ଆଦିବାସୀ ଗାଁ ଦାଣ୍ଡରେ ଲାଇଟ୍ ଲାଗିଲା
ରଘୁନାଥପୁର,୩୧।୧୦(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ୩ ନଂ. ଓ୍ବାର୍ଡର ଆଦିବାସୀ ସାହି ଗାଁ ଦାଣ୍ଡରେ ପ୍ରଥମଥର ପାଇଁ ଲାଇଟ୍ ଲାଗିଛି। ଓ୍ବାର୍ଡରେ ଏଭଳି ୩୦ଟି ଲାଇଟ୍ ଲଗାଯାଇଛି ବୋଲି ସରପଞ୍ଚ ସାହେବା ତବସୁମ୍ କହିଛନ୍ତି। ଏହାଦ୍ୱାରା ଏଠାରେ ବସବାସ କରୁଥିବା…
ନିର୍ମାଣାଧୀନ ବାତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ଅଭିଯୋଗ
ଡେରାବିଶ,୩୧ା୧୦(ସ୍ବ.ପ୍ର.): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକ ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ହେଲେ ନିର୍ମାଣ ଚାଲିଥିବା ବତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ହେଉଥିବା…
ଅଭିନୟରେ ହସାଉଥିଲେ, ଜରାଶ୍ରମରେ ଗୁମୁରି କାନ୍ଦୁଛନ୍ତି ମଣିଭଦ୍ର ବିଶ୍ୱାଳ
ପାରାଦୀପ,୩୧ା୧୦(ସ୍ବ.ପ୍ର.): ନିଜ ଅଭିନୟରେ ଅନ୍ୟଙ୍କୁ ହସାଉଥିବା କଳାକାରଙ୍କ ଆଖିରୁ ଏବେ ଲୁହ ଝରୁଛି। ଅନେକ ଅପେରାରେ ହାସ୍ୟ କଳାକାର ଭୂମିକାରେ ଅଭିୟନ କରି ପ୍ରସିଦ୍ଧି ଲାଭ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାମ ମଣିଭଦ୍ର…
ବିଷାକ୍ତ ହେଉଛି ମହାନଦୀ, ମିଳୁନି ମାଛ
ମହାକାଳପଡ଼ା,୩୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀମାନେ ପୂର୍ବରୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜାଲ ବସାଇ ବିପୁଳ ଦେଶୀ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମହାନଦୀରେ ପାରାଦୀପ ଅଞ୍ଚଳର ଶିଳ୍ପ କାରଖାନାର ବର୍ଜ୍ୟଜଳ…
ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି
ଅହମ୍ମଦାବାଦ୍,୩୧।୧୦:ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଛନ୍ତି। ଜାତୀୟ ଏକତା ଦିବସ ଅବସରରେ କେଭାଡିଆରେ ଏକ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ଏକତା ନଗରରେ ଅଛି କିନ୍ତୁ ମୋର ହୃଦୟ ମୋର୍ବି…
ଜାଗା ମିଶନ, ଆଶଙ୍କାରେ ଭୂମିହୀନ
ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଭୂମିହୀନଙ୍କୁ ଭୂମି ତଥା ବାସସ୍ଥାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ‘ଜାଗା ମିଶନ’କୁ କାର୍ଯ୍ୟକାରୀ କରାଯାଇଛି। ଏନେଇ ପ୍ରକୃତ ହିତାଧିକାରୀ ଚୟନ ପାଇଁ ଚୂଡ଼ାନ୍ତ ସର୍ଭେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି…
କେବଲ ବ୍ରିଜ ଦୁର୍ଘଟଣା: ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ମାମଲା
ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ହୋଇଥିବା କେବଲ ବ୍ରିଜ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ଓ ୧୭୦ ଜଣଙ୍କୁ ଉଦ୍ଧାର କରାଗଲାଣି । ରାଜକୋଟର ଭାଜପା ଏମପି ମୋହନଭାଇ କଲ୍ୟାଣଜୀ କୁନ୍ଦାରିୟାଙ୍କର ୧୨ ଜଣ…
ପରାଗରେ ଚିକେନ୍ ବିରିୟାନୀ ଖାଇବା ଘଟଣା: ହେତୁବାଦୀଙ୍କ ବିରୋଧରେ ଏତଲା
ପୁରୀ ଅଫିସ, ୩୦ା୧୦: ଗତ ୨୫ତାରିଖରେ ହୋଇଥିବା ସୂର୍ଯ୍ୟୋପରାଗ ସମୟରେ ହେତୁବାଦୀ ପରିଚୟ ଦେଇ କେତେଜଣ ବ୍ୟକ୍ତି ଚିକେନ୍ ବିରିୟାନୀ ଖାଇବା ସହ ବ୍ରାହ୍ମଣ ସମାଜକୁ ଆକ୍ଷେପ କରି ଅପମାନିତ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ରାଜ୍ୟ ଶାକଦ୍ୱୀପୀ ବ୍ରାହ୍ମଣ ମହାସଂଘ…
ଏଣିକି ଗୁହାଳ ମାଲିକଙ୍କୁ ୟୁଜର୍ସ ଫି’ ଦେବାକୁ ପଡ଼ିବ
କଟକ ଅଫିସ,୩୧ା୧୦: କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ଗୁହାଳ ଥିଲେ ମାଲିକଙ୍କୁ ୟୁଜର୍ସ ଫି’ ଦେବାକୁ ପଡିବ। ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ଗୁହାଳ ମାଲିକଙ୍କଠାରୁ ଫି’ ଆଦାୟ କରିବାକୁ ସିଏମ୍ସି ଯୋଜନା ପ୍ରସ୍ତୁତ କରିଛି। ସିଏମ୍ସି ପକ୍ଷରୁ ମିଳିଥିବା ସୂଚନା…
ଶ୍ରୀଲିଙ୍ଗରାଜଙ୍କ ରୋଷଘର ମରାମତି ହେଉ
ପୁରୁଣା ଭୁବନେଶ୍ୱର,୩୧ା୧୦ (ଡି.ଏନ୍.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦୈନନ୍ଦିନ ନୀତିକାନ୍ତି ସେବା ସମ୍ପାଦନ ପାଇଁ ଛତିଶା ନିଯୋଗ ନିୟୋଜିତ ଅଛନ୍ତି। ସେହିଭଳି ନୀତିକାନ୍ତିରେ ଶଙ୍କୁଡ଼ି ଏବଂ ଶୁଖିଲି ଭୋଗ ଠାକୁରଙ୍କ ପାଖରେ ଲାଗି ହୋଇଥାଏ। ଏହି ଭୋଗ ପ୍ରସ୍ତୁତ ପାଇଁ ମନ୍ଦିର ପରିସରରେ…
ରାଜମହଲ ଓଭରବ୍ରିଜରେ ଦୁର୍ଘଟଣା: କାର୍ ଧକ୍କାରେ ବିଏମ୍ସି ଇନ୍ସପେକ୍ଟର ମୃତ
ଭୁବନେଶ୍ୱର ୩୧ା୧୦ ( ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଓଭରବ୍ରିଜ ଉପରେ ରବିବାର ରାତି ପ୍ରାୟ ୧୨ଟା ୩୦ରେ ଏକ ଦୁର୍ଘଟଣା ଘଟିଛି। ଏଜି ଛକରୁ କଳ୍ପନା ଅଭିମୁଖେ ଯାଉଥିବା ବାଇକକୁ ପଛପଟୁ ଏକ କାର୍ (ଓଡି୦୨ସିଏ୦୯୮୭) ଧକ୍କା ଦେଇଥିଲା।…
ମୋଟରଯାନ ଆଇନ ସମ୍ପର୍କିତ ମାମଲା ବଢୁଛି
କଟକ ଅଫିସ,୩୧ା୧୦: ବିଭିନ୍ନ କାରଣରୁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ମୋଟର ଯାନ ଆଇନ ପାଇଁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବା ଏକ ପ୍ରମୁଖ କାରଣ ପାଲଟିଛି। ବିଶେଷକରି ଇ-ଚାଲାଣ କଟାଯାଉଥିବାରୁ ଗାଡ଼ି ମାଲିକମାନେ ଅନେକ କ୍ଷେତ୍ରରେ ଜରିମାନା…
Archives


