Home Left

ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରତିଯୋଗୀ ମାନେ ୩ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ ଶଟପୁଟରେ ସତ୍ୟନାରାୟଣ ଜେନା (୮.୧୮ ମିଟର) ସ୍ବର୍ଣ୍ଣ ପଦକ ହାସଲ…

କର୍ନାଟକକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ହିରୋ ଜାତୀୟ ବିଚ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଦଳ ସୋମବାର ପ୍ରତିଯୋଗିତାର ଚତୁର୍ଥ ମ୍ୟାଚରେ ଦଳ ୭-୩ ଗୋଲ୍‌ରେ କର୍ନାଟକକୁ ହରାଇ ଦେଇଛି। ଓଡ଼ିଶା ପକ୍ଷରୁ ଅଧିନାୟକ ବାପୁନୀ ବିନ୍ଧାଣୀ (୩ୟ, ୨୨ତମ,…

‘ଆକ୍ସିସ ବିଜ୍‌ନେସ ସାଇକେଲ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩୧।୧: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂଆ ଫଣ୍ଡ ‘ଆକ୍ସିସ ବିଜ୍‌ନେସ ସାଇକେଲ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହା ବ୍ୟବସାୟ ଚକ୍ର ଆଧାରିତ ବିନିଯୋଗ ବିଷୟବସ୍ତୁ ଅନୁସରଣ କରୁଥିବା ଏକ ଅସୀମିତ ଲକ୍ଷ୍ୟ ଇକ୍ୱିଟି ଯୋଜନାା ଏହି ନୂଆ…

ଭାରି ବଢ଼ିଆ ଠୁଙ୍କାପୁରୀ…

ଭୁବନେଶ୍ୱର,୩୧।୧ (ବ୍ୟୁରୋ)- ସୋମବାର ପବିତ୍ର ମାଘ ନବମୀ ଅବସରରେ ଖଣ୍ଡଗିରି କୁମ୍ଭମେଳାରେ ପରମ୍ପରା ମୁତାବକ ହୋମଯଜ୍ଞାଦି ବିଧି ଜାରି ରହିଥିଲା। ନବାହ୍ନ ପାରାୟଣ ଶୁଣିବାକୁ ଦିନ ତମାମ ଲୋକଙ୍କ ଭିଡ଼ ଜମିଥିଲା। ନାଗା ସାଧୁମାନେ ବିଶ୍ୱ କଲ୍ୟାଣ ପାଇଁ ତପସ୍ୟାରତ ଥିଲାବେଳେ…

ଆର୍ସେଲରମିତ୍ତଲ ପକ୍ଷରୁ ସଚେତନତା ଶିବିର

ଭୁବନେଶ୍ୱର,୩୧।୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ଆର୍ସେଲରମିତ୍ତଲ ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏପରିକି କେନ୍ଦୁଝର ବ୍ଲଡ ବ୍ୟାଙ୍କ ସହଯୋଗରେ କମ୍ପାନୀର ଠାକୁରାଣୀ ଆଇରନ୍‌ ଓର ମାଇନ୍ସ ପରିସରରେ ଏକ ରକ୍ତଦାନ ଶିବିର ସାଙ୍ଗକୁ…

ଏପ୍ରିଲ ୧ରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷ ଏପ୍ରିଲ ୧ରୁ ସାରା ଦେଶର ୯ ଲକ୍ଷ ସରକାରୀ ଗାଡ଼ି ରାସ୍ତା ଉପରୁ ହଟିବ ବୋଲି ସୂଚନା ମିଳିଛି। ଏପରିକି ୧୫ ବର୍ଷରୁ ଅଧିକ ସବୁ ବର୍ଗର ପୁରୁଣା ସରକାରୀ ଗାଡ଼ି ୨୦୨୩ ଏପ୍ରିଲ ୧ରୁ ଏକ…

୧ରୁ ଯୁକ୍ତ୨ ପ୍ରାକ୍ଟିକାଲ: ହବ୍‌ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର, ୩୧ା୧(ବ୍ୟୁରୋ): ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୧ ତାରିଖରୁ ଆରମ୍ଭ ହେବ। ସୋମବାର ରାଜ୍ୟର ସମସ୍ତ ହବ୍‌ ସେଣ୍ଟରକୁ ଉଭୟ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପଠାଯାଇଛି। ୧୦ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା…

୬ରେ ସିଜେଆଇଙ୍କ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ,୩୧।୧: ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ ଡକ୍ୟୁମେଣ୍ଟାରିକୁ ନିଷେଧ କରିବା ସହ ଏହା ଉପରେ ଟୁଇଟ୍‌ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ…

ଆଦାନୀ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିରୋଧୀ ଦଳଗୁଡ଼ିକ ଆଦାନୀ ଏବଂ ମହିଳା ସ୍ଥାନ ସଂରକ୍ଷଣ ବିଲ୍‌ ପ୍ରସଙ୍ଗ ଉଠାଇଥିଲେ। ନିୟମ ଅନୁଯାୟୀ ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସରକାର ପ୍ରତିଶ୍ରୁତି…

ବକୁଳ ଫାଉଣ୍ଡେଶନକୁ ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ପୁରସ୍କାର

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ହାଇଦ୍ରାବାଦଠାରେ ଚାଲିଥିବା ହାଇଦ୍ରାବାଦ ସାହିତ୍ୟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆ ରିଡିଂ ଅଲମ୍ପିଆଡ୍‌ର ୫ମ ସଂସ୍କରଣର ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ବର୍ଗରେ ବକୁଳ ଫାଉଣ୍ଡେଶନକୁ ପୁରସ୍କୃତ କରାଯାଇଛି। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଏବଂ ଦୁଇ…

ବୋରିସ୍‌ଙ୍କୁ ହତ୍ୟା ଧମକ ଦେଇଥିଲେ ପୁଟିନ୍‌

ମସ୍କୋ,୩୧।୧:ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହତ୍ୟା ଧମକ ଦେଇଥିବା କଥା ମିଛ ବୋଲି କ୍ରେମ୍‌ଲିନ୍‌ କହିଛି। କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି ଯେ, ଜନ୍‌ସନ୍‌ ଯାହା କହିଛନ୍ତି ତାହା ସତ ନୁହେଁ। ପୁଟିନ୍‌…

‘ଏଲୋନ୍‌’ରେ କପିଲ

ମୁମ୍ବାଇ: କମେଡିରେ ହସାଇ ହସାଇ ବେଦମ୍‌ କରାଉଥିବା ବଲିଉଡ୍‌ ଅଭିନେତା ତଥା କପିଲ ଶର୍ମା ଶୋ’ର ହୋଷ୍ଟ କପିଲଙ୍କ ଆଗାମୀ ଗୀତର ଭିଡିଓ ଆସିବାକୁ ଯାଉଛି। କପିଲ ପଞ୍ଜାବୀ ଗାୟକ ଗୁରୁ ରନ୍‌ଧାୱାଙ୍କ ସହ ଭିଡିଓ କରିବେ। ଏନେଇ ଦୁହେଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?