ଚାରି ବର୍ଷର ବ୍ରେକ୍, ଏବେ ପୁଣି ଫେରୁଛନ୍ତି ରତନ ରାଜପୁତ୍
ବମ୍ବେ: ଟେଲିଭିଜନଜଗତର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରତନ ରାଜପୁତ। ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ସେ କୌଣସି ଶୋ’ରେ ନଜର ଆସିନାହାନ୍ତି। ପ୍ରଶଂସକମାନେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଏବେ ସେ ଦିନ କେବେ ଆସିବ…
‘ମୁଁ ବାପା ହେବାକୁ ଯାଉଛି’
ମୁମ୍ବାଇ: ଆୟନ ମୁଖାର୍ଜୀଙ୍କ ସ୍ବପ୍ନର ପ୍ରୋଜେକ୍ଟ ‘ବ୍ରହ୍ମାସ୍ତ୍ର’ ବର୍ତ୍ତମାନ ମୁକ୍ତିଲାଭ କରିସାରିଛି। ଫିଲ୍ମକୁ ହିଟ୍ ମଧ୍ୟ ସାବ୍ୟସ୍ତ କରାଯାଇଛି। ଆୟନଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ‘ବ୍ରହ୍ମାସ୍ତ୍ର’ରେ ପାଞ୍ଚ ବର୍ଷରୁ ଅଧିକ ସମୟ କାଟିଛନ୍ତି। ରିଲିଜ ପୂର୍ବରୁ…
ସ୍ତ୍ରୀ ଚାରୁଙ୍କୁ ଡ୍ରାମାକୁଇନ୍ କହିଲେ ସୁସ୍ମିତାଙ୍କ ଭାଇ; ଛାଡପତ୍ର ନେଇ ଘୋଷଣା କରି ପୁଣି ଚମକାଇଲେ…
ବମ୍ବେ: କେବେ ଛାଡ଼ପତ୍ର ନେଇ ଘୋଷଣା ତ କେବେ ଏକାଠି ହେବା। ବିବାହ କରିବା ଦିନଠାରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ, ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଏବଂ ଭାଉଜ। ପ୍ରଶଂସକମାନେ ମଧ୍ୟ…
ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରକୁ ବାଣ ପକାନ୍ତି ଲୋକେ…
ଆଜମେର,୨୬।୧୦ : ରାଜସ୍ଥାନରେ ଏପରି ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟ ବିତିବା ସହିତ ଏହି ପରମ୍ପରାଗୁଡ଼ିକର ପ୍ରକୃତି ମଧ୍ୟ ବଦଳି ଯାଇଛି। ଅଜମେରର କେକେଡିରେ ଖେଳାଯାଉଥିବା ଏପରି ଏକ ପରମ୍ପରା ଲୋକଙ୍କ…
ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ କ୍ୟାରିଅର୍ ଆରମ୍ଭ କରିଥିଲେ, ଆଉ ଏବେର ପାରିଶ୍ରମିକ…
ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ତାଙ୍କ ଫିଟ୍ନେସ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ପର୍ଯ୍ୟନ୍ତ, କାଜଲ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କାଜଲ ଗୋଟିଏ ବର୍ଷରେ ୧୪ରୁ ୧୫ କୋଟି ଟଙ୍କା…
ଅଜଗର ପାଳିଥିଲେ ମହିଳା, ଶେଷରେ ଏମିତି ଘଟିଲା, ଭିଡିଓ ଦେଖିଲେ…
ସାଧାରଣତଃ ଲୋକମାନେ ଗୃହପାଳିତ ପଶୁ ରଖିବାକୁ ଭଲପାଆନ୍ତି। କେହି କେହି ଘରେ କୁକୁର,ବିଲେଇ, ଗାଈ ଏବଂ ଛେଳି ପାଳି ସେମାନଙ୍କର ଯତ୍ନ ନିଅନ୍ତି। ଅନେକ ଦେଶରେ ଲୋକମାନେ ସିଂହ ଏବଂ ବାଘ ପାଳିବାକୁ ମଧ୍ୟ ଭଲ ପାଆନ୍ତି, କିନ୍ତୁ କିଛି ଅଛନ୍ତି,…
ଇଚ୍ଛାକୃତ ସମ୍ମାନ ମିଳୁନାହିଁ କି?
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସମ୍ମାନ ପାଇ ପରିବ। ଜାଣନ୍ତୁ ସେ ସମ୍ପର୍କରେ… ଚାଣକ୍ୟ କହିଛନ୍ତି ଯେ,…
ଆଇପିଏଲ ନିଲାମ ଇସ୍ତାନବୁଲରେ ହେବା ସମ୍ଭାବନା, ପସନ୍ଦ ତାଲିକାରେ ୨ ସହର…
ନୂଆଦିଲ୍ଲୀ,୨୬।୧୦ : ଆଇପିଏଲର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଲାମର ସ୍ଥାନ ଏବଂ ତାରିଖ ବିଷୟରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥର…
ଧାମନଗରର ଉପନିର୍ବାଚନ: ୩୧ରେ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଧାମନଗରର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ । ଆସନ୍ତା ୩୧ରେ ସେ ଭର୍ଚୁଆଲରେ ପ୍ରଚାର କରିବେ ବୋଲି ରାଜ୍ୟସଭା ଏମ୍ପି ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ…
ନବବଧୂଙ୍କ ହତ୍ୟା ଅଭିଯୋଗ: ଶାଶୁ ଗିରଫ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରୁ ଦୀପାବଳିରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ବୁଧବାର ତାଙ୍କ ଶାଶୁଙ୍କୁ ଗିରଫ କରାଯାଇଛି। ମାତ୍ର ଏଯାବତ୍ ତାଙ୍କ ସ୍ବାମୀ ଓ ଶ୍ୱଶୁରଙ୍କ ପତ୍ତା ମିଳୁନାହିଁ। ମୃତ ନବବଧୂଜଣକ ହେଲେ ସୁଶ୍ରୀ…
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ,୨ ଗୁରୁତର
ହାଇଦ୍ରାବାଦ,୨୬।୧୦: ହାଇଦ୍ରାବାଦର ଚିଲକାଲଗୁଡା ଅଞ୍ଚଳର ଏକ ଘରେ ବୁଧବାର ସକାଳେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଛି। ଫଳରେ ୫୫ ବର୍ଷିୟ ନାରାୟଣସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ…
ନକଲି ଔଷଧ କାରବାର ଘଟଣା: ୨ ଗିରଫ
କଟକ ଅଫିସ,୨୬।୧୦: କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏମାନେ ଔଷଧ କିଣୁଥିଲେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି।ସୂଚନାନୁସାରେ,…
Archives


