Home Left

୪ ବର୍ଷ ପରେ ହତ୍ୟା ମାମଲାର ପର୍ଦ୍ଦାଫାଶ୍‌: ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ପୋତିଦେଇଥିଲେ

ଗାଜିଆବାଦ,୧୪।୧୧: ଗାଜିଆବାଦ ପୋଲିସ ୪ ବର୍ଷ ପରେ ଏକ ହତ୍ୟାକାଣ୍ଡର ମାମଲାର ପର୍ଦ୍ଦାଫାଶ୍‌ କରିଛି। ଏଥିସହ ଏକ ମୃତଦେହ ଠାବ କରିଛି। ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ…

ଯନ୍ତ୍ରୀଙ୍କ କୋଟି କେଟି ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉ ବେଳେ ଯନ୍ତ୍ରୀଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। କୋଟିଏ ୩ ମହଲା କୋଠା,…

ଉନ୍ମୋଚିତ ହେଲା ପ୍ୟାରିସ୍‌ ଅଲିମ୍ପିକ୍ସ ମାସ୍କଟ

ପ୍ୟାରିସ୍‌,୧୪ା୧୧: ୨୦୨୪ରେ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପାଇଁ ମାସ୍କଟ ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାଇଁ ଫ୍ରିଜିଆନ୍‌ କ୍ୟାପ୍‌କୁ ଅଲିମ୍ପିକ୍ସ ମାସ୍କଟ ଭାବରେ ଘୋଷଣା କରାଯାଇଛି। ପାରମ୍ପରିକ ଭାବେ ପଶୁ ପକ୍ଷୀଙ୍କୁ ମାସ୍କଟ ଘୋଷଣା କରାଯାଉଥିବା ବେଳେ…

ଶେହନାଜଙ୍କ ଭଳି ଝିଅ ଚାହୁଁଛନ୍ତି ରାଜକୁମାର

ପଞ୍ଜାବର କ୍ୟାଟ୍ରିନା କୈଫ କୁହାଯାଉଥିବା ଶେହନାଜ ଗିଲ ପ୍ରାୟତଃ ଲୁକ୍‌ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାନ୍ତି। ଦିନକୁ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଅଭିନେତ୍ରୀଙ୍କ ଦେଶୀ ଭାଇବ୍ସ ଓ୍ବିଥ୍‌ ଶେହନାଜ ଗିଲ ଚାର୍ଟ ଶୋ’ର ପ୍ରଥମ ଏପିଶୋଡରେ ଅତିଥି…

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଦୁର୍ବୃତ୍ତ: ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ପଦ୍ମପୁର, ୧୪।୧୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ରାତିରେ କେହି ଦୃର୍ବୃତ୍ତ ତାଲା ପକାଇ ଦେଇଥିଲେ। ଫଳରେ ସୋମବାର ଛାତ୍ରୀଛାତ୍ର ଅଙ୍ଗନୱାଡି କେନ୍ଦ୍ର ବାରଣ୍ଡାରେ ବସି ପାଠ ପଢ଼ିଥିଲେ। ସୂଚନା…

ହଜିଯାଇଥିବା ମୋବାଇଲ ପାଇଁ କୋରିଅର କମ୍ପାନୀ ଗଣିବ ୬୫ ହଜାର

ସୋନପୁର,୧୪।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଖାଉଟି ବିବାଦ ସମାଧାନ ମଞ୍ଚ ଏକ ମାମଲାର ବିଚାର କରି ଡିଟିଡିସି କୋରିଅର କମ୍ପାନୀ ବିରୋଧରେ ଓ ଖାଉଟିଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସୋନପୁର ସହର ମାଲିପଡାର ଖାଉଟି ମାଧବ ମହଲାଙ୍କୁ ଡିଟିଡିସି କମ୍ପାନୀ…

ଭୟଙ୍କର ଶବ୍ଦରେ କମ୍ପିଲା ୩ ବ୍ଲକ

ବଡ଼ସାହି,୧୪ା୧୧: ମୟୂରଭଞ୍ଜ ଜିଲା ବଡ଼ସାହି , ଖୁଣ୍ଟା ଓ ବେତନଟୀ ଅଞ୍ଚଳରେ ସୋମବାର ଅପରାହ୍ନ ୩ଟା ବେଳେ ଭୟଙ୍କର ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏହି ଶବ୍ଦ ଯୋଗୁ ଘରଗୁଡ଼ିକ ଥରି ଉଠିଥିଲା। ଲୋକେ ଆତଙ୍କିତ ଅବସ୍ଥାରେ ଘରୁ…

ଚାକିରି କରାଇଦେବା ନାଁରେ ଠକେଇ: ଉଠାଇ ନେଇ ପରେ ଛାଡ଼ି ଦେଲା ପୋଲିସ

ସାରସକଣା,୧୪ା୧୧(ଡି.ଏନ.ଏ.): ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇ ପରେ ଛାଡ଼ିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ଝାରପୋଖରିଆ ଅଞ୍ଚଳର ଉକ୍ତ ବ୍ୟକ୍ତି ଜଣକ ଏକ କର୍ପୋରେସନ…

ସ୍ତ୍ରୀଙ୍କୁ ଦେଇଆସୁଥିଲେ ନିର୍ଯାତନା: ୫ବର୍ଷ ଜେଲ

ବାରିପଦା ଅଫିସ,୧୪ା୧୧: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ମୁଖ୍ୟ ବିଚାର ବିଭାଗୀୟ କୋର୍ଟରେ ସୋମବାର ଏକ ମରଣାନ୍ତକ ଆକ୍ରମଣ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ବାସୁଦେବ ଆଚାର୍ଯ୍ୟ ଏହାର ବିଚାର କରି ସ୍ତ୍ରୀ ଆକ୍ରମଣକାରୀ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରି…

ଝିଅକୁ କଲେଜରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା’

ବ୍ରହ୍ମପୁର ଅଫିସ,୧୪ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଲାଞ୍ଜିପଲ୍ଲୀ ବାଇପାସ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ଖଲ୍ଲିକୋଟ ଥାନା ଅଧୀନ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ…

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ପୁରୁଷ ହୋଇଥାନ୍ତି ଭାଗ୍ୟବାନ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…

ମୁମ୍ବାଇ ଇଣ୍ଡିଆନ୍ସରୁ ପୋଲାର୍ଡ ରିଲିଜ, ଶାର୍ଦ୍ଦୁଳଙ୍କୁ ନେଲା କୋଲ୍‌କାତା

ନୂଆଦିଲ୍ଲୀ,୧୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଡିସେମ୍ବର ୨୩ରେ ଏହାକୁ ନେଇ ମିନି ଅକ୍ସନ କୋଚିରେ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ସମସ୍ତ ୧୦ ଟିମ୍‌କୁ ନିଜର ରିଟେନ୍‌ଶନ ତାଲିକା ଦେବାକୁ କୁହାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri