ଯେତିକି ଅଧିକ ପିଲା, ସେତିକି ଅଧିକ ବେତନ
ଗ୍ୟାଙ୍ଗଟକ୍,୧୭।୧: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତୋମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁସୂଚିତ ଜାତିର ଲୋକଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ରବିବାର ମାଘ ସଂକ୍ରାନ୍ତିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ…
ମଧ୍ୟପ୍ରଦେଶରେ ନାବାଳିକାଙ୍କୁ ଗଣବଳାତ୍କାର
ଜବଲପୁର,୧୭।୧: ମଧ୍ୟପ୍ରଦେଶ ଜବଲପୁରରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଞ୍ଚମ ଠାକୁର, ବ୍ରିଜେଶ ଠାକୁର ଓ ବାଲି ଠାକୁର। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ପଞ୍ଚମ…
କେଶ କାଟୁଥିବାବେଳେ କାନ୍ଦିଲେ କ୍ୟାନସର ରୋଗୀ, ହେୟାର ଷ୍ଟାଇଲିଷ୍ଟ ନେଲେ ଏମିତି ପଦକ୍ଷେପ: ଦେଖନ୍ତୁ ଭାବପ୍ରବଣ ଭିଡିଓ
କିଛି ଲୋକଙ୍କ ହୃଦୟ ଅତ୍ୟନ୍ତ ସରଳ। ଏପରି ବ୍ୟକ୍ତି ଛୋଟ ଜିନିଷ ଉପରେ ଭାବପ୍ରବଣ ହୋଇପଡନ୍ତି। ଅନେକ ଅସୁବିଧା ସତ୍ତ୍ୱେ ସେମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତି। ନିକଟରେ ସୋସିଆଲ ମିଡିଆରେ ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ…
ସୁରକ୍ଷାରେ ତ୍ରୁଟି ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ
ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାହୁଲ ଗାନ୍ଧୀ ଏବେ ନିଜର ପ୍ରତିକ୍ରିୟା…
କିଂ କୋବ୍ରା ସହ ଖେଳୁଛନ୍ତି ଯୁବକ, ରାଗିଯାଇ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ମଣିଷ ସାପକୁ ଭୟ…
ରାସ୍ତାରୋକୋରୁ ଓହରିଲା ଭାଜପା, ଭାଙ୍ଗିଲା ଡିଭାଇଡର
ସମ୍ବଲପୁର,୧୭ା୧(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଛକରେ ପୋଲିସ ଅନୁମୋଦନକ୍ରମେ ଏନ୍ଏଚ୍ଏଆଇ ପକ୍ଷରୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରି ଛକ ରାସ୍ତା ବନ୍ଦ କରିଦିଆଯାଇଥିଲା। ଯାତ୍ରୀଙ୍କ ସମସ୍ୟାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଜେଡି ପକ୍ଷରୁ ଏହାକୁ ନିନ୍ଦା…
ଗୁଲାମ ନବୀଙ୍କୁ ଝଟ୍କା: କଂଗ୍ରେସରେ ସାମିଲ ହେଲେ ଦଳର ୩୦ସଦସ୍ୟ
ଶ୍ରୀନଗର,୧୭।୧: ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ଡେମୋକ୍ରାଟିକ୍ ଆଜାଦ ପାର୍ଟି (ଡିଏପି)କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦଳର ମହାସଚିବ ନିଜାମୁଦ୍ଦିନ ଖତାନା ଏବଂ ଏହାର ୩୦ଜଣିଆ ସ୍ଥାୟୀ ସଦସ୍ୟ ମଙ୍ଗଳବାର ଡିଏପିକୁ ଛାଡ଼ି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି।…
ଇଡ୍କୋ ଜମି ଅଧିଗ୍ରହଣକୁ ବିରୋଧ
ଝାରସୁଗୁଡା ଅଫିସ୍,୧୭ା୧: ଲଖନପୁର ତହସିଲ ପିପିଲିମାଲ ଆର୍ଆଇ ସର୍କଲ ଅଧୀନ ୧,୦୫୮ଏକର ସରକାରୀ ଜମିକୁ ଇଡ୍କୋ ରାଜସ୍ବ ବିଭାଗ ମାଧ୍ୟମରେ ଅଧିଗ୍ରହଣ କରିବାପାଇଁ ପ୍ରୟାସ ଆରମ୍ଭ କରିଛି। ଏଥିମଧ୍ୟରେ ଜଙ୍ଗଲ, ପତିତ, ଗୋଚର ଆଦି କିସମର ଜମି ରହିଛି। ଏହିସବୁ ଜମିକୁ…
ପଥର ଖଣିରେ ଚାଲିଛି ବେଆଇନ ବ୍ଲାଷ୍ଟିଂ
ଜମନକିରା,୧୭ା୧(ଡି.ଏନ.ଏ.): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ କୁଇଲାରିଯୋର ପଥର ଖଣିରେ ଗତ କିଛିମାସ ହେବ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଓ କ୍ରଶିଂ ଚାଲିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି…
ପାକିସ୍ତାନକୁ ଝଟ୍କା: ଲଶ୍କରର ‘ମକ୍କି’ ବିଶ୍ୱ ଆତଙ୍କବାଦୀ ଘୋଷିତ
ନ୍ୟୁୟର୍କ,୧୭।୧: ଆତଙ୍କବାଦ କାରଣରୁ ନିଜକୁ ସମଗ୍ର ବିଶ୍ୱରେ ପରିଚିତ କରିଥିବା ପାକିସ୍ତାନକୁ ଏଥର ଏକ ବଡ ଝଟ୍କା ଲାଗିଛି। ବିଶ୍ୱ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପାକିସ୍ତାନର ଅବଦୁଲ ରେହମାନ ମକ୍କି(ଲଶ୍କର-ଇ-ତୋଏବା ଆତଙ୍କବାଦୀ)ଙ୍କୁ ସୋମବାର ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି…
ଝୁମାଇବେ ବଲିଉଡ୍, ଓଲିଉଡ୍ କଳାକାର
ଅନୁଗୋଳ ଅଫିସ, ୧୭ା୧: ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଉତ୍ସବମୁଖର ହେବ ଅନୁଗୋଳ ସହର। ୫ ଦିନିଆ ଜିଲା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ ଜିଲାବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ବଲିଉଡ୍ ଓ ଓଲିଉଡ୍ର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାର। ଏନେଇ…
ଓଲଟିଲା ଓଟୋ: ଜଣେ ମୃତ,୧୧ ଆହତ
ଠାକୁରମୁଣ୍ଡା,୧୭।୧(ଡି.ଏନ.ଏ.): ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼- ଅସନବଣି ରାସ୍ତାର ସାରୁବିଲ ନିକଟରେ ମଙ୍ଗଳବାର ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୧୧ ଜଣ ଆହତ…

