Home Left

‘ଶାଢ଼ି ବ୍ୟବସାୟର ବ୍ୟାପକ ସମ୍ଭାବନା ରହିଛି’

ଭୁବନେଶ୍ୱର,୧୭।୧୧: ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତଥା ଭାରତର ପ୍ରମୁଖ ଗାର୍ମେଣ୍ଟ (ଶାଢ଼ି) ବ୍ରାଣ୍ଡ୍‌ ତନେଇରା ଓଡ଼ିଶା ବଜାରରେ ପ୍ରବେଶ କରିବା ସହ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟନଠାରେ ବ୍ରାଣ୍ଡ୍‌ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଇଟାନ…

ଭିଡ଼ ବଢ଼ାଉଛି କାରବାର

କଟକ,୧୭।୧୧: ଦେଶର ଲୋକପ୍ରିୟ ପପୁଲାର କିଚେନ ଆଣ୍ଡ ହୋମ୍‌ ପ୍ରଡକ୍ଟସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜୀ ଡିଷ୍ଟ୍ରିବ୍ୟୁଟର୍ସ ଜରିଆରେ ଚଳିତ ବର୍ଷ କଟକ ବାଲିଯାତ୍ରାରେ ସାମିଲ ହୋଇଛି। ଏପରିକି ଗତ ୨ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଚଳିତ ବର୍ଷ…

ସିଗାରେଟ୍‌ ଟାଣି ୪୨ କି.ମି. ମାରାଥନ୍‌ ଦୌଡ଼

ବେଜିଂ: ମାରାଥନ୍‌ ଦୌଡ଼ର ମୁଖ୍ୟ ଉଦ୍ଦେଶ୍ୟ ଶରୀରକୁ ଫିଟ୍‌ ରଖିବା । ଏକାଧିକ କିଲୋମିଟରର ମାରାଥନ୍‌ରେ ସୁସ୍ଥ ଲୋକ ଭାଗ ନେଉଥିବାର ଦେଖାଯାଏ। କିନ୍ତୁ ଚାଇନାର ବେଶ୍‌ ଜଣାଶୁଣା ୫୦ ବର୍ଷୀୟ ଚେନ୍‌ ସ୍ମୋକର ସିଗାରେଟ୍‌ ଟାଣି ୪୨ କି.ମି. ଦୂର…

ଅରବିନ୍ଦ ବୀର୍‌ମାନି ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ

ନୂଆଦିଲ୍ଲୀ,୧୭।୧୧(ପି.ଟି.): ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ବୀର୍‌ମାନିଙ୍କୁ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୀର୍‌ମାନି ୨୦୦୭ରୁ ୨୦୦୯ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ସେ…

ଲତା ମଙ୍ଗେସକରଙ୍କ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଯୁବତୀ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଭିନ୍ନ ସମ୍ପର୍କ ରହିଛି। ଯଦିଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଛି କିନ୍ତୁ ଯେତେବେଳେ ସାଂସ୍କୃତିକ ପ୍ଲାଟ୍‌ଫର୍ମ କଥା ଆସେ, ଉଭୟ ଦେଶରେ ପରସ୍ପରର ଗୀତ, ସଙ୍ଗୀତ ଏବଂ ଫିଲ୍ମ ପସନ୍ଦ…

ଆଫ୍‌ତାବଙ୍କ ନାର୍କୋ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୭।୧୧ : ଲିଭ୍‌-ଇନ୍‌-ପାର୍ଟନର ଶ୍ରଦ୍ଧା ଓ୍ବାଲକରଙ୍କୁ ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ଅଭିଯୁକ୍ତ ଆଫତାବ୍‌ ପୁନାଓ୍ବାଲାଙ୍କ ନାର୍କୋ ଆନାଲିସିସ୍‌ ବା ଲାଇ ଡିଟେକ୍ଟର ପରୀକ୍ଷା ହୋଇପାରେ। ଏଥିପାଇଁ କୋର୍ଟ ଅନୁମତି ଦେଇଥିବା…

ରାତିର କୃତ୍ରିମ ଆଲୋକ ମଧୁମେହ ରୋଗୀଙ୍କ ପାଇଁ ଘାତକ

ଓ୍ବାଶିଂଟନ୍‌: ରାତିର କୃତ୍ରିମ ଆଲୋକ ମଧୁମେହ ଆକ୍ରାନ୍ତ ରୋଗୀଙ୍କ ବିପଦକୁ ବଢ଼ାଉଥିବା ଏକ ଅଧ୍ୟୟନ ରିପୋର୍ଟରୁ ପ୍ରକାଶ ପାଇଛି। ୟୁରୋପିଆନ୍‌ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏ ସମ୍ପର୍କିତ ବିସ୍ତୃତ ବିବରଣୀ ଉଲ୍ଲଖ କରାଯାଇଛି। ରକ୍ତରେ ଥିବା ଗ୍ଲୁକୋଜ୍‌ ଲେଭଲ୍‌କୁ ପ୍ରଭବିତ…

ଗ୍ରାମୀ ୨୦୨୩: ବେୟୋନ୍ସ ସର୍ବାଧିକ ମନୋନୀତ

ନୂଆଦିଲ୍ଲୀ : ୨୦୨୩ ବର୍ଷ ଲାଗି ଗ୍ରାମୀ ପୁରସ୍କାର ନିମନ୍ତେ ମନୋନୟନ ତାଲିକା ପ୍ରକାଶ ପାଇଛି। ବେୟୋନ୍ସ ସର୍ବାଧିକ ମନୋନୀତ ଗାୟିକା ମାନ୍ୟତା ପାଇଛନ୍ତି। ଏହି ସେଲିବ୍ରିଟ୍‌ ସିଙ୍ଗରଙ୍କ ‘ବ୍ରେକ୍‌ ମାଇଁ ସୋଲ୍‌’ ସଙ୍ଗ୍‌ ଅଫ୍‌ ଦି ଇୟର ଭାବେ ମନୋନୀତ…

ରାଜ୍ୟରେ ପାରଦ ତଳମୁହାଁ: ୧୫ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳକୁ ଖସିଛି। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ଉପରେ ରହୁଥିବା ବେଳେ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୦…

ଲଦାଖର ଜାମିଆ ମସଜିଦ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୬।୧୧: ଲଦାଖର ଡ୍ରାସସ୍ଥିତ ଜାମିଆ ମସଜିଦ୍‌ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇବା ପରେ ସେନା ଏବଂ ପୋଲିସ କର୍ମଚାରୀମାନେ ମିଶି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ନିଆଁରେ ମସଜିଦ୍‌ର ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସାମ୍ନାକୁ ଆସିଥିବା…

ଥରିଲା ହିମାଚଳ ପ୍ରଦେଶ

କୁଲୁ,୧୬।୧୧: ହିମାଚଳ ପ୍ରଦେଶର କୁଲୁରେ ବୁଧବାର ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରହିଥିବା ଜଣାପଡ଼ିଛି। ଭୂକମ୍ପକୁ ନେଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏଯାବତ ଭୂକମ୍ପରେ କୌଣସି ଧନଜୀବନ ହାନିର…

ଟିଏମ୍‌ସି ଏମ୍‌ପିଙ୍କ ଗାଡି ଧକ୍କାରେ ଶିଶୁ ମୃତ

କୋଲକତା,୧୬।୧୧: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏମ୍‌ପିଙ୍କ କାର ଧକ୍କାରେ ଜଣେ ଚାରି ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି କାରଟି ତୃଣମୂଳ କଂଗ୍ରେସ ଏମ୍‌ପି ଅବୁ ତାହେର ଖାନଙ୍କର ବୋଲି ଜଣାପଡିଛି। ସେ ମୁର୍ସିଦାବାଦର ଏମ୍‌ପି ଅଛନ୍ତି। ଦୁର୍ଘଟଣା ପରେ ସେ ତୁରନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri