ଯୋଗ୍ୟତା ଅର୍ଜନରେ ଓ୍ବେଷ୍ଟଇଣ୍ଡିଜ ବିଫଳ
ହୋବାର୍ଟ,୨୨ା୧୦(ପି.ଟି.): ଟି୨୦ କ୍ରିକେଟ ବିଶ୍ୱକପ୍ର ସବୁଠାରୁ ସଫଳ ଦଳ ଓ୍ବେଷ୍ଟଇଣ୍ଡିଜ ଚଳିତ ସଂସ୍କରଣର ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଅଧିନାୟକ ନିକୋଲସ ପୁରନଙ୍କ ଏକାଧିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଛି। ଫଳରେ ଏହି ଦଳର ଅଭିଯାନ ଯୋଗ୍ୟତା…
ବସ୍ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଟ୍ରକ୍ ସହ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ…
ପ୍ରଥମ ଥର ସୁପର-୧୨ରେ ଜିମ୍ବାଓ୍ବେ
ହୋବାର୍ଟ, ୨୨ା୧୦(ପି.ଟି.): ଜିମ୍ବାଓ୍ବେ ଏହାର କ୍ରିକେଟ ଇତିହାସରେ ପ୍ରଥମଥର ଟି୨୦ କ୍ରିକେଟ ବିଶ୍ୱକପ ସୁପର-୧୨ରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍ ‘ବି’ର ଅନ୍ତିମ ମ୍ୟାଚରେ ଏହି ଦଳ ୫ ଉଇକେଟରେ ସ୍କଟଲାଣ୍ଡକୁ ହରାଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ…
ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ
ଝାରସୁଗୁଡ଼ା ଅଫିସ,୨୨।୧୦: କିର୍ମିରା ବ୍ଲକ୍ ଭାଲୁପତ୍ରା ଆଶ୍ରମ ସ୍କୁଲ୍ରେ ବନ୍ଧପାଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ୍ ଉପଶିକ୍ଷାଧିକାରୀ ଘନଶ୍ୟାମ ଚାନ୍ଦ, ଭାଲୁପତ୍ରା ହାଇସ୍କୁଲ୍ ପ୍ରଧାନଶିକ୍ଷକ ଗଙ୍ଗଧର ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉଦ୍ଯାପନୀ ଉତ୍ସବରେ ବନ୍ଧପାଲି…
ଫେରିବାଲା ହତ୍ୟା ମାମଲାର ପର୍ଦ୍ଦାଫାଶ: ପାଟିତୁଣ୍ଡରୁ ପଥରରେ ଛେଚି କରିଥିଲେ ହତ୍ୟା
ଝାରସୁଗୁଡ଼ା ଅଫିସ,୨୨ା୧୦: ପଶ୍ଚିମବଙ୍ଗର ନିଖୋଜ ଫେରିବାଲା ମହମ୍ମଦ ଆସରଫ୍ ଖାନ(୨୬)ଙ୍କ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦୁର୍ଲଗା ଗ୍ରାମର ପ୍ରଦୀପ ମାକର(୨୦) ଓ…
ନଦୀ ପ୍ରଦୂଷଣ ମାନବକୃତ: ପ୍ରଫୁଲ୍ଲ ସାମନ୍ତରା
ଝାରସୁଗୁଡ଼ା ଅଫିସ,୨୨।୧୦: ସେପ୍ଟେମ୍ବର ୨୩ରୁ ଲୋକଶକ୍ତି ଓ ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ (ଏନ୍ଏପିଏମ୍) ଓଡିଶା ତରଫରୁ ନଦୀ ଓ ଜଳ ଉତ୍ସ ସୁରକ୍ଷା ଅଭିଯାନ ଯାତ୍ରା ଆରମ୍ଭ ହୋଇଛି। ଏହାର ଆବାହକ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚତ୍…
ଜବରଦଖଲ ଉଚ୍ଛେଦ ପାଇଁ ଆକ୍ସନ ମୋଡ୍ରେ ପ୍ରଶାସନ
ବାଉଁଶୁଣୀ,୨୨।୧୦(ଡି.ଏନ୍.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ବଜାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପାଇଁ ଆକ୍ସନ ମୋଡ଼ରେ ପ୍ରଶାସନ ରହିଛି। ଫଳରେ ଦୋକାନକରି ପରିବାର ଚଳାଉଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାଉଁଶୁଣୀ ବଜାର ରାସ୍ତା କଡ଼ରେ ଅନେକ ବର୍ଷ ହେଲା ଛୋଟ…
ଗୋଦ୍ରେଜ୍ର ନ୍ୟୁ ମାଇକ୍ରୋ ଓଭେନ୍ ଉନ୍ମୋଚିତ
ନୂଆଦିଲ୍ଲୀ,୨୨ା୧୦: ଚଳିତ ପାର୍ବଣ ଉପଲକ୍ଷେ ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ର ନ୍ୟୁ ମାଇକ୍ରୋ ଓଭେନ୍ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ଅଏଲ୍-ଫ୍ରି ହେଲ୍ଦି ଫ୍ରାଏ ମୋଡ୍ ଏହାକୁ ଏକ ଠିକ୍ ୨-ଇନ୍-୧ ମେଶିନରେ ପରିଣତ କରିଛି। ଏହାଦ୍ୱାରା ନିଜ ପସନ୍ଦର ଖାଦ୍ୟ ତିଆରି…
ସକ୍ରିୟ ରହିଛି ଲଘୁଚାପ :୧୨ ଘଣ୍ଟା ମଧ୍ୟରେ ଅବପାତ
ଭୁବନେଶର, ୨୨।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ପାର୍ଶବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶଃ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶରସ୍ଥିତ ଆଞ୍ଚଳିକ…
ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ୪ଜି ସାଉଣ୍ଡ୍ବକ୍ସ
ନୂଆଦିଲ୍ଲୀ,୨୨ା୧୦: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ୪ଜି ସାଉଣ୍ଡ୍ବକ୍ସ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଦେଶର ସମସ୍ତ କିରାନା ଷ୍ଟୋର, ଖୁଚୁରା ବ୍ୟବସାୟୀ ସାଙ୍ଗକୁ ଯେଉଁମାନେ ଦୋକାନରେ ନଗଦ କିମ୍ବା କ୍ୟୁଆର୍ କୋଡ୍ ଜରିଆରେ ଦେୟ ବା ପେମେଣ୍ଟ ଗ୍ରହଣ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୨୨ା୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଷ୍ଟକ୍ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ୫ମ ଦିନର ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍…
ସିସିସିବିର ଦାୟିତ୍ୱ ଗ୍ରହଣକଲେ ପ୍ରଭାତ
କଟକ,୨୨ା୧୦: କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ନବନିର୍ବାଚିତ ସଭାପତି ପ୍ରଭାତ ଚନ୍ଦ୍ର କାନୁନ୍ଗୋ ଶୁକ୍ରବାର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ସେ ଆସନ୍ତା ୫ବର୍ଷ ପାଇଁ ଉକ୍ତ ପଦବୀରେ ରହି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଭାତ…
Archives


