Home Left

ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ୧.୫୩ କୋଟି ମଞ୍ଜୁର

ଭୁବନେଶ୍ୱର,୨୭।୧୦: ରାଜ୍ୟରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ପକ୍ଷରୁ ସହାୟତା ରାଶି ମଞ୍ଜୁର କରାଯାଇଛି। ଏପରିକି ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍‌କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନ୍‌କ୍ୟୁବେଟରକୁ ୨୦ ଲକ୍ଷ…

ସେନ୍‌ହାଇସର ପକ୍ଷରୁ ଦିଓ୍ବାଲି ଅଫର

ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ଅଡିଓ ଜିଆଣ୍ଟ ସେନ୍‌ହାଇସର ପକ୍ଷରୁ ଦିଓ୍ବାଲି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବର୍ଷର ସର୍ବବୃହତ୍‌ ସେଲ୍‌ ଦ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ସେଲ୍‌ ମାଧ୍ୟମରେ ଚଳିତ ବର୍ଷ ଦୀପାବଳି ଅବସରରେ ଏହାର ବେଷ୍ଟ ସେଲିଂ ପ୍ରଡକ୍ଟ…

ବାଦଶାହା ମସଲାର ୫୧% ଅଂଶଧନ ହାସଲ କରିବ ଡାବର

ନୂଆଦିଲ୍ଲୀ,୨୭ା୧୦: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ଇଣ୍ଡିଆ ବ୍ରାଣ୍ଡେଡ୍‌ ମସଲା କମ୍ପାନୀ ବାଦଶାହାର ୫୧% ଅଂଶଧନ ହାସଲ କରିବାକୁ ଯାଉଛି। ଏପରିକି ଏହି ଅଂଶଧନ ବାବଦକୁ କମ୍ପାନୀ ବର୍ତ୍ତମାନ ୫୮୭.୫୨ କୋଟି ଟଙ୍କା ନଗଦ ଅର୍ଥ ରାଶି ବାଦଶାହାକୁ ପ୍ରଦାନ…

୨୮ରୁ ୩ ଦିନିଆ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୨୭।୧୦: ସମଗ୍ର ଭାରତରେ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପର୍ଯ୍ୟଟନର ଯଶ ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମିଳିତ ଆନୁକୁଲ୍ୟରେ ଓଡିଶା…

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ବାତିଲ

ମେଲବୋର୍ନ, ୨୭ା୧୦ (ପି.ଟି.): ଲଗାଣବର୍ଷା ଯୋଗୁ ଏଠାରେ ବୁଧବାର ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ ବାତିଲ କରିଦିଆଯାଇଛି। ଗ୍ରୁପ୍‌-୧ର ଏହି ସୁପର ୧୨ ମ୍ୟାଚ ଅପରାହ୍ନ ୧ଟା ୩୦ରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ବର୍ଷା…

ସରୋଗେସି ନିୟମ ଭାଙ୍ଗିନାହାନ୍ତି ନୟନତାରା

ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନୟନତାରା ଏବଂ ସ୍ବାମୀ ବିଘ୍ନେଶ ସରୋଗେସିର କୌଣସି ନିୟମ ଭଙ୍ଗ କରି ନାହାନ୍ତି ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। କିଛିଦିନ ପୂର୍ବେ ନୟନତାରା ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନ ଉୟିର ଓ…

ଡିଲ ପୂର୍ବରୁ ହଠାତ୍ ଟୁଇଟର ହେଡକ୍ୱାର୍ଟର ପହଞ୍ଚିଲେ ଏଲନ ମସ୍କ, ସାଙ୍ଗରେ ନେଇଥିଲେ ଏମିତି ଜିନିଷ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

କାଲିଫର୍ନିଆ,୨୭ ।୧୦: ବହୁତ ଦିନର ଅପେକ୍ଷା ପରେ ବୁଧବାର ସେହି ସମୟ ଉପନୀତ ହୋଇଥିଲା ଯେତେବେଳେ ଏଲନ ମସ୍କ ଟୁଇଟର ଅଫିସ ପହଞ୍ଚିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପର୍ଯ୍ୟନ୍ତ ୪୪ ବିଲିୟନ ଡଲାର ଡିଲକୁ ସମ୍ପୂର୍ଣ୍ଣ କରିବାର ୨ ଦିନ…

ବାବୁଙ୍କୁ ପାଳିରେ ବଦଳି କର

ନୂଆଦିଲ୍ଲୀ,୨୭ା୧୦: ଅନେକ ଅଫିସରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ନିୟମିତ ଚିହ୍ନଟ ଓ ବଦଳି କରାଯାଉ ନ ଥିବାରୁ ଦୁର୍ନୀତି ବଢ଼ୁଥିବା ନେଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମ୍ବେଦନଶୀଳ ପଦପଦବୀଗୁଡ଼ିକରେ ଥିବା ଅଧିକାରୀମାନଙ୍କୁ ନିୟମିତ ଭାବେ…

ହନିପ୍ରୀତ ଏବେ ରୁହାନି ଦିଦି

ନୂଆଦିଲ୍ଲୀ,୨୭।୧୦: ପାରୋଲ୍‌ରେ ଆସିଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ପାଳିତ କନ୍ୟା ହନିପ୍ରୀତ ଇନ୍‌ସାନ୍‌ଙ୍କ ନାମ ବଦଳାଇ ରୁହାନି ଦିଦି କରିଛନ୍ତି। ହନିପ୍ରୀତଙ୍କୁ ସମସ୍ତେ ଦିଦି ସମ୍ବୋଧନ କରୁଥିବାବେଳେ ଏହା ଅନେକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା। ସେଥିପାଇଁ…

‘ଆମକୁ ପଦ ଓ ଟଙ୍କାର ଲାଳସା ଦିଆଯାଉଛି’ ଟିଆରଏସ୍ ବିଧାୟକଙ୍କ ସୂଚନା ପରେ ତେଲେଙ୍ଗାନା ପୋଲିସର ରେଡ, ଜବତ ହେଲା ୧୫ କୋଟି ଟଙ୍କା

ହାଇଦ୍ରାବାଦ,୨୭ ।୧୦: ତେଲେଙ୍ଗାନାର ସାଇବରାବାଦ ପୋଲିସ ଟିଆରଏସର ୪ ବିଧାୟକଙ୍କୁ କିଣାବିକା କରାଯାଉଥିବା ଦାବି କରିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ୧୫ କୋଟି ଟଙ୍କା ଜବତ କରିଥିବା କୁହାଯାଉଛି । ସାଇବରାବାଦର ସିପି…

ବଦଳିବ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରର ସମୟ, ବନ୍ଦ ହେବ କେଦାରନାଥ ସମେତ କିଛି ତୀର୍ଥ ସ୍ଥଳ ଦର୍ଶନ

ଡେରାଡୁନ,୨୭ ।୧୦: ଧାର୍ମିକ ସ୍ଥଳ ଯାତ୍ରା କରୁଥିବା ତୀର୍ଥ ଯାତ୍ରୀଙ୍କ ପାଇଁ ଏକ ବଡ ଖବର, ଯାହା ଭକ୍ତାମାନେ ଜାଣି ରଖିବା ଜରୁରୀ । ଗୁରୁବାରଠାରୁ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରର ସମୟରେ ପରିବର୍ତ୍ତନ କରାଯାଇଛି । ମନ୍ଦିରର ପ୍ରବନ୍ଧକ ମୁନିଶ…

ଜେଲେନସ୍କିଙ୍କ କଡା ଅଭିଯୋଗ, ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ୪୦୦ ଇରନୀ ଡ୍ରୋନ ବ୍ୟବହାର କରିଛି ରୁଷିଆ

କ୍ୱିଭ,୨୭ ।୧୦: ଦୀର୍ଘ ପ୍ରାୟ ୯ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏହା ଏବେବି ଥମିବାର ନାଁ ନେଉନି । ଆମେରିକା ସମେତ କିଛି ଦେଶ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ ବି ଏହା ଭ୍ଲାଦିମିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri