ବିଜୟ ମହାପାତ୍ରଙ୍କ ପୁଅଙ୍କୁ ନେଇ ପାଟକୁରା ରାଜନୀତି ସରଗରମ
ପାଟକୁରା,୨୩ା୨(ଡି.ଏନ୍.ଏ.): ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନେଇ ପାଟକୁରା ରାଜନୀତି ସରଗରମ ରହିଛି। ନିଜର ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ଅରବିନ୍ଦ ଗରଦପୁର ବ୍ଲକ ଅଫିସ ଆଗରେ ପ୍ରତିବାଦ ସଭା କରିଛନ୍ତି। ଆବାସ ଯୋଜନାରୁ…
ରିଲିଜ୍ ହେଲା ରାଣୀ ମୁଖାର୍ଜୀଙ୍କ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ଦମଦାର ଟ୍ରେଲର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅପକମିଂ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର ଲାଗୁଥିବା ବେଳେ ଏଥିରେ ରାଣୀଙ୍କ ଶାନଦାର ପରଫରମାନ୍ସ ନଜର ଆସୁଛି । ଫିଲ୍ମଟି ନରୱେରେ…
ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାହ ଋତୁ ଚାଲିଛି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ମାନବି ଗାଗ୍ରୋ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସେ ହାସ୍ୟ ଅଭିନେତା…
ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି
ଉତ୍ତମ ଜୀବନଚର୍ଯ୍ୟା ଓ ଖାଦ୍ୟାଭାସ ସହ କେତେକ ସ୍ବାସ୍ଥ୍ୟ ଅନୁକୂଳ ପରାମର୍ଶ ବର୍ତ୍ତମାନ ସମୟରେ ଜୀବନଯାପନ ପାଇଁ ବିଶେଷ ସହାୟକ ହୋଇଥାଏ। ଏପରିକି ବୈଦିକ ଯୁଗରୁ ନୀରୋଗ ଜୀବନ ପାଇଁ ଆୟୁର୍ବେଦ ପ୍ରଚଳିତ ହୋଇଆସିଛି। ବିଶେଷକରି ପୂର୍ବକାଳରେ ମଧ୍ୟ ରାଜାରାଜୁଡ଼ାମାନଙ୍କର ସ୍ବାସ୍ଥ୍ୟରକ୍ଷା…
ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଟିମ୍ର ତନାଘନା
ଭୁବନେଶ୍ୱର,୨୩।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରହିଛି। ତେବେ ଏହି ମାମଲାରେ ଗୁରୁବାର ସୌମ୍ୟଙ୍କ ଘରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ପଚରାଉଚରା କରୁଥିବା ଜଣାପଡିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ଟିମ୍…
କଂଗ୍ରେସ ନେତା ପୱନ ଖେରା ଗିରଫ
ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଆସାମ ପୋଲିସ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରିଛି। ଗୁରୁବାର ପୱନ ଅନ୍ୟ ଦଳୀୟ ନେତାଙ୍କ ସହ ରାୟପୁରରେ ଆୟୋଜିତ ଅଧିବେଶନରେ ଯୋଗଦେବାକୁ ଯାଉଥିଲେ। ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ କୋର୍ଟରେ…
ଜେଲ୍ରେ ଦେଢ ଲକ୍ଷ ଟଙ୍କାର ଚପଲ ପିନ୍ଧୁଛନ୍ତି ସୁକେଶ
ନୂଆଦିଲ୍ଲୀ,୨୩।୨: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ କୋଠରୀରେ ଚଢାଉ କରାଯାଇଛି। ଏହି ସମୟରେ ଅଧିକାରୀମାନେ ତାଙ୍କ କୋଠରୀରେ ଅନେକ ବିଳାସପୂର୍ଣ୍ଣ ଜିନିଷ ପାଇଛନ୍ତି। ସେଲର ସିସିଟିଭି ଫୁଟେଜରେ ମଧ୍ୟ ସୁକେଶ କାନ୍ଦୁଥିବା ଦେଖିବାକୁ…
କଙ୍ଗନାଙ୍କ ପ୍ରଶଂସାକୁ ଗୁରୁତ୍ୱ ଦେଉନାହାନ୍ତି ଜାଭେଦ ଅଖତର
ନିକଟରେ କବି ଓ ଗୀତିକାର ଜାଭେଦ ଅଖତର ପାକିସ୍ତାନ ଯାଇ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ। ଜାଭେଦଙ୍କ ଏହି ବିବୃତ୍ତିକୁ ସମଗ୍ର ଦେଶ ପ୍ରଶଂସା କରିଥିଲା, ଏପରିକି ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ତାଙ୍କୁ ପ୍ରଶଂସା କରି…
‘ମୁଁ ପୁରସ୍କାର ପାଇଁ ଯୋଗ୍ୟ ନୁହେଁ’
ନିକଟରେ ଅଭିନେତା ରଣବୀର କପୁରଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ‘ବ୍ରହ୍ମାସ୍ତ୍ର’ରେ ଅଭିନୟ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। କିନ୍ତୁ ସେ ଏହି ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ଭାବୁନାହାନ୍ତି। ଏହି ପୁରସ୍କାର ପାଇ ମୁଁ କୃତଜ୍ଞ…
ଇଂରାଜୀ ଶିକ୍ଷକଙ୍କୁ ବଦଳି: ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ
ଖଇରା,୨୩ା୨(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ୟୁପି ସ୍କୁଲର ଇଂରାଜୀ ଶିକ୍ଷକଙ୍କୁ ଶ୍ରୀରାମପୁର ହାଇସ୍କୁଲକୁ ବଦଳି କରାଯିବା ପରେ ଅଭିଭାବକ ଛାତ୍ରୀଛାତ୍ର ତୀବ୍ର ବିରୋଧ କରିଛନ୍ତି। ପ୍ରତିବାଦରେ କମିଟି ସଭାପତି ନମିତା ବେହେରା ଓ ଉପସଭାପତି…
ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ସେମିଫାଇନାଲ: ଜାଣନ୍ତୁ କେବେ, କେଉଁଠାରେ ଦେଖିବେ ମ୍ୟାଚ୍
କେବଟାଉନ୍,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ କେପଟାଉନରେ ଖେଳାଯିବ। ଗତ ଟି-୨୦ ବିଶ୍ୱକପ୍ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ତା’ପରେ କଙ୍ଗାରୁ…
ରାଜ୍ୟ ପୋଲିସରେ ୭୦୦୦ରୁ ଅଧିକ ପଦବୀ ଖାଲି, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୩ା୨: ରାଜ୍ୟ ପୋଲିସରେ ଏବେ ୭ ହଜାର ପଦବୀ ଖାଲି ପଡ଼ିଛି। କନଷ୍ଟେବଳଠାରୁ ଆରମ୍ଭ କରି ଅତିରିକ୍ତ ଏସ୍ପି ପର୍ଯ୍ୟନ୍ତ ପଦ ଖାଲି ପଡ଼ିଥିବା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ମଞ୍ଜୁରୀପାପ୍ତ…

