Home Left

‘କ୍ଷତିଗ୍ରସ୍ତ ଧାନଚାଷ ଦେଖିଲେ, ଚାଷୀଙ୍କୁ ସଚେତନ କଲେ’

ଜଳେଶ୍ୱର, ୯।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ବିଭିନ୍ନ ଅଞ୍ଚଳରେ ଚକଡାପୋକ ବ୍ୟାପିବାରେ ଲାଗିଛି ା ଏ ସମ୍ପର୍କରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ମଙ୍ଗଳବାର ଜିଲା କେଭିକେ (କୃଷି ବିଜ୍ଞାନ କେନ୍ଦ୍ର)ର ବୈଜ୍ଞାନିକ ଜଳେଶ୍ୱର ଅଞ୍ଚଳର ବିଭିନ୍ନ ପଞ୍ଚାୟତ ବୁଲି ପରିସ୍ଥିତି ଅନୁଧ୍ୟାନ…

ଜୀବନ ବଞ୍ଚାଇଛି ଝରଣା ପାଣି

ବାରିପଦା ଅଫିସ,୯।୧୧:  ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଭାଲକି ପଞ୍ଚାୟତର ଆମ୍ବଡାଳୀ ମହାଲୀ ସାହି ଓ ନୂଆସାହି ଗ୍ରାମବାସୀ ଜଳ କଷ୍ଟ ଭୋଗୁଛନ୍ତି ା ଦୀର୍ଘ ଦୁଇ କି.ମି. ଦୂର ବିଲ ଝରଣାରୁ ମହିଳାମାନେ ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ…

ବିମୁଦ୍ରୀକରଣ ଆର୍ଥିକ ଗଣହତ୍ୟା: ବିରୋଧୀ

ନୂଆଦିଲ୍ଲୀ,୯।୧୧(ପି.ଟି.): ନରେନ୍ଦ୍ର ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧୀ ଦଳଗୁଡ଼ିକ ଆର୍ଥିକ ଗଣହତ୍ୟା, ଆପରାଧିକ କାର୍ଯ୍ୟ ଏବଂ ସଂଗଠିତ ଲୁଟ୍‌ ବୋଲି କହିଛନ୍ତି। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚଳିତ ୫୦୦ ଏବଂ ୧,୦୦୦ ଟଙ୍କିଆ ନୋଟଗୁଡ଼ିକୁ ଅଚଳ ଘୋଷଣା…

୩ ଦକ୍ଷିଣୀ ରାଜ୍ୟରେ ସରକାର-ରାଜ୍ୟପାଳ ବିବାଦ

ନୂଆଦିଲ୍ଲୀ,୯।୧୧: ୩ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ ଏବଂ ତେଲଙ୍ଗାନାରେ ରାଜ୍ୟପାଳ ଏବଂ ଶାସକ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏହି ୩ ରାଜ୍ୟର ରାଜ୍ୟପାଳମାନେ କେନ୍ଦ୍ରର ସଖୀ କଣ୍ଢେଇ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଉପରୋକ୍ତ…

ମନମୋହନ ସିଂଙ୍କ ନିକଟରେ ଦେଶ ଋଣୀ

ନୂଆଦିଲ୍ଲୀ,୯।୧୧: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବେଳେବେଳେ ଏଭଳି ମନ୍ତବ୍ୟ ଦେଇଥାନ୍ତି, ଯାହା ଏନ୍‌ଡିଏ ସରକାରକୁ ଅପଦସ୍ଥ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନେହୁଏ। ଏହି କ୍ରମରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସଦସ୍ୟ ମନମୋହନ ସିଂଙ୍କୁ ଆର୍ଥିକ ସଂସ୍କାର…

ଆଡ୍‌ମିଟ୍‌ କାର୍ଡରେ ସନି ଲିଓନ

ବେଙ୍ଗାଲୁରୁ, ୯।୧୧: କର୍ନାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ତାଙ୍କ ଫଟୋ ବଦଳରେ ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ୍‌ଙ୍କ ଫଟୋ ଦେଖିବାକୁ ମିଳିଛି। ଆଡ୍‌ମିଟ୍‌ କାର୍ଡର ସ୍କ୍ରିନ୍‌ସର୍ଟ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ…

ଆଲୋଚନା ଲାଗି ରୁଷିଆ ଉପରେ ଚାପ

ନୂଆଦିଲ୍ଲୀ,୯।୧୧: ମସ୍କୋ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ଦୁଇ ନେତା ୟୁକ୍ରେନ୍‌ ଯୁଦ୍ଧ ସମେତ ନିର୍ଦ୍ଦିଷ୍ଟ ଆଞ୍ଚଳିକ ସମସ୍ୟା ଓ ବିଶ୍ୱ ସ୍ଥିତି ସମ୍ପର୍କରେ…

ଭାରତ ମହାସାଗରରେ ମିଳିତ ନଜର ରଖିବେ ଭାରତ, ଫ୍ରାନ୍ସ

ନୂଆଦିଲ୍ଲୀ,୯।୧୧: ଭାରତ ଓ ଫ୍ରାନ୍ସ ବାୟୁସେନାର ମିଳିତ ଯୁଦ୍ଧାଭ୍ୟାସ ରାଜସ୍ଥାନ ସେକ୍ଟରରେ ସଫଳତାର ସହ ସମ୍ପନ୍ନ ହେବା ପରେ ନୂଆଦିଲ୍ଲୀ ଏବଂ ପ୍ୟାରିସ ସେମାନଙ୍କ ରଣନୀତିକ ସହଯୋଗ ଅଧିକ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନୌସେନାର ବୋଇଂ ପି୮ଆଇ ଏବଂ…

ଝିଅ ନ ମିଳିଲେ ଆତ୍ମହତ୍ୟା କରିବାକୁ ମା’ବାପାଙ୍କ ଚେତାବନୀ

ଆଳି,୯ା୧୧ (ଡି.ଏନ. ଏ. ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଯୁବକ ମାସେ ହେବ ଅପହରଣ କରି ନେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ନାବାଳିକାଙ୍କ ପରିବାର ପକ୍ଷରୁ ଯୁବକଙ୍କ ଘର ଉପରେ ଅତର୍କିତ ଆକ୍ରମଣ କରିବା…

ଭାରତର ପ୍ରଥମ ଘରୋଇ ରକେଟ୍‌ ଲଞ୍ଚ୍‌ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୯।୧୧: ହାଇଦ୍ରାବାଦର ଘରୋଇ କମ୍ପାନୀ ସ୍କାଏରୁଟ୍‌ ଏରୋସ୍ପେସ୍‌ ପ୍ରସ୍ତୁତ ପ୍ରଥମ ରକେଟ ବିକ୍ରମ-ଏସ୍‌ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ମହାକାଶକୁ ଛଡ଼ାଯିବ। ଏହି ମିଶନ୍‌ର ନାଁ ‘ପ୍ରାରମ୍ଭ’ ରଖାଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଲଞ୍ଚ୍‌ପ୍ୟାଡ୍‌ରୁ ୩ଟି…

ଖାଦ୍ୟ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୯ା୧୧: ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ଘାଟଠାରେ ମଙ୍ଗଳବାର ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ସେଠାରେ ଗୁପଚୁପ ସାଙ୍ଗକୁ ଉଠା ଜଳଖିଆ ଦୋକାନ ଦେଖିବାକୁ ମିଳିଥିଲା। ସେସବୁ ଖାଦ୍ୟ କିପରି ରହିଛି ତାହା ଅନୁଧ୍ୟାନ ପାଇଁ…

ଜମିଜମା ସମସ୍ୟା ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବାଧକ

ଜଗତ୍‌ସିଂହପୁର ଅଫିସ, ୯ା୧୧: ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଉତ୍ତମ ଭିତ୍ତିଭୂମି ଅର୍ଥାତ୍‌ ସବୁଠି ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କରିବାରେ ସରକାର ବିଫଳ ହେଉଛନ୍ତି। ଜିଲାରେ ୨୮୯ କେନ୍ଦ୍ରରେ ବିଲ୍ଡିଂ ନିର୍ମାଣାଧୀଥିବା ବେଳେ ୪୮୦ଟି ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri