Home Left

ବାରହା ଫାଶରେ ଯୁବକ

କୋରାପୁଟ,୨୪।୧୦(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବଲ ପଞ୍ଚାୟତ ମେଡିପୁଟ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଦୁ ଗୁଣ୍ଠା। ତେବେ କିଛି ଯୁବକ ବାରହା…

ବାଣ ନ ଫୁଟାଇବାକୁ କହି ଗୋଲାପ ବାଣ୍ଟିଲେ

ଭଞ୍ଜନଗର,୨୪।୧୦(ଡି.ଏନ୍‌.ଏ.): ଦୀପାବଳି ଅବସରରେ ଅନେକ ଲୋକ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରୁଛନ୍ତି। ଏହାଦ୍ବାରା ଅନେକ ପ୍ରଦୂଷଣ ଜନିତ ସମସ୍ୟା ହେଉଛି। ତେବେ ବାଣର ଅପକାରିତା ଉପରେ ରବିବାର ଭଞ୍ଜନଗର ନିକଟସ୍ଥ ଭାଲିଆ ଖାଇଠାରେ ଥିବା ଗୋ ଗ୍ରୀନ୍‌ ନର୍ସରି ପକ୍ଷରୁ…

ଅଗସ୍ତିନୂଆଗାଁ ଗ୍ରାମରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଛତ୍ରପୁର,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ମା’ ଶ୍ୟାମାକାଳୀଙ୍କ ପୂଜା ଏଠାରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି। ଏଥିପାଇଁ ସମଗ୍ର…

ସିତ୍ରାଙ୍ଗ ପ୍ରଭାବ: ଭୁଶୁଡିଲା ମା’ଙ୍କ ତୋରଣ

କୋଲକାତା,୨୪।୧୦: ପଶ୍ଚିମବଙ୍ଗର କୋଚ ବେହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ହୋଇଥିବା ପୂଜା ତୋରଣ ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ସୋମବାର ସକାଳୁ କୋଚ ବେହାରରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି। ଏହାପରେ…

ଧନୀ ହେବାକୁ ଚାହୁଁଥିଲେ ଦୀପାବଳିରେ ଯାନ୍ତୁ ଏହି ମନ୍ଦିର

ଭାରତରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର ମା’ ମହାଲକ୍ଷ୍ମୀଙ୍କ…

ଦୀପାବଳିରେ ଯବାନଙ୍କ ସହ ବନ୍ଦେ ମାତରମ୍‌ ଗୀତରେ ଝୁମିଲେ ମୋଦି

କାର୍ଗିିଲ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତୀୟ ଯବାନମାନଙ୍କ ସହ କାର୍ଗିିଲରେ ଦୀପାବଳି ପାଳନ କରିଛନ୍ତି। ସେନାଙ୍କୁ ମିଠା ଖୁଆଇବା ସହ ସେନାଙ୍କ ମଝିରେ ସହ ଠିଆ ହୋଇ ବନ୍ଦେ ମାତରମ୍‌ ଗୀତରେ ଝୁମିଥିଲେ। ଗତ ଆଠ ବର୍ଷ ଧରି କାର୍ଗିଲରେ…

ଦୀପାବଳିରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ

ଶ୍ରୀନଗର,୨୪।୧୦: ସାରା ଦେଶରେ ଦୀପାବଳୀ ପର୍ବ ବହୁ ହସ ଉଲ୍ଲାସରେ ପାଳନ କରାଯାଉଛି। ଗତ ୨ବର୍ଷ ହେଲା କରୋନା ଯୋଗୁ କୌଣସି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇନାହିଁ। କରୋନା ବିପଦ କମି ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ…

ଏହି ଅଭିନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି ରଶ୍ମିକା

ମୁମାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଲୁକ୍‌ ଏବଂ ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଫିଲ୍ମ ‘ପୁଷ୍ପା’ରେ ଦମ୍‌ଦାର୍‌ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ। ଆଉ ଏବେ ବଲିଉଡ ଫିଲ୍ମରେ ‘ଗୁଡବାୟ’ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ…

ପ୍ରାକ୍ଟିକାଲ ଉତ୍ତର ଖାତାରେ ଭୋଜ୍‌ପୁରୀ ଗୀତ ଲେଖିଲେ ଛାତ୍ର

ପାଟନା,୨୪।୧୦: ପରୀକ୍ଷା ସମୟରେ ଉତ୍ତର ଖାତାରେ ଛାତ୍ରୀଛାତ୍ରମାନେ ଅନେକ ଅଜବ କଥା ଲେଖୁଥିବାର ନଜିର ରହିଛି। କିଏ ଗପ ତ କିଏ ନିଜ କାହାଣୀ ଆଉ କିଏ ପ୍ରଶ୍ନର ଉତ୍ତର ବଦଳରେ ଗୀତ ଲେଖି ପଳେଇ ଆସନ୍ତି। କିଛି ଏଭଳି ଏକ…

ନଭେମ୍ବର ୭ରେ ମହାରାଷ୍ଟ୍ରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା

ମୁମ୍ବାଇ,୨୪।୧୦: ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଅଭିଯାନ ଜାରି ରହିଛି। ରବିବାର ଏହି ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରିଛି। ଏହି ରାଜ୍ୟରେ ପହଞ୍ଚିବା ପରେ ତେଲେଙ୍ଗାନାର କଂଗ୍ରେସ ନେତାମାନେ ତେଲେଙ୍ଗାନା ଓ କର୍ନାଟକ…

ଆଜିଠାରୁ ଆଡଭାନ୍ସ ବୁକିଂ; ଦୁଇ ଦିନ ଲାଗି ବମ୍ପର ଅଫର୍‌ ଦେଉଛନ୍ତି ନିର୍ମାତା

ବମ୍ବେ: ପୁଣିଥରେ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିବାକୁ ପ୍ରସ୍ତୁତ ଅଜୟ ଦେବଗନଙ୍କ ‘ଦୃଶ୍ୟମ-୨’। ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିବା ଯୋଗୁ ଫିଲ୍ମଟି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ଦର୍ଶକଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଖାସ୍‌ ଅଫର୍‌ ଦେଇଛନ୍ତି।…

ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ

ସୋରଡା,୨୪।୧୦(ଡି.ଏନ୍‌.ଏ.): ସୋମବାର ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ ହୋଇପଡ଼ିଛି। ପୋଲିସ ପ୍ରଶାସନ ପକ୍ଷରୁ ସହରଠାରୁ କିଛି ଦୂରରେ ଅସ୍ଥାୟୀ ଭାବେ ବାଣ ଦୋକାନ ଖେଳିବାକୁ ଅନୁମତି ଦିଆଯାଇଛି। ଏହିକମରେ ଋଷିକୁଲ୍ୟା ବ୍ରିଜ ନିକଟରେ ଖୋଲିିଥିବା ବାଣ ଦୋକାନରେ ଲୋକଙ୍କ ଭିଡ ଲାଗିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri