ପଞ୍ଜାବରେ ଅପରେଶନ୍ ଲୋଟସ୍: ବିଧାୟକଙ୍କୁ ୨୫-୨୫କୋଟିର ଅଫର
ଚଣ୍ଡିଗଡ଼,୧୩।୯: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)ର ସରକାରରେ ଥିବା ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ହରପାଲ କହିଛନ୍ତି ଯେ, ଭାଜପା ଦ୍ୱାରା ପଞ୍ଜାବରେ ଅପରେଶନ୍ ଲୋଟସ୍ ପରିଚାଳିତ ହେବା ସହ ଏଏପି…
ରେଗିଢ଼ି ଛକରେ ଠିକାଦାରଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୧୩।୯: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଛକ ନିକଟ ରେଗିଢ଼ି ଛକରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି। ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା…
ପଶ୍ଚିମବଙ୍ଗରେ ଉତ୍ତେଜନା: ଭାଜପା-ଟିଏମ୍ସି ମୁହାଁମୁହିଁ
କୋଲକାତା,୧୩।୯: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ମଙ୍ଗଳବାର ଭାଜପା ପକ୍ଷରୁ କୋଲକାତା ସଚିବାଳୟ ପର୍ଯ୍ୟନ୍ତ ଏକ ‘ନବାନ୍ନା ଚଲୋ’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଭାଜପାର ଅନେକ ନେତା ଓ କର୍ମକର୍ତ୍ତା କୋଲକତା ଓ ହାଓ୍ବଡାରେ ପହଞ୍ଚିଥିଲେ।…
ସଞ୍ଜୟ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା
ମୁମ୍ବାଇ: ବଲିଉଡ କୁଇନ କଙ୍ଗାନା ରାନାୱତ ଏବେ ତାଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହାର ଝଲକ ବି ସେ ଶେୟାର କରି ସାରିଛନ୍ତି…
ସନ୍ତୋଷ ସାହୁ ପୁରୁଷୋତ୍ତମପୁରର ନୂଆ ତହସିଲଦାର
ପୁରୁଷୋତ୍ତମପୁର,୧୩।୯(ଡି.ଏନ୍.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂଆ ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ତେବେ ପୁରୁଷୋତ୍ତମପୁରରେ ଥିବା ତହସିଲଦାର ନିତିଶ କୁମାର ତ୍ରିପାଠୀଙ୍କ…
ଛାତ୍ରୀଙ୍କ ଉପରେ ଟ୍ରକ୍ ଚଢିଯିବା ଘଟଣା: ପୋଲିସ-ଜନତା ମୁହାଁମୁହିଁ
ବରଗଡ ଅଫିସ,୧୩।୯: ବରଗଡ ଜିଲା ବିଜେପୁର ଗଞ୍ଜେଇଭାଟି ଛକରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଛାତ୍ରୀ ସୁନୀତା ମେହେର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ…
୧୧୦ ବର୍ଷ ପୁରୁଣା କ୍ଲବରେ ହେବ ଅଲି ଫାଜଲ-ରୁଚା ଚଢାଙ୍କ ୱେଡିଂ ରିସେପଶନ, ମେମ୍ବରଶିପ ପାଇଁ ଲାଗିଯାଏ ବର୍ଷବର୍ଷ
ମୁମ୍ବାଇ: ବଲିଉଡରେ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏକ ଷ୍ଟାର ଯୋଡିଙ୍କ ବିବାହ । ବିୟୁଟିଫୁଲ ଆକ୍ଟ୍ରେସ୍ ରୁଚା ଚଢା ଓ ଅଲି ଫାଜଲ ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି । କପୁଲଙ୍କ ବିବାହ ଡେଟ୍ବି ସାମ୍ନାକୁ ଆସି ସାରିଛି…
ବର୍ଷାରେ ସ୍କୁଟି ତଳେ ଖାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କେତେକ ହସର ଖୋରାକ ଯୋଗାଉ ଥିବା ବେଳେ ଆଉ କେତେକ ଭାବପ୍ରବଣ କରିଦିଏ। ଠିକ୍ ସେମିତି ଏକ ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ…
ମମତାଙ୍କ ବିରୋଧରେ ପୁଣି ଗର୍ଜିଲା ଭାଜପା, ଗିରଫ ହେଲେ ଶୁଭେନ୍ଦୁ
କୋଲକାତା,୧୩ ।୯: ପଶ୍ଚିମ ବଙ୍ଗ ରାଜନୀତି ପୁଣିଥରେ ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ମମତା ବାନାର୍ଜୀଙ୍କ ଗୁମର ଖୋଲିଛି । ପ୍ରଦେଶ ଭାଜପା ରାଜ୍ୟର ବରିଷ୍ଠ ନେତାଙ୍କ ନେତୃତ୍ୱରେ ନବାନ୍ନ ଅଭିଯାନ ଆରମ୍ଭ କରିଛି । ଏଥିରେ…
ରାଜଧାନୀରେ ପୁଣି ଛାତ୍ର ଆତ୍ମହତ୍ୟା
ଭୁବନେଶ୍ୱର,୧୩।୯ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆତ୍ମହତ୍ୟା ମାଲମା ବଢ଼ୁଛି। ମଙ୍ଗଳବାର ଭୁବନେଶ୍ବରରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ସେ ହେଲେ ଗଙ୍ଗପଡ଼ାରେ ଏକ ଘରୋଇ କଲେଜର ଛାତ୍ର ସୂର୍ଯ୍ୟପ୍ରକାଶ ପଲାଇ । ସୂର୍ଯ୍ୟପ୍ରକାଶ ଯୁକ୍ତ…
ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା: ୨୦୦କୋଟିରେ କିଣିବାକୁ ଚାହୁଁଛି ଘରୋଇ ସଂସ୍ଥା
କଟକ ଅଫିସ, ୧୩।୯: କଟକ ଚୌଦ୍ୱାରସ୍ଥିତ ବୟନଶିଳ୍ପ ଓଟିଏମ୍ ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଅନ୍ୟପକ୍ଷରେ ଦୀର୍ଘଦିନ ଧରି…
ପଞ୍ଜାବ-ହରିଆଣାରେ ୯ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କଲେ ସୁପ୍ରିମକୋର୍ଟ କଲେଜିୟମ୍
ହରିଆଣା,୧୩।୯: ସୁପ୍ରିମକୋର୍ଟ କଲେଜିୟମ୍ ୩ଟି ହାଇକୋର୍ଟରେ ୨୦ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ପ୍ରଧାନ ବିଚାରପତି ୟୁ.ଉଦୟ ଲଲିତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ୍ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସହିତ ବମ୍ବେ ହାଇକୋର୍ଟ ଓ କର୍ନାଟକ ହାଇକୋର୍ଟରେ ୨୦ଜଣ ବିଚାରପତି…
Archives


