ରାସ୍ତା କାମରେ ନିୟୋଜିତ ଟ୍ରାକ୍ଟରକୁ ଚୋରିକଲେ ଦୁର୍ବୃତ୍ତ
ପାଟଣା,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା-ମାଛଗଡ଼ ରାସ୍ତାରୁ ଏକ ଟ୍ରାକ୍ଟର ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଘଷିପୁରା ଥାନା କେନ୍ଦୁଆ ଗ୍ରାମର ଜଗଦୀଶ ବେହେରା ଏକ ରାସ୍ତା କାର୍ଯ୍ୟରେ ତାଙ୍କ ଟ୍ରାକ୍ଟରକୁ ନିୟୋଜିତ କରିଥିଲେ।…
ପାଟିରେ ୧୫୦ ମହମବତୀ ଜଳାଇ ଓ୍ବାଲର୍ଡ ରେକର୍ଡ
ଓ୍ବାଶିଂଟନ୍,୨୨।୧୦: ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରେକର୍ଡ ପାଇଁ ଲୋକମାନେ ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ଇତିମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ଦେଢ଼ଶହ ଜଳନ୍ତା ମହମବତୀକୁ ପାଟିରେ ୩୦ସେକେଣ୍ଡ ପର୍ଯ୍ୟନ୍ତ ରଖି ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ନିଜ…
ସଲମାନଙ୍କ ବଦଳରେ ବିଗ୍ବସ୍ରେ ହୋଷ୍ଟ କରିବେ କରଣ
ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ବିଗ୍ବସ୍-୧୬ ରେ ନଜର ଆସିବେ। କିଛି ଦିନ ପାଇଁ ସେ ଅଭିନେତା ସଲମାନ ଖାନ୍ଙ୍କ ବଦଳରେ ବିଗ୍ବସ୍ରେ ହୋଷ୍ଟ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସଲମାନ ଏବେ ଅସୁସ୍ଥ ଅଛନ୍ତି। ସେ ଡେଙ୍ଗୁରେ ଆକ୍ରାନ୍ତ…
ଜନସ୍ବାର୍ଥ ନୁହେଁ, ପ୍ରଚାର ସ୍ବାର୍ଥ ମାମଲା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୨।୧୦: ତାଜମହଲ ଇତିହାସର ତଥ୍ୟାନ୍ବେଷୀ ଅନୁଧ୍ୟାନ ସହ ଏହା ପରିସରରେ ଥିବା ୨୨ଟି ପ୍ରକୋଷ୍ଠକୁ ଖୋଲିବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହା ଜନସ୍ବାର୍ଥ ମାମଲା ନୁହେଁ ପ୍ରଚାର ସ୍ବାର୍ଥ ମାମଲା ବୋଲି ଜଷ୍ଟିସ୍…
ଟେଣ୍ଟ ଭୁଶୁଡ଼ି ୩୦ ଆହତ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
କସରଗୋଡ଼,୨୨।୧୦: କେରଳର କସରଗୋଡ଼ ସହର ଅଧୀନ ଏକ ବିଦ୍ୟାଳୟରେ ବିଜ୍ଞାନ ମେଳା ଚାଲିଥିବା ବେଳେ ଅଘଟଣ ଘଟିଛି। ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲା ଓ ଶିକ୍ଷକ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ମଧ୍ୟାହ୍ନ ଭୋଜନ…
ସଲମାନଙ୍କୁ ଡେଙ୍ଗୁ
ମୁମ୍ବାଇ,୨୨।୧୦: ଅସୁସ୍ଥ ଅଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ୍। ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ବିଶ୍ରାମ ନେବେ। ଏଥିପାଇଁ କିଛି ଦିନ ବିଗ୍ବସ୍-୧୬ରେ ହୋଷ୍ଟ କରିପାରିବେ ନାହିଁ।…
୬.୪୫ କୋଟି ବ୍ୟୟରେ ସୁବର୍ଣ୍ଣପୁରରେ ପ୍ରତିଷ୍ଠା ହେବ ହସ୍ତତନ୍ତ ମଲ୍
ସୋନପୁର,୨୨।୧୦(ନି. ପ୍ର ): ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ପାଇଁ ଖୁସି ଖବର। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀର ବିକ୍ରି ବଟା ପାଇଁ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱ ସୋନପୁର ସହର ଉପକଣ୍ଠ ଝିଙ୍କିଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରେ…
ଆମେରିକାକୁ ହରାଇ ସେମିରେ ନାଇଜେରିଆ
ଭୁବନେଶ୍ୱର, ୨୨ା୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ବଡ଼ ବିପର୍ଯ୍ୟୟ ଘଟାଇଛି ନାଇଜେରିଆ। ବିଶ୍ୱର ନମ୍ବରଓ୍ବାନ ଦଳ ଆମେରିକାକୁ ପେନାଲ୍ଟି ଶୁଟ୍ଆଉଟ ୪-୩ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଏହି ଆଫ୍ରିକୀୟ…
ଜାତୀୟ ସେଲିଂରେ ନାରାୟଣଙ୍କୁ ବ୍ରୋଞ୍ଜ
ପାରାଦୀପ, ୨୨ା୧୦(ସ୍ବ.ପ୍ର.): ମୁମ୍ବାଇର ମାରଭେଠାରେ ଗତ ୧୬ ରୁ ଚାଲିଥିବା ଜାତୀୟ ସେଲିଂ ଚାମ୍ପିୟନଶିପ୍ରେ ଓଡ଼ିଶାର ନାରାୟଣ ମୁଣ୍ଡା ଶୁକ୍ରବାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଖେଳରେ ସେ ତୃତୀୟ ସ୍ଥାନ ପାଇଛନ୍ତି ବୋଲି ଓଡିଶା ୟାଚିଂ କ୍ଲବର ମୁଖ୍ୟ…
ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କଲେ ପ୍ରକଳ୍ପ ଲୋକାର୍ପଣ, ଶିଳାନ୍ୟାସ
ବଲାଙ୍ଗୀର ଅଫିସ, ୨୨।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ବଲାଙ୍ଗୀର ଜିଲାର ୨ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧ କୋଟି ୮୮ ଲକ୍ଷ…
ଭାରତୀୟ ଦଳରେ ଓଡ଼ିଶାର ନକୁଳ ବଡ଼ନାୟକ
ବେଙ୍ଗାଲୁରୁ, ୨୨ା୧୦(ପି.ଟି.): ଦୃଷ୍ଟିବାଧିତ ଟି୨୦ କ୍ରିକେଟ ବିଶ୍ୱକପ୍ର ତୃତୀୟ ସଂସ୍କରଣରେ ଖେଳିବା ଲାଗି ଶୁକ୍ରବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ନକୁଳ ବଡ଼ନାୟକ ସ୍ଥାନ ପାଇଛନ୍ତି। ଡିସେମ୍ବର ୬ରୁ ୧୭ ପର୍ଯ୍ୟନ୍ତ ଭାରତରେ ହେବାକୁଥିବା ବିଶ୍ୱକପ୍ରେ…
ପ୍ରୋ-ଲିଗ୍ ବିଜେତାଙ୍କୁ ଏଣିକି ବିଶ୍ୱକପ୍, ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୨୨ା୧୦(ପି.ଟି.): ଏଫ୍ଆଇଏଚ୍ ପ୍ରୋ-ଲିଗ୍ ୨୦୨୩-୨୪ ସିଜନରେ ଉଭୟ ପୁରୁଷ ଓ ମହିଳା କାଟେଗୋରି ବିଜେତା ୨୦୨୬ ବିଶ୍ୱକପ୍ ଓ ୨୦୨୮ ଅଲିମ୍ପିକ ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ସିଇଓ ଥିଏରୀ ଓ୍ବିଲ…
Archives


