ଆଶୀର୍ବାଦ ମାଗିଲେ ଇଶା

ମୁମ୍ବାଇ: ବଲିଉଡ ନାୟିକା ଇଶା ଦେୱଲ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । କିଛି ଦିନର ବ୍ୟବଧାନ ପେର ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ହେମାଙ୍କ ଝିଅ ଇଶା । ଇଶା ନିକଟରେ ଅଜୟ ଦେବଗନଙ୍କ ମୁଭି ‘ରୁଦ୍ର ଦ ଏଜ ଅଫ ଡାର୍କନେସ’ରେ ଏକ ଧମାକାଦାର ଡିଜିଟାଲ ଏଣ୍ଟ୍ରି କରିଥିଲେ । ଏବେ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଏବେ ଇଶ।। ତାଙ୍କ ଆଗାମୀ ଫିଲ୍ମ ପାଇଁ କ୍ୟାମେରାକୁ ସାମ୍ନା କରିବାକୁ ଯାଉଛନ୍ତି । ଏହା ଏକ ପୋଲିସ ଡ୍ରାମା ମୁଭି । ଅଭିନେତ୍ରୀ ଏହି ଫିଲ୍ମର ପ୍ରଥମ ଦିନର ଶୁଟିଂ ବେଳର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି, ମୁଁ ଆସୁଛି ପୁଣିଥରେ! ନୂଆ ଚରିତ୍ର, ନୂଆ ଫିଲ୍ମ, ନୂଆ ଏହସାସ, ମୋତେ ଓ ମୋ ଫିଲ୍ମ ‘ମେ’କୁ ଆପଣଙ୍କ ଆଶୀର୍ବାଦ ଦିଅନ୍ତୁ ।
ଫିଲ୍ମରେ ଅମିତ ଶାଧ ବି ନଜର ଆସିବେ । ସେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ସେ ମଧ୍ୟ ଏହି ଫିଲ୍ମକୁ ନେଇ ତାଙ୍କର ଲୁକ ଶେୟାର କରିଥିଲେ ଆଉ ଲେଖିଥିଲେ ଫାଷ୍ଟ ଡେ ଫାଷ୍ଟ ଲୁକ!! ଜଣେ ପୋଲିସ ଅଧିକାରୀ ଓ ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭୂମିକାରେ ଏକ ନୂଆ ଯାତ୍ରା ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଭବଙ୍କ ନାଁରେ ଆଉ ଏକ ଏତଲା ଦେଲେ ବର୍ଷା

କଟକ ଅଫିସ,୨୫ା୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାର ଆଉ...

ମାଲଦ୍ୱୀପରେ ଛୁଟି କାଟୁଛନ୍ତି ମଲାଇକା

ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ଆଫେୟାର୍ସ ସବୁଠି ଚର୍ଚ୍ଚାର ବିଷୟ । ଆରମ୍ଭରୁ ହିଁ ଏମାନଙ୍କ ରିଲେସନଶିପକୁ ନେଇ...

ପାରସ୍‌ଙ୍କ ପରେ ଶୋ’ ଛାଡ଼ିଲେ ଆଲ୍‌ମା

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’କୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଆଲ୍‌ମା ହୁସେନ। ଶୋ’ରେ ସେ ପାରସ କଲନାଓ୍ବତଙ୍କ ପ୍ରେମିକା...

ଡ୍ରଗ୍ସ ମାମଲାରେ ନୋଟିସ୍‌ ପରେ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର: ଲୋକେ କହୁଛନ୍ତି ଏବେ ‘କଫି ଉଇଥ୍‌ ଏନ୍‌ସିବି’ର ସମୟ

ବମ୍ବେ: ବଲିଉଡ୍‌ ପାଇଁ ଅଡ଼ୁଆ ପାଲଟିଲାଣି ଏନ୍‌ସିବି ଯାଞ୍ଚ। ଗୋଟିଏ ପରେ ଗୋଟିଏ ଅଭିନେତାଙ୍କୁ ଏନ୍‌ସିବିରୁ ଡାକରା ଆସୁଛି। ଡ୍ରଗ୍ସ ସେବନଠାରୁ ଆରମ୍ଭ କରି ବିଭିନ୍ନ...

ଘର ଖୋଜୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ଆଜିକାଲି ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ ବଲିଉଡ୍‌ ଅଭିନେତା/ଅଭିନେତ୍ରୀମାନେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ନୂଆ ଅସ୍ତ୍ର ହେଉଛି...

କପିଲଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ସୁମୋନା, କହିଲେ କପିଲ ମୋତେ…

କମେଡି କିଂ ‘କପିଲ ଶର୍ମା ଶୋ’ ଲୋକପ୍ରିୟ ସିରିଏଲ ମଧ୍ୟରୁ ଅନ୍ୟତମ । ଅବଶ୍ୟ, ଗତ କିଛି ବର୍ଷ ମଧ୍ୟରେ ଅନେକ ବାଦ ବିବାଦ ଦେଖାଦେଇଛି...

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି, ମୁହଁ ଖୋଲିଲେ ଝୁଣ୍ଡ ପ୍ରଯୋଜକ …

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ହଲ୍‌ରେ ହାଉସ ଫୁଲ ହେଉଛି। କେତେ...

ଟ୍ୟାକ୍ସ ଚୋରିରୁ ଛାଡ଼ପତ୍ର…ଏସବୁ କାରଣରୁ ବିବାଦରେ ସାଉଥ ସୁପରଷ୍ଟାର ବିଜୟ

ହାଇଦ୍ରାବାଦ: ରିଲିଜ ଅପେକ୍ଷାରେ ରହିଛି ସୁପରଷ୍ଟାର ଅଭିନେତା ଥାଲାପାଥି ବିଜୟଙ୍କ ଫିଲ୍ମ ‘ଭାରିସୁ’। ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଭିନେତାଙ୍କ ବ୍ୟକ୍ତିଗତ...

Advertisement
Archives

Model This Week