Home Left

ମୋରବି କେବଲ ବ୍ରିଜ ଦୁର୍ଘଟଣାରେ ୧୪୦ରୁ ଅଧିକ ମୃତ, ରାତିସାରା ପିଏମଓ ସହ ସମ୍ପର୍କରେ ଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ହୋଇଥିବା କେବଲ ବ୍ରିଜ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏବେବି କେତେଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜା ଚାଲିଛି…

ଜୁପିଟର ଡିଗ୍ରୀ କଲେଜର ସଫଳତା

ଭୁବନେଶ୍ୱର: ୩୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଟାନ ଜୁପିଟର ଡିଗ୍ରୀ କଲେଜ ଚଳିତ ବର୍ଷର ସ୍ନାତକ ଫଳାଫଳରେ ସଫଳତା ଅର୍ଜନ କରିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶିତ +୩ ପରୀକ୍ଷା ଫଳର ମେଧା ତାଲିକାରେ କଲେଜର ଛାତ୍ରୀଛାତ୍ରୀ ପ୍ରଥମ…

‘କାର୍ଯ୍ୟ କ୍ଷେତ୍ରରେ ଶୂନ କ୍ଷତି’କୁ ପ୍ରଶଂସା

ଭୁବନେଶ୍ୱର,୩୧।୧୦: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡର ଗଂଜାମ ଜିଲ୍ଲା ଗୋପାଳପୁରସ୍ଥିତ ଫେରୋ ଆଲଏଜ୍‌ ପ୍ଲାଂଟ୍‌ ଓ ଗୋପାଳପୁର ଶିଳ୍ପ ପାର୍କରେ ଥିବା ଟାଟା ଷ୍ଟିଲ୍‌ ସ୍ପେସିଆଲ୍‌ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ…

ପିଜି ସିଟ୍‌ ପୂରଣ ପାଇଁ ୧ରୁ ଆବେଦନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ପୁଣିଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା…

ରାହୁଲ ଗାନ୍ଧୀଙ୍କ ଭାବନା ସାଇବାବାଙ୍କ ସହ ସମାନ, ତାଙ୍କୁ ଆଶୀର୍ବାଦ ମିଳିବ: ରବର୍ଟ ଭଦ୍ରା

ଅହମଦନଗର,୩୧ ।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମି ତଥା ବିଜନେସମ୍ୟାନ ରବର୍ଟ ଭଦ୍ରା ରବିବାର ଏକ ବଡ ବୟାନ ଦେଇଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁଳନା ସାଇବାବାଙ୍କ ସହ କରିଛନ୍ତି । ଏହାସହ ଭାରତ…

ବିବାଦରେ କାଡ୍‌ବରି ଚକୋଲେଟ୍‌

ନୂଆଦିଲ୍ଲୀ, ୩୧ା୧୦: ଲୋକପ୍ରିୟ କାଡବରି ଚକୋଲେଟ୍‌ ବିରୋଧରେ ସୋସିଆଲ ମିଡିଆରେ ବଏକଟ୍‌ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହି ଚକୋଲେଟ୍‌ରେ ଗୋମାଂସରୁ ବାହାରୁଥିବା ଜିଲେଟିନ୍‌ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି। ଏହାଦ୍ୱାରା ହିନ୍ଦୁମାନଙ୍କ ଧର୍ମୀୟ ଭାବନା ଆଘାତ ହେଉଥିବା ସୋସିଆଲ ମିଡିଆରେ ୟୁଜର୍ସମାନେ…

ମୋରବି ଦୁର୍ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠିତ, ନିଖୋଜ ଲୋକଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ମଚ୍ଛୁ ନଦୀ ଉପରେ ଥିବା ପୋଲ ଭୁଷୁଡିବା ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ଏହି ମାମଲାର ସମସ୍ତ ଦିଗକୁ ନେଇ ଯାଞ୍ଚ କରାଯିବ । ଏପଟେ ପ୍ରଶାସନ ପକ୍ଷରୁ ନିଖୋଜ…

ପୁଟିନ୍‌ଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଯୋଜନା କରୁଛି ୟୁକ୍ରେନ୍‌

ମସ୍କୋ/କିଭ୍‌, ୩୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦରୁ ହଟାଇବା ପାଇଁ ରୁଷିଆ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍‌ ଦାବି କରିଛନ୍ତି। ରୁଷିଆ ଅଧିକାରୀମାନେ ଏ ନେଇ ସକ୍ରିୟ ଅଛନ୍ତି ବୋଲି ଏକ…

କାର ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ୫ ବର୍ଷ ତଳେ ଉକ୍ତ ସ୍ଥାନରେ ହୋଇଥିଲା ବିସ୍ଫୋରଣ

ମୋଗାଡିଶୁ(ସୋମାଲିଆ),୩୦।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୦୦ ଟପିଛି। ପାଞ୍ଚବର୍ଷ ତଳେ ଏହି ସ୍ଥାନରେ ଏକ ଟ୍ରକ୍‌ ବିସ୍ଫୋରଣରେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏପରି…

ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ବୋଝେଇ ଟ୍ରକ୍‌ ଜବତ, ଡ୍ରାଇଭରଙ୍କୁ ପଚରାଉଚରା

ଗଞ୍ଜାମ, ୩୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସାଇ ଢାବା ନିକଟରୁ ରବିବାର ପୋଲିସ ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ବୋଝେଇ ଏକ ଟ୍ରକ୍‌(ନଂ.ଏଚ୍‌ଆର-ଏକେ-୯୭୮୭) ଜବତ କରିଛି। ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ…

ସିଓଲ ହଲୋଇନ ପାର୍ଟିରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି

ସିଓଲ, ୩୦ା୧୦:ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଶନିବାର ହଲୋଇନ୍‌ ଉତ୍ସବ ପାଳନବେଳେ ଦଳାଚକଟା ଯୋଗୁ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି, ଯାହାଙ୍କ ବୟସ ୨୦ରୁ ୩୦ ହେବ। ସେହିପରି ସେମାନଙ୍କ ଭିତରେ ୧୯ ମୃତକ…

ଝୁଲା ପୋଲ ଭାଙ୍ଗିବା ଘଟଣା: ୩୨ ମୃତ, ସହାୟତା ଘୋଷଣା

ଅହମ୍ମଦାବାଦ,୩୦।୧୦: ଗୁଜରାଟର ମୋର୍ବିରେ ଝୁଲା ପୋଲ ଭାଙ୍ଗିବା ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri