୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ସଚିନ ଶ୍ରଫ

ବମ୍ବେ: ପ୍ରଥମ ବିବାହରେ ବିଫଳ ହେବା ପରେ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ତାରକ ମେହେଟ୍ଟା ଓରଫ ସଚିନ ଶ୍ରଫ। ଫେବୃୟାରୀ ୨୫ରେ ଅଭିନେତା ଆରେଞ୍ଜ ମ୍ୟାରେଜ କରିବେ। ତାଙ୍କର ଭାବିପତ୍ନୀ ଜଣେ ପାର୍ଟ ଟାଇମ୍‌ ଇଭେଣ୍ଟ ମ୍ୟାନେଜର ଏବଂ ଇଣ୍ଟିରିୟର ଡିଜାଇନର। ହେଲେ ସଚିନଙ୍କ ଭଉଣୀଙ୍କ ଭଲ ବନ୍ଧୁ ମଧ୍ୟ ବୋଲି କୁହାଯାଉଛି।

ତେବେ ସଚିନ ଜୁହି ପରମାରଙ୍କୁ ପ୍ରଥମ ବିବାହ କରିଥିଲେ। ହେଲେ ବିବାହର ୯ ବର୍ଷ ପରେ ୨୦୧୮ ଜାନୁୟାରୀରେ ଦୁହେଁ ଅଲଗା ହୋଇଯାଇଥିଲେ। ତାଙ୍କର ୧୦ ବର୍ଷର ଝିଅ ସମାୟରା ଅଛି।

ଅଭିନୟ ବିଷୟରେ କଥା ହେଲେ ସଚିନ ଟେଲିଭିଜନ, ଓଟିଟି ଏବଂ ଫିଲ୍ମରେ କାମ କରି ଆସୁଛନ୍ତି। ସେ ପ୍ରକାଶ ଝା’ଙ୍କ ‘ଆଶ୍ରମ’ରେ ନଜର ଆସିଥିଲେ। ଏହାପରେ ସେ ଲୋକପ୍ରିୟ ଧାରାବାହିକ ‘ତାରକ ମେହେଟ୍ଟା କା ଉଲଟା ଚଷମା’ରେ ଶୈଳେଶ ଲୋଢ଼ାଙ୍କୁ ରିପ୍ଲେସ୍‌ କରିଛନ୍ତି। ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ ‘ଭୁଲ ଭୁଲେୟା ୨’

ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ମେକର୍ସ ସ୍ଥିର କରିଛନ୍ତି କି ଭୁଲ ଭୁଲେୟା ୨ର ରିଲିଜ ଡେଟକୁ ସ୍ଥଗିତ କରାଯିବ ନାହିଁ କି ଘୁଞ୍ଚାଇ...

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ...

ଅଭିନେତ୍ରୀ ଲୌରା ବେଲ୍‌ କରୋନାରେ ସଂକ୍ରମିତ

ଓ୍ବାଶିଂଟନ,୨୬।୩: ଆମେରିକା ଚଳଚ୍ଚିତ୍ର ଦୁନିଆର ଅଭିନେତ୍ରୀ ଲୌରା ବେଲ୍‌ ବଣ୍ଡି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୩୮ ବର୍ଷୀୟା ଏହି ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ...

‘ଅକ୍ଷୟ ମୋତେ ବ୍ୟବହାର କରି…’ ବ୍ରେକ୍‌ଅପ୍‌ ପରେ ଶିଳ୍ପା…

ବମ୍ବେ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ନିଜର କର୍ମ ଜୀବନ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ବୟ ରଖିଥାନ୍ତି।...

କିଆରା-ସିଦ୍ଧାର୍ଥଙ୍କ ଗ୍ରାଣ୍ଡ ୱେଲକମ

ମୁମ୍ବାଇ: ସେଲିବ୍ରିଟି କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ୭ ଫେବୃୟାରୀରେ ରାଜସ୍ଥାନ ଜୈସଲମରର ସୂର୍ଯ୍ୟଗଡ଼ ପ୍ୟାଲେସରେ ଟ୍ରାଡିସନାଲ ୱେଡିଂ ଫଙ୍କସନରେ ବିବାହ ବନ୍ଧନରେ...

ତେଜିଲା ସେଲିବ୍ରିଟିଙ୍କ ସ୍ବର, ଭାରତକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ

ଅନ୍ତର୍ଜାତୀୟ ପପ ତାରକା ରିହାନା ଏବଂ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥେନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୃଷକମାନେ ଅନ୍ତର୍ଜାତୀୟ ସମର୍ଥନ ପାଇବା...

ଆସିବ ମାଇକେଲ୍‌ ଜ୍ୟାକ୍‌ସନଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଦିବଂଗତ ଆମେରିକୀୟ ପପ୍‌ ସିଙ୍ଗର ଭାବେ ମାଇକେଲ୍‌ ଜ୍ୟାକ୍‌ସନ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ...

ବଲିଉଡ୍‌ରେ ଓ୍ବାହିଦା ରେହମାନଙ୍କୁ ଏହି ଅଭିନେତା ଦେଇଥିଲେ ବ୍ରେକ୍‌

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ରର ପପୁଲାର ଓ ବରିଷ୍ଠ ଅଭିନେତ୍ରୀ ଓ୍ବାହିଦା ରେହମାନ ସୋମବାର ୮୨ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରରେ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ...

Advertisement
Archives

Model This Week