କୋର୍ଟ ଭିତରେ ଏସ୍ପିଙ୍କ ଉପସ୍ଥିତିକୁ ନେଇ ଆପତ୍ତି
ବଲାଙ୍ଗୀର ଅଫିସ,୧ା୧୦ ଶୁକ୍ରବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପ୍ରକ୍ରିୟାର ସାକ୍ଷ୍ୟ ଗ୍ରହଣ ଚାଲିଥିବା ବେଳେ ବଲାଙ୍ଗୀର ଏସ୍ପି ନିତିନ କୁଶଲକରଙ୍କ ଉପସ୍ଥିତିକୁ ନେଇ ଆପତ୍ତି ଉଠାଯାଇଛି । ଆପତ୍ତି ଉଠାଇଛନ୍ତି…
ତୋରଣ, ରାବଣ ଦରବାର ଏଥର ଆକର୍ଷଣ
ଅମରପାଲି,୧ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ରଥପୁରରେ ହେଉଥିବା ଦୁର୍ଗାପୂଜା ଚଳିତବର୍ଷ ଦ୍ବିତୀୟ ବର୍ଷରେ ପଦାର୍ପଣ କରିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ପୂଜା ପାଇଁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ୧ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ…
ରାଜ୍ୟପାଳଙ୍କ ଦ୍ୱାରା ଆରାଧ୍ୟା ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗତ ଜୁନ୍ରେ ୬ ଦିନ ମଧ୍ୟରେ ୬ଟି ଗିରିଶୃଙ୍ଗ ଆରୋହଣ କରିଥିବା ରାଜ୍ୟର ଶିଶୁ ପର୍ବତାରୋହୀ ଆରାଧ୍ୟାଙ୍କୁ ଗୁରୁବାର ରାଜ୍ୟପାଳ ଗଣେଶୀ ଲାଲ ରାଜଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟପାଳ ତାଙ୍କୁ ଆଶୀର୍ବାଦ କରିବା ସହ ମହାତ୍ମା ଗାନ୍ଧୀଙ୍କର…
ଓଡ଼ିଶା ମହିଳା ରଗ୍ବୀ ଦଳକୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ବିଭିନ୍ନ ସହରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣରେ ଓଡ଼ିଶା ମହିଳା ରଗ୍ବୀ ଦଳ ଗୌରବ ଆଣିଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ୨୨-୦ରେ ମହାରାଷ୍ଟ୍ରକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛି। ସେମିଫାଇନାଲରେ ବିହାରକୁ…
ଭାରତ ଆଜି ଶ୍ରୀଲଙ୍କାକୁ ଭେଟିବ
ସିଲ୍ହେଟ୍ (ବାଂଲାଦେଶ), ୧।୧୦(ପି.ଟି.): ଏସିଆ କପ୍ ମହିଳା ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ପ୍ରଥମ ଦିବସରେ ଦୁଇଟି ମ୍ୟାଚ ଖେଳାଯିବ। ଗୋଟିଏ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁଥିବା ବେଳେ ଅନ୍ୟଟି ଆୟୋଜକ ବାଂଲାଦେଶ ଓ ଥାଇଲାଣ୍ଡ ମହିଳା…
ବିସିସିଆଇ ସିନିୟର ମହିଳା ଟି୨୦ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି): ବିସିସିଆଇ ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ପ୍ରତିଯୋଗିତା ବେଙ୍ଗାଲୁରୁଠାରେ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ମାଧୁରୀ ମେହେଟା ଅଧିନାୟିକା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଉପ-ଅଧିନାୟିକା…
ପ୍ଲେ-ଅଫ୍ରେ ଭିଲଓ୍ବାରା କିଙ୍ଗ୍ସ
ଯୋଧପୁର, ୧।୧୦: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଭିଲଓ୍ବାରା କିଙ୍ଗ୍ସ ୫ ଉଇକେଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କ୍ରିସ୍ ଗେଲ୍ ଓ ଯଶପାଲ ସିଂଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଗୁଜରାଟ ଜାଏଣ୍ଟ୍ସ ୨୦ ଓଭରରେ ୭ ଉଇକେଟ ହରାଇ…
ଜିରା ବ୍ରିଜ୍ ପାଇଁ ରାସ୍ତାରୋକୋ
ବରଗଡ଼ ଅଫିସ୍,୧।୧୦: ବରଗଡ଼-ଅମ୍ବାପାଲିକୁ ସଂଯୋଗ ପାଇଁ ଚାଲିଥିବା ନୂତନ ଜିରା ବ୍ରିଜ୍ ନିର୍ମାଣ କାର୍ଯ୍ୟ ୪ବର୍ଷ ପରେ ମଧ୍ୟ ସରିନାହିଁ। ଏହି ନଦୀ ଉପରେ ନିର୍ମିତ ଫେୟାରୱେଦର ରାସ୍ତା ଅଞ୍ଚଳବାସୀଙ୍କ ଭରସା ପାଲଟିଛି। ମାତ୍ର ସାମାନ୍ୟ ବର୍ଷାରେ ତାହା ଥରକୁ ଥର…
ମନମୋହୁଛି ରାଷ୍ଟ୍ରପତି ଭବନ ତୋରଣ
ଭବାନୀପାଟଣା,୧।୧୦(ସ୍ବ.ପ୍ର.): ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଚଳିତବର୍ଷ କଳାହାଣ୍ଡି ଜିଲା ଭବାନୀପାଟଣା ସହର ନକଟିଗୁଡା ପୂଜା କମିଟି ପକ୍ଷରୁ ଭାରତର ରାଷ୍ଟ୍ରପତି ଭବନ ଆକୃତିର ତୋରଣ କରାଯିବା ସହ…
ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା। ମୃତକ ଜଣଙ୍କ ହେଲେ କଳାହାଣ୍ଡି ଜିଲାର ୩ ମହିଳା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ, ରାଜ୍ୟରେ ଗ ୨ ଘଣ୍ଟାରେ ୧୪୬ ଜ…
୪ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ
ଭବାନୀପାଟଣା,୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା କୋକସରା ପୋଲିସ ୨୦୨୧ ଅଗଷ୍ଟ ୮ ତାରିଖ ସାରେ ଅଇଁଲାଗୁ ଛକ ନିକଟରେ ଯାନବାହନ ଯାଞ୍ଚ ବେଳେ ୨ଟି କାର୍ରୁ ୩ କୁଇଣ୍ଟାଲ ୧୧ କେଜି ୭୧୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୪ ଜଣ…
ରକ୍ତଦାନ ମହତ୍ ଦାନ
ରକ୍ତଦାନ ହେଉଛି ମହତ ଦାନ। ରକ୍ତଦାନ ପାଇ ସଭିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୧କୁ ଭାରତରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ଟ୍ରାନ୍ସଫ୍ୟୁଜନ ମେଡିସିନର ପିତା ଭାବରେ ପରିଗଣିତ ଡାକ୍ତର ଜେ.ଜି…
Archives


