ଷ୍ଟ୍ରେଚରରେ ବୁହାହେଉଛି ଫୁଲଗଛ
କେନ୍ଦୁଝର,୧୬ା୧ (ସ୍ବ.ପ୍ର.) : ସ୍ଥାନୀୟ କେନ୍ଦୁଝର ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ ସୋମବାର ଏକ ଷ୍ଟ୍ରେଚରରେ ଫୁଲ ଗଛ ବୁହାଯାଉଥିଲା। ଏହାର ଫଟୋ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆସୁଥିବା ରୋଗୀମାନେ ଅନେକ ସମୟରେ ଷ୍ଟ୍ରେଚର…
ଦିଲ୍ଲୀ, ୟୁପି ସମେତ ଏହି ରାଜ୍ୟରେ ୩ ଦିନିଆ ୟେଲୋ ଆଲର୍ଟ
ନୂଆଦିଲ୍ଲୀ,୧୬।୧: ଉତ୍ତର ଭାରତର କେତେକ ରାଜ୍ୟରେ ଗତ କିଛି ଦିନରୁ ଶୀତଲହରୀରୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୋମବାର…
ଓଲଟିଲା ଗୋରୁ ବୋଝେଇ ଟ୍ରକ୍: ୧୪ ମୃତ, ୧୦ ଗୁରୁତର
ଭୋଗରାଇ, ୧୬।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବର୍ଡର ରାସ୍ତାର ମହାନ୍ତି ଛକଠାରେ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୪ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୧୦ ଗୋରୁ…
୨୫ରେ ହେବ ଜ୍ୟାକଲିନ୍ଙ୍କ ଆବେଦନର ଶୁଣାଣି
ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଡିଜ୍ ସୋମବାର ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡିତ ୨୦୦ କୋଟର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ସାମିଲ ରହିଛି।…
ଛୁଆହାତୀ ମୃତ୍ୟୁ ଘଟଣାରେ ୨ ଗିରଫ
ରାଇକିଆ,୧୬ା୧(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜରେ ଗତ ବୁଧବାର ଏକ ଛୁଆହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ରବିବାର ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଷୋୟୀ ଏବଂ…
ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ପନ୍ତଙ୍କ ପ୍ରଥମ ଟୁଇଟ୍
ମୁମ୍ବାଇ,୧୬।୧: ଭାରତୀୟ ଉଇକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦୁର୍ଘଟଣା ପରେ ପ୍ରଥମ ଟୁଇଟ୍ କରିଛନ୍ତି। ପନ୍ତ ଟୁଇଟ୍ କରି କହିଛନ୍ତି, ସମର୍ଥନ ଏବଂ ଶୁଭକାମନା ପାଇଁ ମୁଁ ସମସ୍ତଙ୍କ ପାଖେ କୃତଜ୍ଞ। ମୋର ଅସ୍ତ୍ରୋପଚାର ସଫଳ ହୋଇଛି। ମୁଁ…
ହାଇଓ୍ବା ଧକ୍କାରେ ଚାଲିଗଲା ଶିଶୁର ଜୀବନ
ହିଞ୍ଜିଳିକାଟୁ,୧୬ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ହିଞ୍ଜିଳି- ତାରାତାରିଣୀ ରୋଡ୍ରେ ସୋମବାର ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ୫ ବର୍ଷ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ ଶିକିରି ଗ୍ରାମ ପ୍ରମୋଦ ଦଳାଇଙ୍କ…
ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ
ମୁମ୍ବାଇ: ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ। ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରି ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନାସିର ଫରାଜ ହୃଦ୍ଘାତରେ ପୀଡିତ ଥିଲେ। ରବିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’
ନୂଆଦିଲ୍ଲୀ,୧୬।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ସୋମବାର ଛତିଶଗଡର ଭିଲାଇ ନଗରରୁ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ୭୩ ବର୍ଷୀୟ ମା’ ପୁଷ୍ପା ଯାଦବ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଏଥିପାଇଁ ସେ…
ଖୋଲିଲା ଅତିରିକ୍ତ ମଣ୍ଡି
ବନ୍ତ,୧୬।୧(ଡି.ଏନ.ଏ): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନଙ୍କ ସୁବିଧା ପାଇଁ ପଧାନପଡ଼ା ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଏକ ଅତିରିକ୍ତ ଧାନ ମଣ୍ଡି ସୋମବାର ଖୋଲାଯାଇଛି। ଏହି ମଣ୍ଡି ଖୋଲାଯିବା ଫଳରେ ପଧାନପଡ଼ା ପଞ୍ଚାୟତ…
୧୯ରୁ ପୁଣି କୋଭିଡ୍ ଟିକାକରଣ ଆରମ୍ଭ
ଭୁବନେଶର,୧୬।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି କୋଭିଡ୍ ଟିକାଦାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ। ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍ ଟିକା ନେଇ ନ ଥିବା ଲୋକଙ୍କୁ ଟିକା…
ଗୋଟିଏ ବି ରାଜ୍ୟରେ ନିର୍ବାଚନ ହାରିବନି ଭାଜପା: ନଡ୍ଡା
ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଭାଜପାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଆରମ୍ଭ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା…

