ଗାଈକୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ଚିତ୍ରାଳୟ ଗାଡ଼ି: ୫ ଆହତ

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ୍‌ ନିକଟ ଜାତୀୟ ରାଜପଥଠାରେ ଏକ ଚିତ୍ରାଳୟ ଗାଡ଼ି ଓଲଟି ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ରବିବାର ଓଆର୍‌ ୦୨ ଏବି ୨୩୦୪ ନମ୍ବର ବିଶିଷ୍ଟ ଚିତ୍ରାଳୟ ଗାଡ଼ି ନାରାୟଣୀଠାରୁ ତାଳପଡ଼ା ଅଭିମୁଖେ ଯାଉଥିବା ବେଳେ ହଠାତ ଛତ୍ରପୁର ଓଭରବ୍ରିଜ୍‌ ନିକଟ ଜାତୀୟ ରାଜପଥଠାରେ ଏକ ଗାଈକୁ ବଞ୍ଚାଇବାକୁ ଯାଇ ଚିତ୍ରାଳୟ ଗାଡ଼ିଟି ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ବସିଥିବା ୫ ଜଣ ଚିତ୍ରାଳୟ ଓ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ କର୍ମଚାରୀମାନେ ଆହତ ହୋଇ ଜାତୀୟ ରାଜପଥରେ ପଡ଼ିଥିଲେ। ଆହତମାନଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତମାନେ ହେଲେ ପ୍ରଶାନ୍ତ କମାର(ଅଡ଼ବା), ରଞ୍ଜନ କୁମାର ପ୍ରଧାନ(ଚିକିଟି), ଏମ୍‌.ରବି (ଭୀଷ୍ମଗୀରି )ମନୋଜ ପାଇକ(ଉଦୟଗିରି )ଓ ପଓ୍ବନ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଗୋ’ ପୂଜା, ସେପଟେ ଚାଲାଣ

ନିଶ୍ଚିନ୍ତକୋଇଲି,୧୧ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ଏକ ପୋଖରୀ ନିକଟରୁ ମଇଁଷି ସମେତ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ ହୋଇଥିବା ଥାନାଧିକାରୀ...

ସ୍ପଷ୍ଟ ଦିବାଲୋକରେ ଘରେ ପଶି ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ ଗେଟ୍‌ ଭାଙ୍ଗି...

ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ

ଝାରସୁଗୁଡ଼ା ଅଫିସ,୭ା୯: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃ ଜିଲା ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ...

ଜଳ ଛତ୍ରରେ ଦୁର୍ବୃତ୍ତ ମିସାଇଲେ ବିଷ: ପାଣି ପିଇ ୩ ଗୁରୁତର

ମାଲକାନଗିରି,୨୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଏମ୍ପିଭି ୪୯ ଗ୍ରାମରେ ଜଳ ଛତ୍ରରେ ଗୁରୁବାର ଦୁର୍ବୃତ୍ତ ବିଷ ମିସାଇଦେଇଛନ୍ତି । ବିଷ ପାଣି ପିଇ ୩ ଗୁରୁତର ହୋଇଛନ୍ତି।...

ଧସୁଛି ନଦୀବନ୍ଧ ପଥର ପ୍ୟାକିଂ

ଧାମନଗର, ୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ପଙ୍ଗଟା ସେଠୀସାହି ନିକଟ ଦାଣ୍ଡିମାହାରାଠାରେ ବୈତରଣୀର ଶାଖା କୋଚିଳା ନଦୀବନ୍ଧ ପାର୍ଶ୍ୱରେ ହୋଇଥିବା ପଥର...

ବୋରିଂ ହେବାର ବର୍ଷେ ବିତିଲାଣି: ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ବାହାନଗା, ୩।୬(ଅରୂପ କୁମାର ଦାସ)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତରଫରୁ ଏକ ବୋରିଂ କରାଯାଇଥିଲା।...

ଚୋରା କାଠ ବୋଝେଇ ଗାଡ଼ି ଜବତ

ନୀଳଗିରି,୩।୨(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ...

୧,୧୭,୩୨୪ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ରାୟଗଡ଼ା...

Advertisement
Archives

Model This Week