ଗ୍ୟାଷ୍ଟ୍ରିକ୍ ସମସ୍ୟା
ବର୍ତ୍ତମାନ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଜାତୀୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା ଦ୍ୱାରା ତାହା ପରବର୍ତ୍ତୀ ସମୟରେଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ… ଦୈନନ୍ଦିନ…
ଅଶ୍ଳୀଳତାର ସୀମା ଟପିଲେ ଉର୍ଫି
ମୁମ୍ବାଇ: ଉର୍ଫି ଜାଭେଦଙ୍କ ଉପରେ ଅଶ୍ଳୀଳତା ସମ୍ବନ୍ଧୀୟ ଆଇନର କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ସେ ଏହାକୁ ଚିନ୍ତା ନ କରି ଗୋଟିଏ ପରେ ଗୋଟିଏ ବୋଲ୍ଡ ଫଟୋରେ ନଜର ଆସୁଛନ୍ତି। ସେ ସମାଜରେ ଭୁଲ୍ ତଥ୍ୟ ଉପସ୍ଥାପନ କରି ଅଭିଯୋଗ…
ହଳଦୀ ଏକ, ଉପକାର ଅନେକ
ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ଏପରିକି ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ହଳଦୀ ଆମକୁ ମୁକ୍ତି ଦେଇଥାଏ। ଏହାଛଡ଼ା ହଳଦୀର ଆହୁରି ମଧ୍ୟ ଅନେକ ଉପକାର ରହିଛି। ଯେମିତିକି: * କୁହାଯାଏ, ଘରର…
ଷ୍ଟକ୍ୟାର୍ଡକୁ ନେଇ ଚିନ୍ତା ଘାରିଛି
ଯାଜପୁର ଅଫିସ,୧୫।୧: ଯାଜପୁର ଜିଲା କଳିଙ୍ଗନଗର ମାନପୁର ରେଲୱେ ସାଇଡିଂରୁ ନିର୍ଗତ ଧୂଳିଧୂଅଁା ଦାନଗଦି ବ୍ଲକ ଧୂଳିଗଡ ଗ୍ରାମ ପଞ୍ଚାୟତବାସୀଙ୍କୁ ଅତିଷ୍ଠ କରିଛି। ଉକ୍ତ ସାଇଡିଂ ପ୍ରଦୂଷଣ ପ୍ରଭାବରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍ନୀ, ଯକ୍ଷ୍ମା, ଲିଭର ଆଦି ରୋଗରେ ପ୍ରାଣ…
ଭାରତୀ ପାହାଡ଼ ଚଢ଼ିଲେ ମାନସିକଧାରୀ
ଭୁବନ, ୧୫।୧(ଡି.ଏନ୍.ଏ.): ପ୍ରସିଦ୍ଧ ମକର ମେଳା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନର ସିଦ୍ଧ ରାମଚଣ୍ଡୀ ପୀଠ। ୧୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠ ଲୋକାରଣ୍ୟ ହୋଇପଡ଼ିଥିବାବେଳେ ମାନସିକଧାରୀ ଭାରତୀ ପାହାଡ଼ ଚଢ଼ିଥିଲେ। ମକର ସଂକ୍ରାନ୍ତି ଉପଲକ୍ଷେ ମା’ଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି…
‘ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ କର’
କେନ୍ଦୁଝର/ଯୋଡ଼ା,୧୫।୧(ଡି.ଏନ୍.ଏ./ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ…
ବ୍ରେକ୍ ନେଲେ ଅକ୍ଷର; ଖୁବ୍ଶୀଘ୍ର ପ୍ରେମିକାଙ୍କ ଧରିବେ ହାତ
ନୂଆଦିଲ୍ଲୀ,୧୫।୧: ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ମେହା ପାଟିଲଙ୍କ ହାତ ଧରିବେ ସେ। ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ବିବାହ ଲାଗି ଅକ୍ଷର ନ୍ୟୁଜିଲାଣ୍ଡ ସିରିଜରୁ ବ୍ରେକ୍ ନେଇଥିବା ଜଣାପଡ଼ିଛି। ମେହା ବୃତ୍ତିରେ…
ଭୀମକୁଣ୍ଡରେ ୪୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ
ପାଟଣା,୧୫।୧ (ସ୍ବ.ପ୍ର.): ଗଣପର୍ବ ମକର ମେଳା ପାଇଁ କେନ୍ଦୁଝର ଜିଲାର ପାଟଣା ଓ ସାହାରପଡା ବ୍ଲକ ଉତ୍ସମୁଖର ହୋଇଉଠିଛି। ଏହା କୁଡୁମୀ ସମ୍ପ୍ରଦାୟର ଏକ ସ୍ବତନ୍ତ୍ର ପର୍ବ। ଏହି ସମ୍ପ୍ରଦାୟର ଝିଅ ଓ ବୋହୂମାନେ ସକାଳୁ ଗାଧୋଇ ସାରି ଟୁସୁମୁନିଙ୍କୁ ପୂଜା…
ସ୍ବାବଲମ୍ବୀ କଲା ଥାଇଲାଣ୍ଡ ବରକୋଳି ଚାଷ
ଡେରାବିଶ,୧୫।୧(ସ୍ବ.ପ୍ର.): ଧାନ ଓ ବିରି ସମେତ ଅନ୍ୟାନ୍ୟ ଫସଲ ଲାଭଜନକ ହେଉ ନ ଥିବାରୁ ଅତ୍ୟାଧୁନିକ ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ଗ୍ରାମାଞ୍ଚଳର ଯୁବକମାନେ ଏବେ ମନ ବଳାଇଛନ୍ତି । କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ…
ଆମେରିକାର ଆର୍ ବୋନୀ ଗାବ୍ରିଏଲ୍ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’
ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଅର୍ଜନ କରଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଥିବା ଭାରତର ହରନାଜ ସାନ୍ଧୁ ତାଙ୍କୁ…
ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା
ଜଗତ୍ସିଂହପୁର ଅଫିସ, ୧୫।୧: ସରକାର ଧାନ କିଣିବା ପାଇଁ ମଣ୍ଡି ଖୋଲୁଛନ୍ତି। ୨୦୨୨ ନଭେମ୍ବରରୁ ୨୦୨୩ ମାର୍ଚ୍ଚ ଭିତରେ ଏହି ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଜଗତ୍ସିଂହପୁର ଜିଲାରେ ବିଳମ୍ବରେ ଅର୍ଥାତ୍ ଜାନୁୟାରୀ ୬ରୁ ମଣ୍ଡି ଖୋଲିଛି।…
ବାଣପୁର ଘଟଣା ପାଇଁ ଅନୁତପ୍ତ ନୁହେଁ: ଜଗଦ୍ଦେବ
ଖୋର୍ଦ୍ଧା ଅଫିସ,୧୫।୧: ଚିଲିକା ବିକାଶରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଧକ ସାଜିବା ସହ ଦୁର୍ନୀତିରେ ବୁଡିଛନ୍ତି ବୋଲି କିଛିଦିନ ପୂର୍ବେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଅଭିଯୋଗ ଆଣିଥିଲେ। ଏପରି କି ଦଳୀୟ ନେତାଙ୍କ ବିରୋଧରେ ମଧ୍ୟ ଗଣମାଧ୍ୟମରେ କହିଥିଲେ। ଶନିବାର…

