Home Left

‘ହିନ୍ଦୁ ନ ଥିଲେ ଚୋଳବଂଶୀ’

ଚେନ୍ନାଇ,୮ା୧୦: ଚୋଳବଂଶୀ ରାଜାମାନେ ହିନ୍ଦୁ ନ ଥିଲେ କି ସେମାନଙ୍କ ଶାସନ କାଳରେ ହିନ୍ଦୁ ନାମରେ କୌଣସି ଧର୍ମ ନ ଥିଲା ବୋଲି ଅଭିନେତା କମଲ ହାସନ କହିଛନ୍ତି, ଯାହାକୁ ନେଇ ବିବାଦ ଉଠିଛି। କମଲ ହାସନଙ୍କ ମତରେ ଭଇନାଭମ୍‌, ଶୈବମ୍‌…

ମଇଁଷିଙ୍କୁ ଧକ୍କାଦେବାର ଦିନକ ପରେ ଗାଈକୁ ପିଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୮ା୧୦: ମଇଁଷି ପଲଙ୍କୁ ଧକ୍କା ଦେବାର ଦିନକ ପରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶୁକ୍ରବାର ଗୁଜରାଟର ଆନନ୍ଦ ଷ୍ଟେଶନ ନିକଟରେ ଏକ ଗାଈକୁ ଧକ୍କା ଦେଇଛି। ଫଳରେ ଟ୍ରେନ୍‌ ସମ୍ମୁଖ ବମ୍ପର ଚାପିହୋଇ ଯାଇଛି। ଏହି ଦୁର୍ଘଟଣା ଯୋଗୁ ଏକ୍ସପ୍ରେସ୍‌…

ଜାଣିପାରିଲାନି ଶିକ୍ଷା ବିଭାଗ: ୩୯ଲକ୍ଷ ଟଙ୍କା ହାତେଇ ମହିଳା ଆକାଉଣ୍ଟାଣ୍ଟ ଫେରାର

ଭବାନୀପାଟଣା,୮।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା…

ପିଓକେରେ ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା ଘଟଣାରେ ଭାରତ ଶୁକ୍ରବାର ପ୍ରତିବାଦ ଜଣାଇଛି। ଆମେରିକା ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତ ଓ ବୈଠକ…

ଗଣପର୍ବ ପାଇଁ ସଜେଇ ହେଉଛି ଗାଁ

ବଅଁରପାଳ, ୮ା୧୦ (ଡି.ଏନ.ଏ.) ଗଣପର୍ବ ଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗାଁ। କରୋନା କଟକଣା ଯୋଗୁ ଗତ ୨ ବର୍ଷ ହେଲା ପୂଜା ଫିକା ପଡିଥିବା ବେଳେ ଚଳିତବର୍ଷ କିନ୍ତୁ ଏହା ଅତି…

୭.୧ କୋଟିଙ୍କୁ ଦରିଦ୍ର କରିଛି କୋଭିଡ୍‌

ନୂଆଦିଲ୍ଲୀ,୮ା୧୦: ଭାରତ ସମେତ ସାରା ବିଶ୍ୱରେ ଦାରିଦ୍ର୍ୟ ହ୍ରାସର ଧାରାକୁ କୋଭିଡ୍‌-୧୯ ମହାମାରୀ ବଦଳାଇଦେଇଛି। ୨୦୨୦ରେ ଭାରତରେ ଦାରିଦ୍ର୍ୟ ସଂଖ୍ୟା ୨.୩ରୁ ୫.୬ କୋଟି ମଧ୍ୟରେ ବୃଦ୍ଧି ପାଇଥିବା ବିଶ୍ୱବ୍ୟାଙ୍କର ନୂଆ ରିପୋର୍ଟରୁ ଜଣାପଡ଼ିଛି। ୧୯୯୮ରୁ ବିଶ୍ୱସ୍ତରରେ ଦାରିଦ୍ର୍ୟ ହ୍ରାସ ପାଇବା…

ଉତ୍ତରକାଶୀ ହିମସ୍ଖଳନ ମୃତ୍ୟୁସଂଖ୍ୟା ୨୬

ଡେରାଡୁନ୍‌,୮ା୧୦: ଉତ୍ତରକାଶୀ ହିମସ୍ଖଳନ ଘଟଣାରେ ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ମିଳିବା ପରେ ମୋଟ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ବୁଧବାର ୪ ଏବଂ ଗୁରୁବାର ୧୫ ଜଣଙ୍କ ମୃତଦେହ ମିଳିଥିଲା। ଆଉ ୩ ଜଣ ପର୍ବତାରୋହୀ ନିଖୋଜ ଥିବା…

ଓଟିଟିରେ ଡେବ୍ୟୁ କରିବେ ବରୁଣ, ସାମନ୍ଥାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ଅଭିନେତା ବରୁଣ ଧାୱନ ଆଜିକାଲି ତାଙ୍କ ଅପକମିଙ୍ଗ ଫିଲ୍ମ ‘ଭେଡିଆ’କୁ ନେଇ ଟର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ…

ଦିଲ୍ଲୀ, ପଞ୍ଜାବର ୩୫ ସ୍ଥାନରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୮ା୧୦: ଦିଲ୍ଲୀ ଅବକାରୀ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ-ଏନ୍‌ସିଆର୍‌, ପଞ୍ଜାବ ଏବଂ ହରିୟାଣାର ୩୫ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ପ୍ରମାଣ ଖୋଜି ବାହାର କରିବା ଲାଗି ୩୦୦ରୁ ଅଧିକ ସିବିଆଇ…

କାର୍ବନ ଡେଟିଂ ଉପରେ ରାୟ ୧୧କୁ ଘୁଞ୍ଚିଲା

ବାରାଣସୀ,୮ା୧୦: ଉତ୍ତରପ୍ରଦେଶର ଜ୍ଞାନବାପି ମସ୍‌ଜିଦ ପରିସରରୁ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଉପରେ ବାରାଣସୀ କୋର୍ଟ ରାୟ ସ୍ଥଗିତ ରଖିଛନ୍ତି। ଆସନ୍ତା ୧୧ରେ ଅଦାଲତ ରାୟ ଘୋଷଣା କରିବେ। ତଳକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଆରମ୍ଭରେ ଜ୍ଞାନବାପି ପରିସରର…

କମୁଛି ସଂକ୍ରମଣ: ଚିହ୍ନଟ ହେଲେ ୮୨ କରୋନା ପଜିଟିଭ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮…

ସ୍କୁଲ୍‌

  ବିଦ୍ୟାର ମନ୍ଦିର ହେଉଛି ବିଦ୍ୟାଳୟ। ଯେଉଁଠି ଶିକ୍ଷା ଗ୍ରହଣ କରି ବିଦ୍ୟାର୍ଥୀଟିଏ ବଡ଼ ମଣିଷ ହେବାର ସ୍ବପ୍ନ ଦେଖେ। ତେବେ ପୃଥିବୀର ଅଧିକାଂଶ ସ୍ଥାନରେ ଛୋଟ ବଡ଼ ଅନେକ ସ୍କୁଲ ରହିଛି। ଆସନ୍ତୁ ଜାଣିବା ସେମାନଙ୍କ ମଧ୍ୟରୁ ସ୍ବତନ୍ତ୍ର କେତୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri