Home Left

ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୧୯ା୯(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ଶରତ ଘାଟିରୁ ବ୍ରାହ୍ମଣୀ ଘାଟି ଦେଇ କେନ୍ଦୁଝର ଜିଲା କେ.ବାଲିପାଳ ଓ ଘଷିପୁରା ଡାକ୍ତରଖାନାକୁ ସଂଯୋଗ କରୁଥିବା ବିପର୍ଯ୍ୟସ୍ତ ରାସ୍ତାକୁ କେ.ବାଲିପାଳ ଗ୍ରାମବାସୀ ମରାମତି କରିଛନ୍ତି। ପୂର୍ବରୁ ଗ୍ରାମବାସୀ ଉକ୍ତ ରାସ୍ତାରେ ମାଟି ପକାଇ ଯାତାୟାତ କରୁଥିବା ବେଳେ…

ପାଣିରେ ପଡ଼ିଲା ୫ଲକ୍ଷ

ବେତନଟୀ,୧୯ା୯(ଡିି.ଏନ.ଏ.):ପ୍ରଶାସନର ଭୁଲ ନିଷ୍ପତ୍ତି ଯୋଗୁ ମୟୂରଭଞ୍ଜ ଜିଲା ବେତନଟୀଠାରେ ନିର୍ମାଣ ହୋଇଥିତ୍ବା ଶବ ବ୍ୟବଚ୍ଛେଦ ଗୃହ କାମରେ ଲାଗି ପାରୁନି। ଏଥିଯୋଗୁ ସରକାରଙ୍କ ୫ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ବେଳେ ପୁଣି ଏକ ଗୃହ ନିର୍ମାଣ ଚାଲିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ…

ସ୍ବସ୍ତି ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି) :ରାଜ୍ୟର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ୨୦୨୨ ବର୍ଷ ପାଇଁ ସେ ଏହି ପୁରସ୍କାର ପାଇବେ। ଏଥିସହିତ ତାରକା ମହିଳା ଫୁଟ୍‌ବଲର ପ୍ୟାରୀ ଖାଖା…

କୋହଲି, ପାଣ୍ଡ୍ୟାଙ୍କ ଜବରଦସ୍ତ ଠୁମ୍‌କା

ନୂଆଦିଲ୍ଲୀ,୧୯।୯: ଏସିଆ କପ ୨୦୨୨ରେ ଭାରତୀୟ ଦଳର ପ୍ରଦର୍ଶନ ନିରାଶାଜନକ ଥିଲା। ଭାରତ ଏହି ଟୁର୍ନାମେଣ୍ଟରେ ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇ ନ ଥିଲା। ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଆଗାମୀ ଟି-୨୦ ବିଶ୍ୱକପ ଉପରେ ନଜର ରଖିଛି। ଟି-୨୦…

କଂଗ୍ରେସ ଛାଡି ଭାଜପାରେ ସାମିଲ ହେଲେ ୮ ବିଧାୟକ, ଆଜି ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ

ପଣଜୀ,୧୯ ।୯: ଗତ ସପ୍ତାହ ଆରମ୍ଭରୁ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିବା ଗୋଆର ୮ ଜଣ ବିଧାୟକ ସୋମବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଭାଜପାର ଜଣେ ବରିଷ୍ଠ ନେତାଙ୍କ ସୂଚନା…

ଧର୍ମାନ୍ତରୀକରଣ ନିରୋଧୀ ଆଇନରେ ୫ ବର୍ଷ ଜେଲ

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିରାକରଣ ଆଇନ, ୨୦୨୧ରେ ପ୍ରଥମ ଥର ଲାଗି ଜଣେ ୨୬ ବର୍ଷୀୟ କାଠମିସ୍ତ୍ରୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଆମ୍ରୋହାର ଏକ ଅଦାଲତ ଶନିବାର ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଗତବର୍ଷ…

ଇଣ୍ଟରପୋଲ୍‌ ସାଧାରଣ ସଭାର ଲୋଗୋ କୋଣାର୍କ ଚକ

ନୂଆଦିଲ୍ଲୀ,୧୯।୯(ପି.ଟି.): ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭାରେ କୋଣାର୍କ ସୂର୍ଯ୍ୟମନ୍ଦିରର ରଥ ଚକ ପ୍ରେରଣାଦାୟୀ ଲୋଗୋ ହେବାକୁ ଯାଉଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ଏହି ୩ ଦିନିଆ ଜେନେରାଲ ଆସେମ୍ବ୍ଲିରେ ୧୯୫ଟି ଦେଶର ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଯୋଗଦେବେ। ଏହାର…

ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର

ଜଗତ୍‌ସିଂହପୁର ଅଫିସ, ୧୯ା୯:ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଆସନ ପାଇଁ ୩।୧୧।୨୦୨୦ରେ ଉପନିର୍ବାଚନ ହୋଇଥିଲା। ଏନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଆସ୍ଥା ବଢ଼ାଇବା…

ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ରେ ନୋଟିସ, ଫେରିଲେ ରୋଗୀ

ମହାକାଳପଡା,୧୯ା୯ (ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଅଞ୍ଚଳରେ ସାଧାରଣ ରୋଗୀମାନେ ଭରସା କରିଛନ୍ତି ଡାକ୍ତରଖାନା ଯିବେ ଚିକିତ୍ସା ହୋଇ ଘରକୁ ଫେରିବେ। ଏହି ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ…

ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୧୯ା୯:ଦେଶ ବିକାଶରେ ସଡ଼କ ଯୋଗାଯୋଗ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରି ଅନୁଦାନ ପ୍ରଦାନ କରୁଛନ୍ତି। ତେବେ ଏହି ଅର୍ଥ ତୃଣମୂଳସ୍ତର ପ୍ରକଳ୍ପରେ ନ ଲାଗି ଠିକାଦାର ଓ ସମ୍ପୃକ୍ତ…

ବାତ୍ୟା ଫିଓନା ଯୋଗୁ ପୁର୍ତ୍ତୋ ରିକୋରେ ଏମରଜେନ୍ସି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି, ଆସିପାରେ ବଡ ଧରଣର ବନ୍ୟା

ୱାଶିଂଟନ,୧୯ ।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ପୁର୍ତ୍ତୋ ରିକୋ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି । ପୁର୍ତ୍ତୋ ରିକାରେ ଆସିଥିବା ଟ୍ରପିକାଲ ଷ୍ଟର୍ମ ଯୋଗୁ ଏହି ଘୋଷଣା କରାଯାଇଛି । ହ୍ୱାଇଟ ହାଉସ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ…

ସ୍ବାମୀଙ୍କ ଉପରେ ଗରମ ପାଣି ଢାଳିଲେ ସ୍ତ୍ରୀ

ବିଞ୍ଝାରପୁର,୧୯ା୯(ଡି.ଏନ.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଶନିବାର ରାତିରେ ବିଞ୍ଝାରପୁର ଥାନା ଅଧୀନ ଶାସନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସେକ୍‌ ଆଲ୍ଲାଉଦ୍ଦିନ(୪୮) ଶୋଇଥିବା ବେଳେ ସ୍ତ୍ରୀ ତାଙ୍କ ଉପରେ ଗରମ ପାଣି ଢାଳି ରାଗ ସୁଝାଇଛନ୍ତି। ଫଳରେ ଆଲ୍ଲାଉଦ୍ଦିନ ଅର୍ଦ୍ଧଦଗ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri