନେଶ୍ବର,୩୦।୯(ବ୍ୟୁରୋ): ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି । ଏନେଇ ଶୁକ୍ରବାର ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧,୨,୩,୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ରହିଛି। ସେହିପରି ୫,୬ରେ ସରୁଥିବା ନମ୍ବର ପାଇଁ…

ବିଷ୍ଣୁ ସେଠୀଙ୍କ ଦ୍ୱାଦଶାହରେ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭଦ୍ରକ ଅଫିସ,୩୦ା୯: ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣ ସେଠୀଙ୍କ ଦ୍ୱାଦଶାହ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗମୋହନ ନଡ୍ଡା। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଶୁକ୍ରବାର ପୂର୍ବାହ୍ନରେ…

ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା, ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୩୦ା୯: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ…

ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା

ଠାକୁରମୁଣ୍ଡା,୩୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରଧାନସାହିର ବାଘ ମହାନ୍ତି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତଭିଜା…

ରାବଣ ପୋଡ଼ି ଚଳିତବର୍ଷର ମୁଖ୍ୟ ଆକର୍ଷଣ

ନୂଆପଡ଼ା ଅଫିସ,୩୦।୯: ଚଳିତବର୍ଷ କରୋନା କଟକଣା ନ ଥିବାରୁ ନୂଆପଡ଼ା ଜିଲାର କୋଣଅନୁକୋଣରେ ସାରଦୀୟ ଦୁର୍ଗାପୂଜା ହର୍ଷଉଲ୍ଲାସ ସହିତ ପାଳନ କରାଯାଉଛି। ନବରାତ୍ର ପାଇଁ ଜିଲାର ପୁରପଲ୍ଲୀ ଚଳଞ୍ଚଳ ଦେଖାଦେଇଛି। ପ୍ରତିଦିନ ସନ୍ଧ୍ୟାରେ ଭିଡ ଜମୁଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ…

ବିଜେଡିରୁ ଇସ୍ତଫା ଦେଲେ ତେଜେଶ୍ବର ପରିଡା

ଭୁବନେଶ୍ବର,୩୦।୯(ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ବର ପରିଡା ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ମୁଁ ଆଜି ବିଜୁ ଜନତା ଦଳରୁ…

ରୌପ୍ୟ ଅଳଙ୍କାରରେ ଆଭୂଷିତ ହେବେ ଦେବଦେବୀ

ସମ୍ବଲପୁର,୩୦ା୯(ବ୍ୟୁରୋ): ହାଟପଡ଼ା ସାର୍ବଜନୀନ ଦୁର୍ଗାପୂଜା ବହୁ ପୁରାତନ। ସମ୍ବଲପୁର ସହର ବଡ଼ସଡ଼କରୁ ବଡ଼ବଜାରରେ ସୀମିତ ଥିବା ସମୟରୁ ହାଟପଡ଼ାଠାରେ କଳସପୂଜାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁର୍ଗାଙ୍କ ଫଟୋଚିତ୍ର ପୂଜା ପାଉଥିବା ବେଳେ ସମ୍ପ୍ରତି ଏହା ଆକର୍ଷଣୀୟ ମେଢ଼ରେ ପରିବର୍ତ୍ତିତ…

ଅର୍ଦ୍ଧନିର୍ମିତ ଅବସ୍ଥାରେ ସାତୁପାଲି କଲ୍ୟାଣମଣ୍ଡପ

ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବସନ୍ତପୁର ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଅଧିକ ଅନୁଦାନରେ ପଞ୍ଚାୟତର ବିକାଶ କରାଯିବା ନେଇ ଲକ୍ଷ୍ୟ ରହିଛି। ହେଲେ କେତେକ ପ୍ରକଳ୍ପ ଦେଖିଲେ ଏହା କେବଳ ଘୋଷଣାରେ ସୀମିତ ରହିଥିବା…

୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା ଅଫିସ,୩୦ା୯: ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳନ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି। କରୋନା ଯୋଗୁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ ଚଳଚଞ୍ଚଳ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri