ମିଡିଲ ଓଭରରେ ଧିମା ବ୍ୟାଟିଂ ଦାୟୀ
ନୂଆଦିଲ୍ଳୀ,୧୪ା୯(ପି.ଟି.): ଏସିଆ କପ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଭାରତୀୟ ଦଳର ଏହି ବିଫଳତାକୁ ନେଇ ବିସିସିଆଇ ପକ୍ଷରୁ ଏକ ସମୀକ୍ଷା କରାଯାଇଥିଲା। ସଭାପତି ସୌରଭ ଗାଙ୍ଗୁଲି,…
ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର
ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍କୋନଗରରେ ଚାଲିଛି ଜୋର୍ଦାର ସାଜସଜ୍ଜା। ହାତରେ ଆଉ କିଛି ଘଣ୍ଟା ସମୟ ଥିବାରୁ ମୂର୍ତ୍ତି କାରିଗର ଦିନରାତି ଲାଗିଛନ୍ତି କାମରେ। ତୋରଣ ନିର୍ମାଣ,…
ରାଇଜିଂ ଷ୍ଟାର ସେମିଫାଇନାଲରେ
ଭୁବନେଶ୍ୱର, ୧୪ା୯(କ୍ରୀଡ଼ା ପ୍ରତିନିଧି): ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକରେ ଚାଲିଥିବା ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲରେ ରାଇଜିଂ ଷ୍ଟାର କ୍ଲବ ୩-୧ ଗୋଲରେ ସ୍ପୋଟର୍ସ ହଷ୍ଟେଲକୁ ପରାସ୍ତ କରିଛି। ଏଥିସହ…
ଆମେରିକା ପ୍ରତିନିଧି ଦଳର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ
ଭୁବନେଶ୍ୱର, ୧୪ା୯(କ୍ରୀଡ଼ା ପ୍ରତିନିଧି): ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତର ୩ଟି ଭେନ୍ୟୁରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଭାଗ ନେବାକୁ ଯାଉଥିବା ୧୬ଟି ଦଳ ମଧ୍ୟରୁ ଅନ୍ୟତମ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ସମ୍ପ୍ରତି…
ଭାସିଯାଇଥିଲେ ନଦୀରେ: ୧୨ ଘଣ୍ଟା ପରେ ମିଳିଲା ମୃତଦେହ
ମାଲକାନଗିରି,୧୪।୯(ଡି.ଏନ୍.ଏ.): ନଦୀରେ ଭାସିଯାଇ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳ କର୍ତ୍ତନପାଲି ପଞ୍ଚାୟତ ଉଦୟଗିରି ଗ୍ରାମର ମଙ୍ଗରାଜ ଭୂମିଆ। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନ ୩ଟାରେ ମଙ୍ଗରାଜ ସବେରୀ…
ବିଜ୍ଞାପନରେ ଏକାଠି ନଜର ଆସିବେ ଭିକି-କ୍ୟାଟ୍ରିନା
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବିବାହ ପରେ ଉଭୟେ ପ୍ରାୟତଃ ଏକାଠି ନଜର ଆସନ୍ତି । ବର୍ତ୍ତମାନ ଉଭୟ ପ୍ରଥମ ଥର ପାଇଁ ଏକାଠି…
ଆଧୁନିକ ଦାସତ୍ୱ କବଳରେ ୫ କୋଟି
ଜେନେଭା,୧୪ା୯: ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ମହାମାରୀ ଆଦି ଯୋଗୁ ବିଶ୍ୱ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏହା ଭିତରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ଆଧୁନିକ ଦାସତ୍ୱ। ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍ଓ)…
ପ୍ରେମ ବିବାହ କରିବାରୁ ଅପହରଣ
ସାତମାଇଲ, ୧୪।୯(ଡି.ଏନ୍.ଏ.): ରାତିଅଧରେ ନକଲି ପୋଲିସ ସାଜି ଆସିଲେ। ପ୍ରେମବିବାହ କରି ଶାଶୁଘରେ ଥିବା ନବ ବିବାହିତା ଯୁବତୀଙ୍କୁ ଅପହରଣ କରିନେଲେ। ତେବେ କୌଶଳକ୍ରମେ ଅପହରଣକାରୀଙ୍କ କବଳରୁ ସୁରକ୍ଷିତ ଭାବେ ଖସି ଆସିଛନ୍ତି ଯୁବତୀ। ଏ ନେଇ ସେ ନିଜ ମା’ଙ୍କ…
ମସ୍କଙ୍କୁ ଟୁଇଟର ଶେୟାର ବିକ୍ରି କରାଯାଉ
ଓ୍ବାଶିଂଟନ୍, ୧୪ା୯: ଟୁଇଟର ଇଙ୍କ୍ର ବଡ଼ ସଂଖ୍ୟାରେ ଅଂଶୀଦାର କମ୍ପାନୀର ଶେୟାର ଟେସ୍ଲା ମାଲିକ ଏଲନ ମସ୍କଙ୍କୁ ବିକ୍ରି କରାଯାଉ ବୋଲି ଚାହାଁନ୍ତି। ମସ୍କଙ୍କ ୪୪ ବିଲିୟନ ଡଲାରର ବାଏଆଉଟ୍ ଡିଲ୍ ସପକ୍ଷରେ ସେମାନେ ଭୋଟ ଦେଇଛନ୍ତି। ମଙ୍ଗଳବାର ଏହ ଭୋଟିଂର…
ଅନ୍ୟ ମାମଲାରେ ଜେଲରେ ରହିବେ ସିଦ୍ଦିକ କାପ୍ପାନ
ଲକ୍ଷ୍ନୌ,୧୪ା୯(ପି.ଟି.): କେରଳର ଖବରଦାତା ସିଦ୍ଦିକ୍ କାପ୍ପାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଥିଲେ ହେଁ ଅନ୍ୟ ଏକ ମାମଲାରେ ସେ ଜେଲରେ ରହିବେ ବୋଲି କାରାଗାର କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କ ବିରୋଧରେ ଚାଲିଥିବା ଅନ୍ୟ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି।…
ଭୁଲ୍ ଦିଗରେ ଯାଉଛି ବିଶ୍ୱ
ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ ସତର୍କ କରାଇବା ସହ ବିଶ୍ୱ ଭୁଲ୍ ଦିଗରେ ଯାଉଥିବା କହିଛି। ଜାତିସଂଘ ରିପୋର୍ଟ ଅନୁଯାୟୀ,…
କୁଲାରେ ହେବ କଳାକୃତି
ଢେଙ୍କାନାଳ ଅଫିସ, ୧୪।୯: ୬୫ ଫୁଟ ଉଚ୍ଚ ଓ ୪୦ଫୁଟ ଓସାରରେ ନିର୍ମାଣ ହେବ ଭବ୍ୟ ତୋରଣ। ହେଲେ ଏଥିରେ ଲାଗିବନି ଡିଜିଟାଲ ଏଲ୍ଇଡି ଲାଇଟ୍। ସମ୍ପୂର୍ଣ୍ଣ ତୋରଣକୁ ସଜାଯିବ ବାଉଁଶ ତିଆରି କୁଲା ଏବଂ ଅନ୍ୟ ସୂକ୍ଷ୍ମାଦିସୂକ୍ଷ୍ମ କଳାକୃତିରେ। ଏଥିରେ…
Archives


