ବିରଳ ପ୍ରଜାତିର ମାଛ ନିଲାମ
ଭୋଗରାଇ,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣ ମାଛ ମାର୍କେଟ୍କୁ ରବିବାର ଏକ ବିରଳ ପ୍ରଜାତିର ମାଛ ନିଲାମ ପାଇଁ ଆସିଥିଲା। ଏହି ମାଛଟି ଓଡ଼ିଶାର ପାରାଦୀପ ଅଞ୍ଚଳ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଧରି ଟ୍ରଲର ଯୋଗେ…
ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଖର୍ଚ୍ଚ
ମୁମ୍ବାଇ,୧୪।୧୧: ପ୍ରତ୍ୟେକଙ୍କ ଘରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଛୋଟ ଛୋଟ କଳି, ତକରାଳ ହୋଇଥାଏ। ଅନେକେ ଏହାକୁ ଭଲପାଇବାର ଭିନ୍ନ ରୂପ ବୋଲି ମନେକରନ୍ତି। ମୁମ୍ବାଇ ଅନ୍ଧେରୀରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସ୍ତ୍ରୀ ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଟଙ୍କା…
ଟିକେଟ ନ ମିଳିବାରୁ ସୂର୍ଯ୍ୟମନ୍ଦିରରେ ଉତ୍ତେଜନା
କୋଣାର୍କ,୧୪ା୧୧(ଡି.ଏନ୍.ଏ): ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସୂର୍ଯ୍ୟମନ୍ଦିରରେ ରବିବାର ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ସୂର୍ଯ୍ୟମନ୍ଦିର ବୁଲିବାକୁ ପ୍ରବେଶ ଟିକେଟ ନ ମିଳିବାରୁ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି…
ଆଜିଠୁ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ
ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ତୃତୀୟ ପର୍ଯ୍ୟାୟ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ୧,୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ ଏବଂ ବାଣିଜ୍ୟରେ ପୂର୍ବରୁ ୨ଟି ପର୍ଯ୍ୟାୟ…
ଦିଲ୍ଲୀରେ ବିଏସ-୩ ପେଟ୍ରୋଲ, ବିଏସ-୪ ଡିଜେଲ ଗାଡି ଉପରୁ ଉଠିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୧୪ ।୧୧: ରାଜଧାନୀ ଦିଲ୍ଲୀରେ ବିଏସ୍-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏହାଦ୍ୱାରା ରାଜଧାନୀରେ ପଞ୍ଜିକୃତ ପ୍ରାୟ ୫ ଲକ୍ଷ ଗାଡି ମାଲିକଙ୍କୁ ଆଶ୍ୱସ୍ତି ମିଳିଛି । ବାୟୁ ପ୍ରଦୂଷଣ ସ୍ତର…
ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା
ଜି.ଉଦୟଗିରି,୧୪ା୧୧(ଡି.ଏନ.ଏ.): କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରବିବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍ସିୟସକୁ ହ୍ରାସ ପାଇଛି। ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ର ତାପ ମାପକ ଯନ୍ତ୍ର ଦାୟିିତ୍ୱରେ ଥିବା ଅଧିକାରୀ ସତ୍ୟ ନାରାୟଣ ମହାନ୍ତି ଏହି…
ବିଶାଳକାୟ ଅଜଗରକୁ କୋଳରେ ଧରି ଗେମ୍ ଖେଳୁଛି ଝିଅ, ଭିଡିଓ ଦେଖିଲେ…
ଅଧିକାଂଶ ଲୋକ ସାପ ନାଁ ଶୁଣିଲେ ବି ଡରି ଯାଆନ୍ତି, ଦେଖିବା ତ ଦୂରର କଥା। କିନ୍ତୁ ଜଣେ ଝିଅ ଏକ ବିରାଟ ଅଜଗରକୁ କୋଳରେ ନେଇ ଆରାମରେ ବସି ମୋବାଇଲରେ ଗେମ୍ ଖେଳୁଛି। ଯାହା ଦେଖିଲେ ଭୟରେ ଲୋମ ଟାଙ୍କୁରି…
ସ୍ବିକ୍ୟୁରିଟି ଗାଡର୍ର୍ କରୁଛନ୍ତି ରୋଗୀ ଚିକିତ୍ସା
ନୀଳଗିରି,୧୪।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି। ଏହି ହସ୍ପିଟାଲର ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ନିଜ କାର୍ଯ୍ୟ ପରିବର୍ତ୍ତେ ଚିକିତ୍ସା କାମରେ ନିୟୋଜିତ ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଯେଉଁ କାମ ଜଣେ ଡାକ୍ତର କିମ୍ବା…
ସୁରକ୍ଷା ଖୋଜୁଛି ଶୈଶବ
ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ଶିଶୁ। ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ ସହ ରାଜ୍ୟ ପୋଲିସର ସ୍ବତନ୍ତ୍ର ସେଲ ଓ ଆଇନ ରହିଥିଲେ ମଧ୍ୟ ବାସ୍ତବରେ ସେମାନେ ସୁରକ୍ଷିତ ନାହାନ୍ତି। ଶିଶୁ ହତ୍ୟା, ଶାରୀରିକ ନିର୍ଯାତନା,…
ଗୁଜରାଟ ନିର୍ବାଚନ: ଆଉ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ, ଏବେ ପର୍ଯ୍ୟନ୍ତ ୧୪୨ ପ୍ରାର୍ଥୀ ମଇଦାନରେ
ଗାନ୍ଧିନଗର,୧୪ ।୧୧: ବେଳକୁ ବେଳ ସରଗରମ ହେଲାଣି ଗୁଜରାଟର ରାଜନୈତିକ ବାତାବରଣ । ଏବେ ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି । କଂଗ୍ରେସ ପକ୍ଷରୁ ଏଥର ରବିବାର ଆଉ ୩୯ ଜଣ…
ଏବେ ବି ଖାଲିପଡ଼ିଛି ୨୦%ରୁ ଊର୍ଦ୍ଧ୍ୱ ସିଟ୍
ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଗତ ସେପ୍ଟେମ୍ବର ୨୨ରୁ ଯୁକ୍ତ୨ ଏବଂ ଅକ୍ଟୋବର ୧୩ରୁ ଯୁକ୍ତ୩ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ କ୍ଲାସ୍ରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ଏଯାଏ ନାମଲେଖା ସରୁନି। ପୂର୍ବରୁ ଦୁଇଥର ନାମଲେଖା ସରିଥିଲେ ମଧ୍ୟ ଯୁକ୍ତ୨ରେ…
ପଞ୍ଜାବରେ ୪.୧ ତୀବ୍ରତାର ଭୂକମ୍ପ
ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବର ଅମୃତସରରେ ସୋମବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ସମାଚାର ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ପଞ୍ଜାବର ଅମୃତସରରୁ ୧୪୫ କିଲୋମିଟର ଉତ୍ତର-ପଶ୍ଚିମରେ ସୋମବାର ଭୋର ପ୍ରାୟ ୩ଟା ୪୨ ମିନିଟରେ ଏକ ଭୂକମ୍ପ…
Archives


