ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍‌ବିଆଇ ଟିମ୍‌

ଓ୍ବାଶିଂଟନ୍‌,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍‌ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍‌ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ ଏଫ୍‌ବିଆଇ ଟିମ୍‌ ଖୋଜାଖୋଜି କରିଛି। ଯାଞ୍ଚ୍‌ବେଳେ ବାଇଡେନ ସେଠାରେ ନ ଥିଲେ। ତଦନ୍ତରେ ସହଯୋଗ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି।
ଡେଲାୱେରରେ, ଜାନୁଆରୀ ଶେଷ ସପ୍ତାହରେ ଏଫ୍‌ବିଆଇ ବାଇଡେନଙ୍କ ବାସଭବନରେ ଖୋଜାଖୋଜି କରିଥିଲା। ସେତେବେଳେ ଏଫ୍‌ବିଆଇ ସେଠାରୁ ୬ଟି ଗୁପ୍ତ ଡକ୍ୟୁମେଣ୍ଟ ଜବତ କରିଥିଲା। ଏହା ସହିତ ବାଇଡେନଙ୍‌କ କିଛି ହସ୍ତଲେଖା ନୋଟ ମଧ୍ୟ ଧରାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଭୂକମ୍ପ ଝଟକା 

ଇସଲାମାବାଦ,୨୪।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ସକାଳ ୬ଟାରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏହି...

ଫ୍ରାନ୍ସରେ ଚତୁର୍ଥ ଲହର

ପ୍ୟାରିସ୍‌, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍‌ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ...

ୟୁକ୍ରେନ୍‌ର ବହୁ ଅଞ୍ଚଳରେ ବୋମାମାଡ଼ କଲେ ରୁଷିଆ ସୈନ୍ୟ…

ମସ୍କୋ/କ୍ୱିଭ୍‌, ୧୮।୯ : ଚଳିତ ବର୍ଷ ୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୁଦ୍ଧରେ ଉଭୟ...

ଦୀର୍ଘ ବର୍ଷେ ପରେ ବାହରକୁ ଆସିଲେ ଶାସକ କିମ୍‌ଙ୍କ ସ୍ତ୍ରୀ

ପ୍ୟାଙ୍ଗୟେଙ୍ଗ,୧୭।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସ୍ତ୍ରୀ ରି ସୋଲ ଜୁ ଦୀର୍ଘ ଏକବର୍ଷ ପରେ ପ୍ରଥମଥର ପାଇଁ ସାର୍ବଜନୀନ ସ୍ଥାନରେ...

ସମୁଦ୍ର କୂଳରେ ଭାସୁଛି ୩୦ ମୃତଦେହ

ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ  ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ...

ଆଉ ରହିବନି ଭୟ, ପୃଥିବୀ ମୁହାଁ ଗ୍ରହାଣୁପିଣ୍ଡ ଆଖି ପିଛୁଳାକେ ହେବ ଧ୍ୱଂସ…

ଓ୍ବାଶିଂଟନ,୨୪।୧୧: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ପକ୍ଷରୁ ଏହା ଡାର୍ଟ ମିଶନ ଆରମ୍ଭ କରାଯାଇଛି। ଏହା କାଲିଫର୍ନିଆର ମହାକାଶ ଉତ୍‌କ୍ଷେପଣ କେନ୍ଦ୍ରରୁ ସ୍ପେସ୍‌ ଏକ୍ସ୍‌ର...

ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟ୍‌କା ଅନୁଭୂତ

ପୋର୍ଟ ମୋର୍ସି,୧୭।୭: ପାପୁଆ ନ୍ୟୁ ଗିନିର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପାପୁଆ ନ୍ୟୁ ଗିନିର ଉତ୍ତର-ଉତ୍ତର-ପଶ୍ଚିମ ପପୋନାଡେଟାରେ ହୋଇଥିବା ଭୂକମ୍ପର...

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର...

Advertisement
Archives

Model This Week