ଆବାସ ଯୋଜନା ବାଟବଣା
ପଟ୍ଟାମୁଣ୍ଡାଇ, ୧।୨(ସ୍ବ.ପ୍ର.): ଅସହାୟ ନିରୀହ ଗରିବ ଶ୍ରେଣୀର ଲୋକମାନଙ୍କ ଥଇଥାନ କରିବା ସରକାରଙ୍କ ପକ୍ଷରୁ ଆବାସ ଯୋଜନା ଚାଲିଛି। ପ୍ରଶାସନିକ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ…
ଆନ୍ଦୋଳନକୁ ସମର୍ଥନ ମିଳୁଛି, ଜନ ଅସନ୍ତୋଷ ବଢ଼ୁଛି
କେନ୍ଦ୍ରାପଡ଼ା ଅଫିସ, ୧।୨: ଖଡିଅଙ୍ଗସ୍ଥିତ ପୁରୁଣା କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅପନ୍ତରା ହୋଇଛି। ଅପରପାର୍ଶ୍ୱରେ ଏହି ସ୍ଥାନରେ ସିଟି ହସ୍ପିଟାଲ ସ୍ଥାପନ ଦାବି ସହରବାସୀଙ୍କ ଜିଦ୍ରେ ପରିଣତ ହୋଇଛି। ପ୍ରତି ୱାର୍ଡରୁ ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ…
ସବୁଠୁ ବଡ଼ ଅଣ୍ଡରୱାଟର ସାଇକେଲ ପାର୍କିଂ
ଆମଷ୍ଟରଡାମ: ଆମଷ୍ଟରଡାମ ଏପରି ଏକ ସହର, ଯେଉଁଠାରେ ଲୋକେ ଯାତାୟାତ ପାଇଁ ସାଇକେଲର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି। ଏହି ସାଇକେଲ ସଂସ୍କୃତି ପାଇଁ ଦେଶରେ ଏହା ଖ୍ୟାତି ଅର୍ଜନ କରିପାରିଛି। ତେବେ ଏଥିନେଇ ଆଉ ଏକ ପାଦ ଆଗକୁ ବଢିଛି।…
ଶାର୍କ କିଣି ଖାଇବାରୁ ୧୫ ଲକ୍ଷ ଜରିମାନା
ବେଜିଂ: ଚାଇନାର ଜଣେ ମହିଳା ଫୁଡ୍ ବ୍ଲଗର୍ ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଭାଙ୍ଗିଥିବାରୁ ୧ ଲକ୍ଷ ୨୫ ହଜାର ୟୁଆନ୍ ଅର୍ଥାତ୍ ୧୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ରିପୋର୍ଟ ଅନୁସାରେ, ଫୁଡ୍ ବ୍ଲଗର ବିଜି ଏକ ଭିଡିଓ ଶେୟାର…
ଦେଶ ସୁରକ୍ଷାରେ ତଟରକ୍ଷୀ ବାହିନୀ
ଦେଶର ସୁରକ୍ଷାରେ ତଟରକ୍ଷୀ ବାହିନୀଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୧ରେ ଭାରତୀୟ ତଟରକ୍ଷୀ ବାହିନୀ ଦିବସ ପାଳନ କରାଯାଇଥାଏ। ଇଣ୍ଡିଆନ କୋଷ୍ଟଗାର୍ଡ ୧ ଫେବୃୟାରୀ ୨୦୨୩ରେ ଏହାର ୪୭ତମ ଦିବସ…
ଯୌନ ରୋଗରୁ ରକ୍ଷା ପାଇଁ ଗର୍ଭନିରୋଧକ ବଣ୍ଟନ
ବ୍ୟାଙ୍କକ: ବର୍ତ୍ତମାନ ସମୟରେ ଅନେକ ଯୁବତୀଯୁବକ ଅସୁରକ୍ଷିତ ଯୌନସମ୍ପର୍କ ରଖିବା ଫଳରେ ବହୁ ରୋଗର ସମ୍ମୁଖୀନ ହେଉଛନ୍ତି। ଏହିଭଳି ରୋଗରୁ ବର୍ତ୍ତିବା ପାଇଁ ଥାଇଲାଣ୍ଡ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ନିକଟରେ ପ୍ରେମୀଯୁଗଳଙ୍କ ପାଇଁ ସାପ୍ତାହିକ ପ୍ରେମ ଦିବସ ଆସୁଥିବାବେଳେ…
ଇ-ସିଗାରେଟ୍ କବଳରେ ଶିକ୍ଷିତ ଯୁବପିଢ଼ି
ମୁମ୍ବାଇ: ଇ-ସିଗାରେଟ୍କୁ ୨୦୧୯ରୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ଦେଶର ଶିକ୍ଷିତ ଯୁବପିଢ଼ି ଇ-ସିଗାରେଟ୍ର ବହୁଳ ବ୍ୟବହାର କରିବାରେ ଲାଗିଥିବା ‘ଦ ଜର୍ଜ ଇନ୍ଷ୍ଟିଚ୍ୟୁଟ ଫର୍ ଗ୍ଲୋବାଲ ହେଲ୍ଥ’ ପକ୍ଷରୁ କରାଯାଇଥିବା ଅଧ୍ୟୟନ ରିପୋର୍ଟରେ…
ବିନା ସୂଚନା ଫଳକରେ ୫ କୋଟି ଟଙ୍କାର ରାସ୍ତା କାମ
ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ବ୍ଲ୍ଳକ ଛକଠାରୁ ବାଲିକୁଦାକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାମ ଚାଲୁ ରହିଛି। ଏହି ରାସ୍ତା କାମ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଉଛି। କିନ୍ତୁ ନିର୍ମିତ ରାସ୍ତା ଠିକ୍…
ଉଦ୍ଘାଟନୀ ମ୍ୟାଚ ଭେନ୍ୟୁ ବଦଳିଲା
ମେଲବୋର୍ନ, ୧।୨(ଏପି): ଟିକେଟ ଚାହିଦା ବୃଦ୍ଧି ପାଇବାରୁ ଆଗାମୀ ଫିଫା ମହିଳା ଫୁଟ୍ବଲ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ଆୟର୍ଲାଣ୍ଡ ବିପକ୍ଷ ଓପନିଂ ମ୍ୟାଚର ଭେନ୍ୟୁ ବଦଳା ଯାଇଛି। ଏହି ମ୍ୟାଚ ପ୍ରକୃତରେ ସିଡ୍ନୀର ନ୍ୟୁ ଆଲିଏଞ୍ଜ୍ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ଏହାର…
୨ ରାଜନୈତିକ ଦଳର ଧାରଣା ପୂର୍ବରୁ ୧୪୪ ଧାରା ଲାଗୁ
ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ରାଜନୈତିକ ଦଳର କର୍ମୀ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ଧାରଣା ଓ ଅନଶନ କରିବାକୁ ଲିଖିତ ଭାବେ ଜଣାଇଥିଲେ। ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ତହସିଲ…
ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ: ମହିଳାଙ୍କ ଧାରଣା
ବାଲିକୁଦା,୧।୨(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ବଡ ଅସିଲୋ ଗ୍ରାମର ବିଭିନ୍ନ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ ମଙ୍ଗଳବାର ଗ୍ରାମ ରାସ୍ତାରେ ଧାରଣା ଦେଇଥିଲେ ା ଧାରଣା ଦେବା ପୂର୍ବରୁ ମହିଳାମାନେ ଜିଲାପାଳଙ୍କୁ…
ମନ୍ତ୍ରୀଙ୍କୁ ହତ୍ୟା ଘଟଣା: ୪ ଦିନ ରିମାଣ୍ଡରେ ଗଲେ ଅଭିଯୁକ୍ତ ଗୋପାଳ
ଝାରସୁଗୁଡ଼ା ଅଫିସ,୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ୧ ସପ୍ତାହ ରିମାଣ୍ଡରେ ନେବାପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ଆବେଦନ କରିଥିଲେ।…

