‘ମୁଁ ପୁରସ୍କାର ପାଇଁ ଯୋଗ୍ୟ ନୁହେଁ’

ନିକଟରେ ଅଭିନେତା ରଣବୀର କପୁରଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ‘ବ୍ରହ୍ମାସ୍ତ୍ର’ରେ ଅଭିନୟ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। କିନ୍ତୁ ସେ ଏହି ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ଭାବୁନାହାନ୍ତି। ଏହି ପୁରସ୍କାର ପାଇ ମୁଁ କୃତଜ୍ଞ କିନ୍ତୁ ଏହି ସମ୍ମାନର ସମ୍ପୂର୍ଣ୍ଣ ଯୋଗ୍ୟ ମୁଁ ନିଜକୁ ଭାବିନାହିଁ ବୋଲି ରଣବୀର କହିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଛନ୍ତି, ଆଲିଆ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ପୁରସ୍କାର ଜିତିଥିବାରୁ ମୁଁ ବହୁତ ଖୁସି କିନ୍ତୁ ‘ବ୍ରହ୍ମାସ୍ତ୍ର’ରେ ତାଙ୍କର ଅଭିନୟ ଆଖିଦୃଶିଆ ନ ଥିଲା।
ତଥାପି ଏହି ସମ୍ମାନ ପାଇଁ ମୁଁ ବହୁତ କୃତଜ୍ଞ। ମୁଁ ଭାବୁନାହିଁ ଯେ, ଏହି ସମ୍ମାନ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଯୋଗ୍ୟ। ‘ବ୍ରହ୍ମାସ୍ତ୍ର’ରେ ଏହା ମୋର ଏକ ମହାନ ଅଭିନୟ ମଧ୍ୟ ନ ଥିଲା।
ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ରେ ରଣବୀର ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ଦ୍ୱିତୀୟ ଭାଗ ଡିସେମ୍ବର ୨୦୨୫ରେ ମୁକ୍ତିଲାଭ କରିବ।

 

View this post on Instagram

 

A post shared by Instant Bollywood (@instantbollywood)


Enter your email to get our daily news in your inbox.

All Right Reserved By Dharitri.Com

‘ପାପ ବଢ଼ିଲେ ହୁଏ ସର୍ବନାଶ’

ମୁମ୍ବାଇ,୩୦।୬: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟ ନୂଆ ସରକାର ଗଢିବା ପାଇଁ ଭାଜପା ପସ୍ତୁତ ହେଉଛି। ଏହି ସମୟରେ...

ପ୍ରଭାସଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ସାଉଥ୍‌ ଅଭିନେତା ପ୍ରଭାସ ତାଙ୍କ ଦମଦାର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ବିବାହକୁ ନେଇ କିଛି ନା କିଛି...

ଶାହାରୁଖଙ୍କୁ ଟାର୍ଗେଟ କରାଯିବାର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଅର୍ଯ୍ୟନ ଖାନଙ୍କ ସପକ୍ଷରେ ବାହାରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ଡାକ୍ତରଖାନାରେ ଲୋକପ୍ରିୟ କମେଡିଆନ୍‌ ସୁନିଲ୍‌; ଦୀର୍ଘ ଜୀବନର କାମନା କରୁଛନ୍ତି ପ୍ରଶଂସକ

ବମ୍ବେ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ କମେଡିଆନ୍‌ ସୁନିଲ ଗ୍ରୋଭର। ଡା. ମଶହୁର ଗୁଲାଟି ଏବଂ ଗୁତ୍ଥି ଭଳି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ...

ପୂର୍ବ ପ୍ରେମିକ ଏବେ ଭଲ ବନ୍ଧୁ

ବମ୍ବେ: ପୂର୍ବ ପ୍ରେମିକ ଏବେ ବନ୍ଧୁ। ଅଭିନେତା ପାରସ କଲନାଓ୍ବତ ଏକଦା ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦଙ୍କୁ ଡେଟ୍‌ କରିଥିଲେ। ଉଭୟ ଏନେଇ ଅନେକ...

କାନ୍ଦିଲେ ଉର୍ବଶୀ

ମୁମ୍ବାଇ: ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ଭାରତର ହରନାଜ ସଂନ୍ଧୁଙ୍କ ନାଁରେ ହୋଇ ସାରିଛି । ହରନାଜ ଚଣ୍ଡିଗଡ଼ ବାସିନ୍ଦା ହୋଇଥିବା ବେଳେ ଏଥର ପୂରା...

ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍‌ ରାଣା

‘ବାହୁବଳୀ’ ଫେମ୍‌ ରାଣା ଡାଗୁବତୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍‌ଡାଉନ୍‌ ମଧ୍ୟରେ ଗର୍ଲଫ୍ରେଣ୍ଡ୍‌ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ...

ବିନା ମେକ୍‌ଅପ୍‌ର ଫଟୋକୁ ଦେଖି କ’ଣ କହିଲେ ୟୁଜର୍ସ

ମୁମ୍ବାଇ: ନିଜର ସୋନ୍ଦର୍ଯ୍ୟ ଓ ଜିରୋ ଫିଗର ପାଇଁ ବି ଟାଉନରେ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ୍‌ର ବେବୋ ଏବେ ୟୁଜର୍ସଙ୍କ ଟ୍ରୋଲର ଶୀକାର ହୋଇଛନ୍ତି।...

Advertisement
Archives

Model This Week