Home Left

ଚିତା ସାବକକୁ କ୍ଷୀର ପିଆଇଲେ ଯୋଗୀ

ଲକ୍ଷ୍ନୌ,୬ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଗୋରଖପୁରର ଶହୀଦ ଉଶଫାକ ଉଲ୍ଲା ଖାଁ ପ୍ରାଣୀ ଉଦ୍ୟାନ(ଗୋରଖପୁର ଚିଡିଆଖାନା)ରେ ଚିତାବାଘର ଦୁଇ ସାବକଙ୍କୁ ନିଜ ହାତରେ କ୍ଷୀର ପିଆଇଛନ୍ତି । ଏହାସହ ସେ ଏହି ସାବକ ଦୁଇଟିର ନାମକରଣ…

ଏତିକି ଟଙ୍କାର ଘଣ୍ଟା ପିନ୍ଧି ଅଷ୍ଟ୍ରେଲିଆ ଗଲେ କୋହଲି, କିଣି ହୋଇଯିବ ବଡ଼ ଫ୍ଲାଟ୍‌

ମୁମ୍ବାଇ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି। ବିସିସିଆଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ…

ମହାଭାରତରେ ଅଭିନୟ କରିବାକୁ ଚାହୁଛନ୍ତି ଶୈଫ, ଡ୍ରିମ ରୋଲକୁ ନେଇ ମୁହଁ ଖୋଲିଲେ

ମୁମ୍ବାଇ: ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଧା’ ରିଲିଜ୍ ହୋଇଛି । ଏଥିରେ ତାଙ୍କ ସହ ହ୍ରିତିକ ରୋଶନ ଲିଡ ରୋଲରେ ନଜର ଆସିଛନ୍ତି । ଏହି…

ପୂର୍ବତନ ସ୍ବାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆଞ୍ଜେଲିନା ଜୋଲି

ଆଜିକାଲି ହଲିଉଡର ସୁପରଷ୍ଟାର ବ୍ରାଡ ପିଟ ଏବଂ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଚର୍ଚ୍ଚାରେ ଅଛନ୍ତି। ଆଞ୍ଜେଲିନା ତାଙ୍କ ପୂର୍ବତନ ସ୍ବାମୀ ବ୍ରାଡଙ୍କ ବିରୋଧରେ ପ୍ରାୟ ୨୫୦ ମିଲିୟନ ଡଲାରରେ ମକଦ୍ଦମା ଦାୟର କରିଛନ୍ତି। ଏହାସହ ସେ ତାଙ୍କ ବିରୋଧରେ ଅନେକ ଗୁରୁତର…

ଲାଇଫ ସପୋର୍ଟ ମେଡିସିନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମୁଲାୟମ

ନୂଆଦିଲ୍ଲୀ,୬ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ୟାବସ୍ଥା ଏବେବି ଜଟିଳ ରହିଛି । ତାଙ୍କର ଚିକିତ୍ସା ହିରିୟାଣା ସ୍ଥିତ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ କରାଯାଉଛି । ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ତାଜା ସୂନା ଅନୁଯାୟୀ, ଏବେବି…

କଖାରୁର ଓଜନ ଜାଣିଲେ ଉଡ଼ିଯିବ ହୋସ୍‌

ସୋସିଆଲ ମିଡିଆରେ ଏପରି ଅନେକ ଜିନିଷ ଭାଇରାଲ ହୋଇଥାଏ। ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ବେଳେବେଳେ ଅନେକ ଜିନିଷର ରଙ୍ଗ, ରୂପ ଏବଂ ଆକୃତିକୁ ନେଇ ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ କଖାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାର ଓଜନ…

କମୁଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୯ ଆକ୍ରାନ୍ତ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌ ରହିଥିବା ବେଳେ କ୍ୱାରାଣ୍ଟାଇନ୍‌ରୁ ୨୮ ଏବଂ ଲୋକାଲ କେସ୍‌ ୨୧ ରହିଛି। ଏହାକୁ ମିଶାଇ ରାଜ୍ୟରେ…

ଟି-୧୦ ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଭାରତୀୟ ଦଳ

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ବିସିସିଆଇ ଏ ବିଷୟରେ ସୂଚନା ଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଥର ପାଇଁ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲକ୍ଷ୍ନୌ,୬।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ। ଭାରତର ତାରକା ଖେଳାଳିମାନେ ଏହି ସିରିଜରେ ଖେଳୁ ନାହାଁନ୍ତି। ଏହି ସିରିଜରେ ଶିଖର…

ରାବଣ ବଦଳରେ ଇଡି-ସିବିଆଇ ପୁତ୍ତଳିକା ଜଳାଇଲେ କଂଗ୍ରେସକର୍ମୀ…

ଭୁଜ,୬।୧୦ : ଦଶହରାର ରାବଣ ପୋଡ଼ି ଅବସରରେ କଂଗ୍ରେସ ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଏହା ସହିତ ଏନସେଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ)ର କାର୍ଯ୍ୟକୁ ବିରୋଧ କରାଯାଇ ପ୍ରଦର୍ଶନ କରାଯାଇଛି। ଗୁଜୁରାଟର ଭୁଜର କୁଞ୍ଚ ଜିଲା କଂଗ୍ରେସ…

୨ ବସ୍‌ ମଧ୍ୟରେ ଧକ୍କା, ୯ ମୃତ, ୪୦ରୁ ଅଧିକ ଆହତ…

ଥିରୁଭାନନ୍ତପୁରମ,୬।୧୦ : କେରଳରେ ଦୁଇଟି ବସ ମଧ୍ୟରେ ହୋଇଥିବା ଧକ୍କାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ପଲକ୍କଡ ଜିଲାର ଭଡକନଚେରୀ ଠାରେ ଦୁଇଟି ଦ୍ରୁତଗାମୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା…

ଇମ୍ରାନଙ୍କ ନିର୍ଦ୍ଦେଶରେ ଏଫଆଇଏ ମହାନିର୍ଦ୍ଦେଶକଙ୍କୁ ଶୌଚାଳୟରେ ବନ୍ଦ କରାଯାଇଥିଲା…

ଇସଲାମାବାଦ,୬।୧୦ : ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏଫଆଇଏ) ର ପୂର୍ବତନ ମହାନିର୍ଦ୍ଦେଶକ ବଶିର ମେମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ବଶିରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅବାସରେ ଶୌଚାଳୟରେ କରାଯାଇଥିଲା। ମିଡିଆ ରିପୋର୍ଟରେ ଏହି ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri