Home Left

ପୁଟିନ୍‌ଙ୍କୁ ଜନ୍ମଦିନ ଝଟକା

ଓସ୍‌ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍‌ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ ଶୁକ୍ରବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସମର୍ଥକ ଓ…

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଏଏପି ମନ୍ତ୍ରୀ

ନୂଆଦିଲ୍ଲୀ,୮।୧୦: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ୍‌ ଏକ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ…

ଗୁଗଲ ଟ୍ରେଣ୍ଡରେ ଦିଭମଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ,୮।୧୦: ଉଦୀୟମାନ ଯୁବ କଳାକାର ଦିଭମ ଜୁନେଜା ଗୁଗଲ ଟ୍ରେଣ୍ଡରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏପରିକି ସେ ଗୁଗଲ ଟ୍ରେଣ୍ଡରେ ଦେଶର ପ୍ରମୁଖ ସେଲିବ୍ରିଟ ଓ ଅନ୍ୟମାନଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ। ବିଶେଷକରି ଫାୟାର ଏଗେନ ଏବଂ ନୟି…

ଶିନ୍ଦେ ଧନୁତୀର ଚିହ୍ନ ଦାବି କରିପାରିବେ ନାହିଁ

ନୂଆଦିଲ୍ଲୀ,୮।୧୦: ଶିବସେନା ଓ ଏହାର ଚିହ୍ନକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ଉପରେ ଛାଡ଼ିଥିଲେ। ଏକନାଥ…

ହିରୋର ଇଭି ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଶୁକ୍ରବାର ତା’ର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର ଭିଡା ଭି୧ର ଉନ୍ମୋଚନ କରିଛି।…

ଦୁଇ ରାଜ୍ୟ ଉପରେ ଅକ୍ତିଆର ସ୍ବପ୍ନ

ନୂଆଦିଲ୍ଲୀ, ୮।୧୦: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଦଳ ଟିଆର୍‌ଏସ୍‌କୁ ଭାରତୀୟ ରାଷ୍ଟ୍ର ସମିତିରେ ପରିବର୍ତ୍ତିତ କରିବାର ଦୁଇଦିନ ପରେ ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି (ଓ୍ବାଇଏସ୍‌ଆର୍‌ଟିପି) ପ୍ରତିଷ୍ଠାତା ଓ୍ବାଇ.ଏସ୍‌. ଶର୍ମିଲା ରେଡ୍ଡୀ କହିଛନ୍ତି, ଦୁର୍ନୀତିରେ ବୁଡ଼ି ରହିଥିବା କେସିଆର୍‌ଙ୍କ…

ପୁଅର ଠେଙ୍ଗା ମାଡରେ ମା’ର ଜୀବନ ଗଲା

ଭଞ୍ଜନଗର୮।୧୦(ଡି.ଏନ.ଏ.): ପୁଅର ଠେଙ୍ଗା ମାଡରେ ମା’ ମୃତ। ଗଞ୍ଜାମ ଜଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଶୁକ୍ରବାର ରାତିରେ ଏଭଳି ଏକ ଅଘଟଣ ଘଟିଛି। ମୃତ ମହିଳା ଜଣଙ୍କ ତ୍ରିବେଣୀ ନାୟକ (୬୫) । ଖବରପାଇ ଭଞ୍ଜନଗର ପୋଲିସ ଶନିବାର…

ସେପ୍ଟେମ୍ବରରେ ସୋନାଲିକାର ୨୬.୨% ଅଭିବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ପାର୍ବଣ ଋତୁରେ ରେକର୍ଡ ବିକ୍ରି ହାସଲ କରିଛି। ଏପରିକି କମ୍ପାନୀ ଗତ ସେପ୍ଟେମ୍ବର ମାସରେ ୧୮,୬୧୯ ଟ୍ରାକ୍ଟର ବିକ୍ରି କରିବା ସହ ୧୫% ବଜାର ଅଂଶ ହାସଲ କରିଛି।…

କ୍ଷୁଦ୍ରଗ୍ରହ ମାଡ଼ରେ ଡାଇନୋସର ବିଲୁପ୍ତ

ଓ୍ବାଶିଂଟନ୍‌ ୬୬ ନିୟୁତ ବର୍ଷ ପୂର୍ବେ, ୧୦ କିଲୋମିଟରର ଏକ କ୍ଷୁଦ୍ରଗ୍ରହ ପୃଥିବୀ ସହ ପିଟି ହୋଇଥିଲା, ଯାହାଫଳରେ ଭୂକମ୍ପ ହେବା ସହ ମାସେ କାଳ ପୃଥିବୀ ଥରିଉଠିଥିଲା। ଚିକ୍ସୁଲବ୍‌ ଗର୍ତ୍ତ (ପୃଥିବୀରେ କ୍ଷୁଦ୍ର ଗ୍ରହ ମାଡ଼ ହେବା ଫଳରେ ମେକ୍ସିକୋର…

ଫ୍ରିଡମ୍‌ ଅଏଲକୁ ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଖାଇବାତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌କୁ ‘ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଭାରତର ସବୁଠାରୁ ଅଧିକ ସନ୍‌ଫ୍ଲାୱାର ଖାଇବାତେଲ ଆମଦାନୀ କରୁଥିବା କମ୍ପାନୀ ଭାବେ ଫ୍ରିଡମ୍‌କୁ ଏଭଳି ଏକ ସମ୍ମାନଜନକ ପୁରସ୍କାର ଲାଭ କରିପାରିଛି। ଏପରିକି…

ବିବାହ ପୂର୍ବରୁ ଭାଇରାଲ ହୋଇଥିଲା ଏମଏମଏସ୍‌

ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଥମେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ମୋନାଙ୍କୁ କିଛି ରିୟଲିଟି ଶୋ’ ଓ ପରେ ବଲିଉଡର କିଛି ମୁଭିରେ ମଧ୍ୟ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ଏକ…

୬୫ ହଜାର କୋଟି ନିବେଶ କରିବେ ଆଦାନୀ

ନୂଆଦିଲ୍ଲୀ,୮।୧୦: ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ରାଜସ୍ଥାନରେ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୬୫,୦୦୦ କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଏପରିକି ଇନ୍‌ଭେଷ୍ଟ ରାଜସ୍ଥାନ-୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୌତମ କହିଛନ୍ତି, ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri