Home Left

ୟୁବିଓଆଇ ପକ୍ଷରୁ ସାଇବର ସୁରକ୍ଷା ମାସ

ନୂଆଦିଲ୍ଲୀ,୮।୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ପକ୍ଷରୁ ନିକଟରେ ସାଇବର ସୁରକ୍ଷା ସଚେତନତା ମାସ ଆରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଏବଂ ସୁରକ୍ଷିତ ସାଇବର ସଂସ୍କୃତିକୁ ପ୍ରାଧାନ୍ୟ…

ମାତାପିତାଙ୍କ ସହ ପ୍ୟାରିସ ଫ୍ୟାଶନ ୱିକରେ ନଜର ଆସିଲେ ଦୀପିକା

ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନଙ୍କ ଭିନ୍ନ ଅନ୍ଦାଜ ଦର୍ଶକଙ୍କ ଦିଲ ଜିତିଥାଏ । ନିକଟରେ ଦୀପିକା ପ୍ୟାରିସ ଫ୍ୟାଶନ ୱିକରେ ଯୋଗ ଦେଇଥିଲେ । ସେ ଲୁଇ ବୁଇଟନ ଶୋ’ରେ ସେଲିବ୍ରିଟି ଗେଷ୍ଟ ଭାବେ ପହଞ୍ଚିଥିଲେ । ଏହି ସମୟରେ…

ବସ୍‌ରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ନାସିକ,୮।୧୦: ମହାରାଷ୍ଟ୍ର ନାସିକରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ରାତିରେ ବସ୍‌ରେ ନିଆଁଲାଗି ଜଣେ ଶିଶୁ ସହ ୧୧ ଜଣଙ୍କର ମୃତ୍ୟୁ ହୋଇଛନ୍ତି ସୂଚନା ମିଳିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦୁଃଖ ପ୍ରକାଶ…

ଆମାଜନ.ଇନ୍‌ରେ ଗ୍ରାହକଙ୍କ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ.ଇନ୍‌ରେ ‘ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ (ଏଜିଆଇଏଫ୍‌)-୨୦୨୨’ ବର୍ତ୍ତମାନ ସକ୍ରିୟ ରହିଛି। ଏଥିରେ ବିଭିନ୍ନ ବର୍ଗରେ ବ୍ୟାପକ ଶ୍ରେଣୀୟ ଉତ୍ପାଦ ରହିଛି। ଏହା ମାଧ୍ୟମରେ କମ୍ପାନୀ ସାରା ଦେଶରେ ରହିଥିବା ଏହାର କୋଟି କୋଟି…

ଭାରତରେ ହୋଣ୍ଡା ସିଟିର ୨୫ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ଅଗ୍ରଣୀ ମଡେଲ ହୋଣ୍ଡା ସିଟି ଭାରତ ବଜାରରେ ସଫଳତାର ସହ ୨୫ବର୍ଷ ପୂରଣ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ୨୫ ବର୍ଷର ପୂର୍ତ୍ତି ଉତ୍ସବ…

କଟକରେ ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଷ୍ଟୋର

କଟକ,୮ା୧୦ଚଳିତ ବର୍ଷର ପାର୍ବଣ ଅବସରରେ ଚାନ୍ଦି ଭଣ୍ଡାର ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର କଟକ ସହର(କଟକ)ରେ ଶୁଭାରମ୍ଭ କରାଯାଇଛି। ବିଶେଷକରି କଟକବାସୀଙ୍କ ପାଇଁ ଆମର ଆକର୍ଷଣୀୟ ଏବଂ ମନଲୋଭା ଡିଜାଇନର ସମ୍ଭାରକୁ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଆଣିଥିବାରୁ ଆମେ…

‘ଇ-ମୁଦ୍ରା’ ପ୍ରଚଳନ କରିବ ଆର୍‌ବିଆଇ

ନୂଆଦିଲ୍ଲୀ,୮।୧୦: ଭାରତରେ ଖୁବ୍‌ଶୀଘ୍ର ଡିଜିଟାଲ କରେନ୍ସି ବା ଇ-ରୁପିର ଶୁଭାରମ୍ଭ (ବ୍ୟବହାର) ହେବାକୁ ଯାଉଛି। ଏ ନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଖୁବ୍‌ଶୀଘ୍ର ଭାରତରେ ଡିଜିଟାଲ ଟଙ୍କା ବା…

ମାନ ସରକାରଙ୍କ ଦୀପାବଳି ଭେଟି

ଚଣ୍ଡିଗଡ଼,୮ ।୧୦: ପଞ୍ଜାବର ଭଗୱତ ମାନ ସରକାର ଲଗାତାର ଜନ ହିତୈସି କାର୍ଯ୍ୟ କରି ଆସୁଛନ୍ତି ଚର୍ଚ୍ଚାକୁ । ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା କଥା କହିଥାଆନ୍ତି । ହେଲେ ପଞ୍ଜାବର ଆମ ଆଦମୀ…

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଲେ ଐଶ୍ୱରୀ

ବାଲେଶ୍ୱର ଅଫିସ,୮ା୧୦: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ଫଳ ଶୁକ୍ରବାର ପ୍ରକାଶ ପାଇଛି। ବାଲେଶ୍ୱର ଜିଲା ଚାନ୍ଦମାରି ପଡ଼ିଆ ନିବାସୀ ତଥା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନଟବର ପ୍ରଧାନ ଓ ତରୁଲତା ପ୍ରଧାନଙ୍କର ଜ୍ୟେଷ୍ଠା କନ୍ୟା…

ସ୍ବଚ୍ଛ ସର୍ବେକ୍ଷଣ: ଚିକିଟି ଏନ୍‌ଏସି ରାଜ୍ୟରେ ପ୍ରଥମ

ଛତ୍ରପୁର,୮।୧୦(ଡି.ଏନ.ଏ): କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସ୍ବଚ୍ଛତା ସର୍ବେକ୍ଷଣ ମାଧ୍ୟମରେ ସହରାଞ୍ଚଳଗୁଡିକର ପରିମଳ ବ୍ୟବସ୍ଥା ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ସର୍ବେକ୍ଷଣ କରି ପୁରସ୍କୃତ କରାଯାଇଥାଏ। ଏହି କ୍ରମରେ ୨୦୨୨ପାଇଁ ତଥ୍ୟ ସଂଗ୍ରହ କରଯାଇଥିଲା। ଅକ୍ଟୋବର ୧ରେ…

ଛଣବଗଡ଼, ତଡ଼ାରେ ବିକାଶ ଅପହଞ୍ଚ

ଦିଗପହଣ୍ଡି,୮ା୧୦(ଡି.ଏନ.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସେହି ସବୁ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଦିଗପହଣ୍ଡି ବ୍ଲକ ବଡ଼ଡମ୍ବୁଳା ପଞ୍ଚାୟତ ଅଧୀନ ଛଣବଗଡ଼ ଏବଂ ତଡ଼ା ଏହାର…

ପୁରୁଣା ମାଷ୍ଟର ପ୍ଲାନ୍‌ରେ ସହରର ବିକାଶ

ଭଞ୍ଜନଗର,୮।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ୧୯୫୭ ନଭେମ୍ବର ୧୫ ତାରିଖରେ ରାଜ୍ୟ ସରକାରଙ୍କ ଚିଠି (ନଂ.୪୦୨୫) ପ୍ରକାରେ ଭେଜିପୁଟ ଏବଂ ଗାମୁଣ୍ଡି ଗ୍ରାମର କେତୋଟି ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହାପରେ ସହରର ବିକାଶ ପାଇଁ ମାଷ୍ଟର ପ୍ଲାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri