Home Left

ସୁନୀତାଙ୍କୁ ଦିଲୀପ ତିର୍କୀ ଫାଉଣ୍ଡେଶନର ସହାୟତା

ଭୁବନେଶ୍ୱର,୫ା୧୧(ସ୍ପୋଟର୍‌ସ ବ୍ୟୁରୋ): ଦିଲୀପ ତିର୍କୀ ସ୍ପୋଟର୍‌ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେଶନ୍‌ (ଡିଟିଏସ୍‌ଆରଡି) ଓ ହେଲ୍‌ଥ ଅନ୍‌ ଟପ୍‌ ପକ୍ଷରୁ ହକି ଖେଳାଳି ସୁନୀତା ଲୁଗୁନଙ୍କୁ ସହାୟତା କରାଯାଇଛି। ଶୈଶବରୁ ହକି ଖେଳୁଥିବା ସୁନୀତା ଜାତୀୟ ଦଳ ପାଇଁ ଖେଳିବାର ଲକ୍ଷ୍ୟ…

ଭାରତ ୭-୪ରେ ନ୍ୟୁଜିଲାଣ୍ଡକୁ ହରାଇଲା

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଗୋଲ ଏବଂ ପେନାଲ୍ଟି କର୍ନର ବର୍ଷା ମଧ୍ୟରେ ଘରୋଇ ଦଳ ବିଜୟୀ ହୋଇଛି। ଅଧିନାୟକ ହରମନପ୍ରୀତ ସିଂ ଓ ସେଲଭାମ୍‌ କାର୍ଥିଙ୍କ ଡବଲ ଗୋଲ ବଳରେ ଭାରତ…

ସିପିଏଲ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୫ମ ସଂସ୍କରଣ ଚଳିତ ମାସ ୫ରୁ ଆରମ୍ଭ ହେବ। କର୍ପୋରେଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ୮ଟି ଦଳ…

ଭାରତ ପୁରୁଷ ଦଳ ପ୍ରଥମ ଥର ଜିତିଲା ସ୍ବର୍ଣ୍ଣ

ଚେଅଙ୍ଗଜୁ (ଦକ୍ଷିଣ କୋରିଆ), ୫ା୧୧(ପି.ଟି.): ଏସିଆନ ସ୍କ୍ବାଶ ଟିମ୍‌ ଚାମ୍ପିୟନଶିପ୍‌ରେ ସୌରଭ ଘୋସାଲଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୨-୦ରେ କୁଏଟକୁ ପରାସ୍ତ କରିଛି। ରମିତ ଟଣ୍ଡନ…

ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୋନି

ଚେନ୍ନାଇ,୫ା୧୧(ପି.ଟି.): ଆଇପିଏସ୍‌ ଅଫିସର ଜି. ସମ୍ପତ କୁମାରଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ମ୍ୟାଚ ଫିକ୍ସିଂ ମାମଲାରେ ବିବାଦୀୟ ବୟାନ ଏବଂ କୋର୍ଟଙ୍କ ଅବମାନନାକୁ ନେଇ ଧୋନି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

ଆଜି ରାଜ୍ୟରେ ୨୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା…

ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ବିଜୟ

ଆଡିଲେଡ୍‌,୫ା୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଘରୋଇ ଦଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ସହିତ ଏହାର ଅଭିଯାନ ଶେଷ କରିଛି। ରଶିଦ୍‌ ଖାନଙ୍କ ବିସ୍ଫୋରକ ବ୍ୟାଟିଂ ଝଡକୁ ସାମ୍ନା କରିଥିବା ଅଷ୍ଟ୍ରେଲିଆ ଶେଷ ଓଭରରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ ହେଁ…

ହସ୍ପିଟାଲରେ ୧୩୨ ବର୍ଷର ଟନେଲ

ମୁମ୍ବାଇ: ମୁମ୍ବାଇର ସରକାରୀ ଡାକ୍ତରଖାନା ଜେ.ଜେ. ହସ୍ପିଟାଲରୁ ବ୍ରିଟିଶ ଅମଳର ଏକ ଟନେଲ ଠାବ ହୋଇଛି। ଟନେଲ୍‌ଟି ପାଖାପାଖି ୧୩୨ ବର୍ଷ ପୁରୁଣା ହୋଇଥିବାବେଳେ ଏହାର ଲମ୍ବ ୨୦୦ ମିଟର ବୋଲି କୁହାଯାଉଛି। ଡାକ୍ତରଖାନାର ମେଡିକାଲ ଓ୍ବାର୍ଡରୁ ଏହି ଟନେଲକୁ ଠାବ…

ବିଶ୍ୱ ସୁନାମି ସଚେତନତା ଦିବସ

୨୦୦୪ରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସୁନାମିରେ ପାଖାପାଖି ୧୪ ଦେଶ କ୍ଷତିଗ୍ରସ୍ତ ହୋଇଥିଲା। ଶ୍ରୀଲଙ୍ଗା, ଭାରତ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡର ପାଖାପାଖି ୨,୨୭,୦୦୦ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏହାର କିଛିବର୍ଷ ପରେ ସୁନାମି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି…

ଅପସ୍ମାର ସମ୍ପର୍କରେ ସଚେତନ କରୁଛନ୍ତି ଫାତିମା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ଦଙ୍ଗଲ’ରୁ ବଲିଉଡ୍‌ ଡେବ୍ୟୁ କରିଥିବ ଅଭିନେତ୍ରୀ ଫାତିମା ସାନା ଶେଖ୍‌ ଏପପିଲେପ୍ସି ବା ଅପସ୍ମାର ରୋଗକୁ ଲୋକଙ୍କୁ ସଚେତନ କରୁଛନ୍ତି। ନାୟିକା ଜଣକ ନିକଟରେ ଇନଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ଶେୟାର କରିବା ସହ ଅଧିକାଂଶ ଲୋକଙ୍କଠାରେ…

୨୧ ଦିନର ଝିଅ ପେଟରେ ୮ ଭ୍ରୂଣ

ରାଞ୍ଚି: ରାଞ୍ଚିର ଘରୋଇ ଡାକ୍ତରଖାନାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୨୧ ଦିନର ଗୋଟିଏ ଶିଶୁ ପେଟରୁ ୮ଟି ଭ୍ରୂଣ ମିଳିଛି। ତେବେ ବିଶ୍ୱରେ ଏଭଳି ଘଟଣା ଦେଖାଯିବା ପଥମ ବୋଲି ଡାକ୍ତର କହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାର ଏକ…

୨୬ ବର୍ଷ ପରେ ଜାତୀୟସ୍ତରୀୟ ମ୍ୟାଚ

ଅନୁଗୋଳ ଅଫିସ, ୫ା୧୧: ଦୀର୍ଘ ୨୬ ବର୍ଷ ପରେ ଅନୁଗୋଳ ଦେଖିଛି ଜାତୀୟସ୍ତରୀୟ ମ୍ୟାଚ। ସହରର କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ୩ କ୍ୱାର୍ଟର ଫାଇନାଲ ମ୍ୟାଚ ଦେଖିବାକୁ ଶୁକ୍ରବାର ଖେଳପ୍ରେମୀଙ୍କ ପ୍ରବଳ ଭିଡ଼ ଲାଗିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri