ପୋଲିସ ଗୁଳିରେ ଭାଜପା ନେତାଙ୍କ ସ୍ତ୍ରୀ ମୃତ
ମୋରାଦାବାଦ/ଡେରାଡୁନ୍,୧୩।୧୦: ଉତ୍ତରପ୍ରଦେଶ ପୋଲିସ ଟିମ୍ ଏବଂ ଉତ୍ତରାଖଣ୍ଡ ସୀମାନ୍ତ ଗ୍ରାମର ଅଧିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ସ୍ଥାନୀୟ ଭାଜପା ନେତାଙ୍କ ସ୍ତ୍ରୀ ପ୍ରାଣ ହରାଇବା ସହ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣ ପୋଲିସ କର୍ମଚାରୀ। ସେମାନଙ୍କ…
ଉଦ୍ଧବ ଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ତି: ଉପନିର୍ବାଚନରେ ଦେଇପାରିବେ ପ୍ରାର୍ଥୀ
ମୁମ୍ବାଇ,୧୩।୧୦: ମୁମ୍ବାଇ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ଶିବସେନାର ଉଦ୍ଧବ ଗୋଷ୍ଠୀ ପ୍ରାର୍ଥୀ ଋତୁଜା ଲାଟ୍କେଙ୍କୁ ଅଦାଲତ ଅନୁମତି ଦେଇଛନ୍ତି। ପୌର ନିଗମରୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନେବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଉଦ୍ଧବ ଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।…
ସାମ୍ବାଦିକଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ଇଡି
ନୂଆଦିଲ୍ଲୀ,୧୩।୧୦: ମନିଲଣ୍ଡରିଂ ମାମଲାରେ ସାମ୍ବାଦିକ ରାଣା ଆୟୁବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଜିଆବାଦର ଏକ ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍ ଦାଖଲ କରିଛି। ‘କେଟ୍ଟୋ’ ଅନ୍ଲାଇନ କ୍ରାଉଡ୍ ଫଣ୍ଡିଂ ପ୍ଲାଟ୍ଫର୍ମ ଜରିଆରେ ସେ ଏକ ଚ୍ୟାରିଟି ନାମରେ ଲୋକଙ୍କଠାରୁ ବେଆଇନ ଭାବେ…
ବ୍ରାହ୍ମଣୀ ନଦୀକୁ ଡେଇଁଲେ ନାବାଳିକା
ଲହୁଣୀପଡ଼ା/ବଣାଁଇ,୧୩।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ରଜାମୁଣ୍ଡା ପଞ୍ଚାୟତ ୧୪୩ ନମ୍ବର ଜାତୀୟ ରାଜପଥର ନରେନ୍ଦ୍ର ପୋଲ ଉପରୁ ବ୍ରହ୍ମଣୀ ନଦୀକୁ ଡେଇଁ ଜନୈକା ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଗ୍ନିଶମ କର୍ମଚାରୀ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି…
ନମାଜ ପାଠ ବେଳେ ଆକ୍ରମଣ: ଥାନାରେ ମାମଲା ରୁଜୁ
ଗୁରୁଗ୍ରାମ,୧୩।୧୦: ଗୁରୁଗ୍ରାମର ଏକ ମସ୍ଜିଦରେ ବୁଧବାର ନମାଜ ପାଠ ଚାଲିଥିବା ବେଳେ କେତେଜଣ ଲୋକ ସେଠାରେ ପ୍ରବେଶ କରି ମାରପିଟ୍ କରିବା ସହ ମସ୍ଜିଦରେ ଭଙ୍ଗାରୁଜା କରିଛନ୍ତି। ମୁସଲମାନମାନେ ଉକ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଆକ୍ରମଣକାରୀମାନେ ଧମକ ଦେଇଥିଲେ। ଖବର ପାଇ…
ହାଇୱା ଧକ୍କାରେ ଚାଲିଗଲା ଠିକା କର୍ମଚାରୀଙ୍କ ଜୀବନ
ଝାରସୁଗୁଡ଼ା ଅଫିସ,୧୩।୧୦: ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ପ୍ରକଳ୍ପ ପରିସରରେ ଗୁରୁବାର ଏକ ହାଇୱା ଧକ୍କାରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସମ୍ବଲପୁର ଜିଲା ମହୁଲପାଲି ଥାନା କେଶେଇବାହାଲ ଗ୍ରାମର ରବୀନ୍ଦ୍ର ନାଥ ନାୟକ (୪୫)। ସେ ପାୱାରଟେକ…
ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନଶିପ୍: ବ୍ରୋଞ୍ଜ ସହ ଭାରତର ଅଭିଯାନ ଆରମ୍ଭ
କାଇରୋ,୧୩ା୧୦: ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ସହ ଭାରତ ଅଭିଯାନ ଆରମ୍ଭ କରିଛି। ମହିଳା ୨୫ ମିଟର ପିସ୍ତଲ ଜୁନିୟର ଟିମ୍ ଇଭେଣ୍ଟରେ ଏହି ପଦକ ମିଳିଛି। ଈଶା ସିଂ, ନାମ୍ୟା କପୁର ଓ ବିଭୁତି ଭାଟିଆଙ୍କୁ ନେଇ ଭାରତୀୟ ଦଳ…
ସେଣ୍ଟ୍ରାଲ ଜେଲରେ ମହିଳା କଏଦୀ ପାଳିଲେ କରଓ୍ବା ଚୌଥ
ଇନ୍ଦୋର,୧୩।୧୦: ସାରା ଦେଶରେ ଗୁରୁବାର କରଓ୍ବା ଚୌଥ ବ୍ରତ ପାଳନ କରାଯାଉଛି। ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ ଆୟୁଷ ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ନିର୍ଜଳା ଉପବାସ ରଖାଯାଇଥାଏ। ବ୍ରତଧାରୀମାନେ ଦିନଯାକ ଟୋପାଏ ପାଣି ମଧ୍ୟ…
ବଲାଙ୍ଗୀରରେ ଚାଲିଛି ବେଧଡ଼କ ସେକ୍ସ ର଼୍ୟାକେଟ
ବଲାଙ୍ଗୀର ଅଫିସ,୧୩।୧୦: ବଲାଙ୍ଗୀର ସହର ଭିତରେ ବେଧଡ଼କ ଭାବେ ସେକ୍ସ ର଼୍ୟାକେଟ ଚାଲିଛି। ସହରର ଶାସ୍ତ୍ରୀନଗର ପଡାର ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ନେଇ ଟାଉନ ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ପୋଲିସର ଏକ ଟିମ୍ ଘର ଉପରେ ଚଢାଉ…
ଅଡୁଆରେ ଆମିର
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟଙ୍କ ଅଡୁଆ ଛିଡିବାର ନାଁ ନେଉନି । ଏବେ ଏମିତି ଏକ ଅଡୁଆ ଭିତରେ ପୁଣି ଥରେ ଫସି ଯାଇଛନ୍ତି ଏହି ବଲିଉଡ ନାୟକ । ଏନେଇ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବି ଅଭିଯୋଗ…
ମୁଁ ଚାଇନିଜ ନୁହେଁ, ଭାରତୀୟ ମୁସଲମାନ: ଫାରୁକ ଅବଦୁଲ୍ଲା
ଜମ୍ମୁ,୧୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଦେଶରେ ମୁସଲମାନଙ୍କ ସହ କଥିତ ଦୁର୍ବ୍ୟବହାରର ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଫାରୁକ ଅବଦୁଲ୍ଲା ଗୁରୁବାର ମୁମ୍ବାଇରେ ଏନ୍ସିପିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ…
ବିଷ ପିଇ ଜୀବନ ହାରିଲେ ନାବାଳକ
ସୋର,୧୩।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ମଧୁସୂଦନପୁର ପଞ୍ଚାୟତ ଡଗାରା ଗ୍ରାମର ଜଣେ ନାବାଳକ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ଏକ ନାଳ ନିକଟରେ ମୁହଁମାଡି ପଡିଥିବାର ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର…
Archives


