Posted inଜାତୀୟ

ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଗେଟରେ ଶୁଭିଲା ‘ଅଲ୍ଲାହୁ ଅକବର’ ସ୍ଲୋଗାନ, ଯାଞ୍ଚ ନିର୍ଦ୍ଦେଶ

ଲକ୍ଷ୍ନୌ,୨୭ ।୧: ଉତ୍ତର ପ୍ରଦେଶର ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ବାହାରେ ସାଧାରଣତନ୍ତ୍ର ଦିବସ ସମୟରେ ରାଷ୍ଟ୍ରୀୟ କ୍ୟାଡେଟ କୋର(ଏନସିସି) ପୋଷାକରେ କେତେଜଣ ଛାତ୍ରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଛାତ୍ରମାନେ ‘ଆଲ୍ଲାହୁ ଆକବର’ ସ୍ଲୋଗାନ ଦେଉଥିବା ଦେଖାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଛାତ୍ରମାନେ ଏହି ସ୍ଲୋଗାନ ଦେଉଥିଲେ ସେତେବେଳେ ୟୁନିଭର୍ସିିଟିର ଭିସି ବି ଉପସ୍ଥିତ ଥିଲେ ।

ଭିଡିଓ ଭାଇରାଲ ହେବା ପରେ ଅଲିଗଡ଼ ପୋଲିସ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ସ୍ଲୋଗାନ ଦେଉଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଭାଇରାଲ ହୋଇଥିବା ଭିଡିଓରେ ଏନସିସି ପୋଷାକ ପିନ୍ଧି ଏହାର ପତାକା ଧରି କେତେଜଣ ଛାତ୍ର ତ୍ରିରଙ୍ଗା ନିକଟରେ ‘ଅଲ୍ଲାହୁ ଅକବର’ ସ୍ଲୋଗାନ ଦେଉଥିବା ଦେଖାଯାଇଛି । ଭିଡିଓକୁ ଗୁରୁବାର ସାଧାରଣତନ୍ତ୍ର ଦିବସ ସମାରୋହ ସମୟରେ ଏଏମୟୁ ପରିସରରେ ଶୁଟ୍ କରାଯାଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ମଣ୍ଡପରୁ ବର ଛୁ’: ଆଉ ତା’ପରେ

ଜୟପୁର,୬।୭: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ବର କେଉଁ ଆଡେ ପଳାଇ ଯାଇଥିଲେ। କନ୍ୟା...

ଭୂସ୍ଖଳନରେ ୭୧ ମୃତ

ମୁମ୍ବାଇ, ୨୪।୭: ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ରର ରାଇଗଡ଼, ରତ୍ନଗିରି ଏବଂ ସତାରା ଜିଲାରେ ଭୂସ୍ଖଳନ ଘଟି ୭୧ ଜଣଙ୍କ ମୃତ୍ୟୁ ହୋଇଛି।...

ଶରଦ ଯାଦବଙ୍କଠାରୁ ରାଜନୀତି ଶିଖିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧: ଜନତା ଦଳର ୟୁନାଇଟେଡ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ ଘଟିଛି। କଂଗ୍ରେସ ନେତା ରାହୁତଙ୍କ ଗାନ୍ଧୀ ଶୁକ୍ରବାର...

ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା...

ସରକାରଙ୍କୁ ଟାର୍ଗେଟ କଲେ ସ୍ବରା

ମୁମ୍ବାଇ,୧୬।୪: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏବେ ସମସ୍ତ ହତ୍ୟାକାରୀ...

ବୈଷ୍ଣୋଦେବୀ ଯାତ୍ରା: କଟ୍ରାରେ ୫୦ ଘୋଡ଼ା ସହିତ ଚାଳକଙ୍କ କରୋନା ପରୀକ୍ଷା

କଟ୍ରା, ୨।୬: ଜୁନ୍‌ ୮ରୁ ମାତା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ମନ୍ଦିର କର୍ତ୍ତୃପକ୍ଷ ବେଶ୍‌ ସକ୍ରିୟ ହେବାରେ...

କେଇ ଘଣ୍ଟା ବର୍ଷାରେ ମେଟ୍ରୋ ଅବସ୍ଥା ବେହାଲ…

ବେଙ୍ଗାଲୁରୁ, ୧୮।୫ : ଉତ୍ତର ଭାରତରେ, ପ୍ରବଳ ତାତି ଯୋଗୁ ଅବସ୍ଥା ଖରାପ ହୋଇଥିବାବେଳେ ଆସାମରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଭଳି...

କଂଗ୍ରେସକୁ ପୁଣି ଝଟ୍‌କା, ଦଳ ଛାଡିଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୧୫।୨: କଂଗ୍ରେସକୁ ପୁଣି ଏକ ବଡ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ଅଶ୍ୱିନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। ସେ...

Advertisement
Archives

Model This Week