୨୧ ଦିନର ଝିଅ ପେଟରେ ୮ ଭ୍ରୂଣ
ରାଞ୍ଚି: ରାଞ୍ଚିର ଘରୋଇ ଡାକ୍ତରଖାନାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୨୧ ଦିନର ଗୋଟିଏ ଶିଶୁ ପେଟରୁ ୮ଟି ଭ୍ରୂଣ ମିଳିଛି। ତେବେ ବିଶ୍ୱରେ ଏଭଳି ଘଟଣା ଦେଖାଯିବା ପଥମ ବୋଲି ଡାକ୍ତର କହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାର ଏକ…
୨୬ ବର୍ଷ ପରେ ଜାତୀୟସ୍ତରୀୟ ମ୍ୟାଚ
ଅନୁଗୋଳ ଅଫିସ, ୫ା୧୧: ଦୀର୍ଘ ୨୬ ବର୍ଷ ପରେ ଅନୁଗୋଳ ଦେଖିଛି ଜାତୀୟସ୍ତରୀୟ ମ୍ୟାଚ। ସହରର କଦମ ପଡ଼ିଆରେ ବାଜି ରାଉତ କପ୍ ଜାତୀୟ ଫୁଟ୍ବଲ ଟୁର୍ନାମେଣ୍ଟର ୩ କ୍ୱାର୍ଟର ଫାଇନାଲ ମ୍ୟାଚ ଦେଖିବାକୁ ଶୁକ୍ରବାର ଖେଳପ୍ରେମୀଙ୍କ ପ୍ରବଳ ଭିଡ଼ ଲାଗିଥିଲା।…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ଯୋଗଦେବେ କେ.ଭି. କାମାଥ
ମୁମ୍ବାଇ,୫ା୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଶୁକ୍ରବାର ବରିଷ୍ଠ ବ୍ୟାଙ୍କର କେ.ଭି.କାମାଥଙ୍କୁ ଆସନ୍ତା ୫ବର୍ଷ ପାଇଁ ଆର୍ଆଇଏଲ୍ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍ଆଇଏଲ୍ର ବୋର୍ଡ ଅଫ୍ ଡାଇରେକ୍ଟର୍ସମାନଙ୍କ ବୈଠକ ନିକଟରେ…
ଗେଲ୍ ଇଣ୍ଡିଆର ଅର୍ଦ୍ଧବାର୍ଷିକ ଫଳାଫଳ
ନୂଆଦିଲ୍ଲୀ, ୫ା୧୧: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗ୍ୟାସ୍ ଅଥରିଟ ଅଫ୍ ଇଣ୍ଡିଆ ଲିମିଟେଡ୍ (ଗେଲ୍ ) ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨ୟ ତ୍ରୈମାସିକ ବା ଅର୍ଦ୍ଧବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ଆର୍ଥକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର…
ସେଲୁନ ବ୍ୟବସାୟରେ ପାଦ ଦେବ ଆରଆଇଏଲ
ମୁମ୍ବାଇ,୫ା୧୧: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଆଇଏଲ୍)ର ପ୍ରମୁଖ ସଂସ୍ଥା ରିଲାଏନ୍ସ ରିଟେଲ ଜରିଆରେ ଆର୍ଆଇଏଲ୍ ଆଉ ଏକ ବ୍ୟବସାୟରେ ପ୍ରବେଶ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚେନ୍ନାଇଭିତ୍ତିକ ସେଲୁନ୍ ଓ ସ୍ପା ଚେନ୍…
ବିଏସ୍ଏନ୍ଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଭୁବନେଶ୍ୱର,୫ା୧୧: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଏସ୍ଏନ୍ଏଲ୍ ଓଡ଼ିଶା ଶାଖା ପକ୍ଷରୁ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଉକ୍ତ ପଦଯାତ୍ରାରେ ବିଏସ୍ଏନ୍ଏଲ୍ର…
ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ
ବଇଣ୍ଡା, ୫ା୧୧ (ଡି.ଏନ.ଏ.): ପରମ୍ପରା ଅନୁଯାୟୀ ପଞ୍ଚକରୁ ଆରମ୍ଭ ହୋଇଛି ପୂଜା। ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ କାର୍ତ୍ତିକେଶ୍ୱର। ଏହାକୁ ନେଇ ଉତ୍ସବମୁଖର ହୋଇପଡ଼ିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏଠାରେ ପୂଜା…
ବିଓଆଇର ୨ୟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୫ା୧୧: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୭୧% ଅଭିବୃଦ୍ଧି ସହ କ୍ରମାଗତ ଲାଭରେ ବ୍ୟାଙ୍କର ଆୟ ୯୬୦ କୋଟି ଟଙ୍କାରେ ପହଞ୍ଚତ୍ଛି।…
‘ଆହ୍ବାନକୁ ଗ୍ରହଣକରି ଆଗକୁ ବଢ଼ିବା ଦରକାର’
କଟକ,୫ା୧୧: ଡ୍ରିମ୍ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ୩ସପ୍ତାହ ବ୍ୟାପୀ ଆୟୋଜିତ ଅଭିମୁଖୀକରଣ କାର୍ଯ୍ୟକ୍ରମ ନିକଟରେ ଉଦ୍ଯାପିତ ହୋଇଯାଇଛି। ଡ୍ରିମ୍ସର ଜୟଶ୍ରୀ ଅଡିଟୋରିୟମଠାରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଏମ୍ସର ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ…
ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କଲା ପୂର୍ବତଟ ରେଳପଥ
ଭୁବନେଶ୍ୱର,୫ା୧୧: ପୂର୍ବତଟ ରେଳପଥ ପକ୍ଷରୁ ନିକଟରେ ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବତଟ ରେଳପଥ ମୁଖ୍ୟାଳୟ, ଭୁବନେଶ୍ୱରଠାରେ ଏକ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଥିଲା। ସତର୍କତା ସଚେତନତା ସପ୍ତାହ-୨୨ ଉପଲକ୍ଷେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ…
୬୩ ବର୍ଷ ପୁରୁଣା କଲେଜର ନାହିଁ ସ୍ଥାୟୀ ପଟ୍ଟା
ଢେଙ୍କାନାଳ ଅଫିସ, ୫।୧୧: ରାଜ୍ୟର ଅନ୍ୟତମ ପୁରାତନ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୯୫୯ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନକୁ ୨୦୦୩ରେ ସ୍ବୟଂଶାସିତ ମାନ୍ୟତା ମିଳିଛି। ବିଡ଼ମ୍ବନାର ବିଷୟ କଲେଜର ନିଜସ୍ବ ସ୍ଥାୟୀ ପଟ୍ଟା ଅଦ୍ୟାବଧି ହୋଇପାରିନାହିଁ, ଯାହାକୁ…
ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍ସିଏଲ୍ ପୁରସ୍କୃତ
ତାଳଚେର,୫ା୧୧(ନି.ପ୍ର.): କୋଲ ଇଣ୍ଡିଆର ୪୮ତମ ପ୍ରତିଷ୍ଠା ଦିବସରେ ମହାନଦୀ କୋଲ୍ ଫିଲ୍ଡ୍ସ ଲିମିଟେଡ୍ (ଏମ୍ସିଏଲ୍)କୁ ପୁରସ୍କୃତ କରାଯାଇଛି। ସୁରକ୍ଷା, ସିଏସ୍ଆର୍, ବିକାଶ ଏବଂ ସ୍ବଚ୍ଛତା ଆଦିରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍ସିଏଲ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। କୋଲକାତାଠାରେ ଆୟୋଜିତ ଏକ…
Archives


