Home Left

ବିଶ୍ୱ ଭାରତକୁ ଚାହିଁରହିଛି: ମୋଦି

ଇନ୍ଦୋର,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଇନ୍ଦୋରରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସୋମବାର ଉଦ୍‌ଘାଟନ କରିଛନ୍ତି। ଏଥିସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ମଧ୍ୟପ୍ରଦେଶର ମାଟିରେ ଅନୁଷ୍ଠିତ ହେଇଛି। ଯାହାକୁ ଦେଶର ହୃଦୟ…

ଟେଲିଭିଜନ ଚ୍ୟାନେଲକୁ ସରକାରଙ୍କ ପରାମର୍ଶ: ରକ୍ତ, ଶାରୀରିକ ଆକ୍ରମଣ ସହ ଜଡିତ ଫୁଟେଜ କିମ୍ବା ଫଟୋ ଦେଖାଇବା ବନ୍ଦ କରାଯାଉ

ନୂଆଦିଲ୍ଲୀ,୯ ।୧: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଅଥାତ୍ ୯ ଜାନୁୟାରୀରେ ସମସ୍ତ ଟେଲିଭିଜନ ଚ୍ୟାନେଲ ପାଇଁ ଏକ ଗାଇଡଲାଇନ ଜାରି କରିଛନ୍ତି । ବିବ୍ରତ କଲାଭଳି ଭିଡିଓ ଓ ଫଟୋଗ୍ରାଫର ପ୍ରସାରଣକୁ ସମସ୍ତ ଟେଲିଭିଜନ ଚ୍ୟାନେଲ ବନ୍ଦ…

ମହାକାଳଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭୋପାଲ,୯।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଉଜୈନ ମହାକଳେଶ୍ୱର ମନ୍ଦିରରେ ପହଞ୍ଚି ବାବା ମହାକାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଏଥିସହ ସେଠାର ସମସ୍ତ ରୀତିନୀତି ଅନୁଯାୟୀ ପୂଜାଅର୍ଜନା…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପୂର୍ବତନ ସେନା ମୁଖ୍ୟ, ଭାଜପା ଉଠାଇଲା ପ୍ରଶ୍ନ, କଂଗ୍ରେସ କହିଲା ବାହାଦୂର ଯବାନଙ୍କୁ କରାଯାଉଛି ବଦନାମ

ନୂଆଦିଲ୍ଲୀ,୯ ।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂର୍ବତନ ସେନା ମୁଖ୍ୟ ଜେନରାଲ ଦୀପକ କପୁରଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସମାଲୋଚନା କରିଛି । ଏହାକୁ ନେଇ ଏବେ ଭାଜପାକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଟିକାୟତ

ଚଣ୍ଡିଗଡ,୯।୧: ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ହରିୟାଣାର ଶାହାବାଦରେ ପହଞ୍ଚିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଭାରତ ଯୋଡୋ ଯାତ୍ରା ସାମିଲ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ପକ୍ଷରୁ ଯାତ୍ରାରେ ସାମିଲ ହେବାକୁ ରାକେଶ…

ଗୋହିରା ଡ୍ୟାମ୍‌ରେ ଓଲଟିଲା ଡଙ୍ଗା: ମାଛ ବେପାରୀ ନିଖୋଜ

ଦେବଗଡ଼,୯।୧(ଡି.ଏନ୍‌.ଏ.): ଗୋହିରା ଡ୍ୟାମ୍‌ରେ ଏକ ଡଙ୍ଗା ଓଲଟି ଜଣେ ମାଛ ବେପାରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ବରଘାଟ ଗ୍ରାମର ନୀଳାମ୍ବର ସିଂ। ମିଳିଥିବା ସୂଚନା ମୁତାବକ, ନୀଳାମ୍ବର ରବିବାର ରାତିରେ ଡଙ୍ଗା ଯୋଗେ ମାଛ ଆଣିବାକୁ ଡ୍ୟାମ୍‌ ଭିତରକୁ…

ଅଟୋ-ଟାଟାଏସିଇ ମୁହାଁମୁହିଁ: ୩ ମୃତ, ୫ ଗୁରୁତର

ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ସୋମବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ଏବଂ ମାଲବୋଝେଇ ଏସିଇ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ପୁରୁଷୋତ୍ତମପୁର,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଧୋବାପଲ୍ଲୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭୀ ସ୍ବାମୀ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ମାମା ସ୍ବାଇଁ। ଖବର ପାଇ ପୁରୁଷୋତ୍ତମପୁର…

ମୋଦିଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ସହ ତୁଳନା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଇନ୍ଦୋର,୯।୧: ଇନ୍ଦୋରରେ ପ୍ରଭାସୀ ଭାରତୀୟ ଦିବସ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ସହ ତୁଳନା କରିଛନ୍ତି। ୧୭ତମ ପ୍ରଭାସ ଭାରତୀ ଦିବସ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ନରେନ୍ଦ୍ର(ସ୍ବାମୀ ବିବେକାନନ୍ଦ)…

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ଅନୁକୂଳ ପାଗ ଯୋଗୁ ବିଶେଷଜ୍ଞ ଟିମ୍‌କୁ ପକ୍ଷୀଗଣନା କରିବା ସହଜ ହୋଇଥିଲା। ଜାନୁୟାରୀ ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ। ବିଗତବର୍ଷ ଅପେକ୍ଷା ଚଳିତବର୍ଷ…

ନିଆଁ ପୁଇଁବା ହେଲା କାଳ: ଶ୍ୱାସରୁଦ୍ଧ ହୋଇ ୫ ଶ୍ରମିକ ମୃତ

ଚଣ୍ଡିଗଡ,୯।୧: ପଞ୍ଜାବରେ ଏକ ଅଭାବନୀୟ ଘଟିଛି। ଏଠାରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ଏବଂ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଶ୍ରମିକ ବିହାରର ବେଗୁସରାଇ ଜିଲାର ବୋଲି…

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି

ଲାଠୋର,୯ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ମୁଖ୍ୟରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରାୟ ୨୦ ମିଟର ଡ୍ରେନ ପୋତି ହୋଇ ଯିବାରେ ମଇଳା ପାଣି ମୁଖ୍ୟରାସ୍ତାରେ ଭାସୁଛି। ସେହି ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?