Posted inଜାତୀୟ

୫୧୨ କିଲୋ ପିଆଜ ବିକି ପାଇଲେ ମାତ୍ର ୨.୪୯ ଟଙ୍କା, ଚାଷୀ କହିଲେ ‘କିଭଳି ବଞ୍ଚିବୁ’

ସୋଲାପୁର,୨୪।୨: ଦେଶରେ ଚାଷୀଙ୍କ ଅବସ୍ଥା କାହାକୁ ବା ଅଛପା। କଠିନ ପରିଶ୍ରମ ସତ୍ତ୍ୱେ ଉପଯୁକ୍ତ ପ୍ରାପ୍ୟ ନ ପାଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ଚାଷୀ। ଏହାର ଏକ ସଦ୍ୟ ଉଦାହରଣ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି।
ରାଜ୍ୟର ସୋଲାପୁରର ଜଣେ କୃଷକ ବିକ୍ରି କରିଥିବା ୫୧୨ କିଲୋଗ୍ରାମ ପିଆଜ ଲାଗି ମାତ୍ର ୨.୪୯ ଟଙ୍କା ପାଇଛନ୍ତି।

ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ସୋଲାପୁରର ବାର୍ସି ତହସିଲର ଚାଷୀ ରାଜେନ୍ଦ୍ର ଚୌହ୍ବାନ(୬୩) ପିଆଜ ଚାଷ କରିଥିଲେ। ଗତ ସପ୍ତାହରେ ସେ ୧୦ ବସ୍ତା ପିଆଜ ନେଇ ସୋଲାପୁର ବଜାରରେ ବିକ୍ରି କରିଥିଲେ। କିଲୋ ପିଛା ତାଙ୍କୁ ଟଙ୍କାଏ ଲେଖାଏ ମିଳିଥିଲା। ମାଲ ପରିବହନ, ମଜୁରୀ ଏବଂ ଅନ୍ୟାନ୍ୟ ଦେୟ(ମୋଟ ୫୦୯.୫୧ ଟଙ୍କା) କାଟିବା ପରେ ସେ ମାତ୍ର ୨.୪୯ ଟଙ୍କା ପାଇଛନ୍ତି।

ଏହାକୁ ନେଇ ରାଜେନ୍ଦ୍ର କୁହନ୍ତି, ଏହା ମୋ ସହ ରାଜ୍ୟର ଅନ୍ୟ ପିଆଜ ଚାଷୀଙ୍କ ପାଇଁ ଅପମାନ। ଯଦି ଆମେ ଏତେ କମ୍‌ ମୂଲ୍ୟ ପାଇବୁ ତେବେ କିଭଳି ବଞ୍ଚିବୁ। ପିଆଜ ଚାଷୀମାନେ ସେମାନଙ୍କ ଫସଲ ଲାଗି ଭଲ ମୂଲ୍ୟ ପାଇବା ଉଚିତ। ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ମିଳିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

୫ କୋଟି ଭାରତୀୟଙ୍କ ପାଖରେ ହାତଧୁଆ ସୁବିଧା ନାହିଁ: କରୋନା ସଂକ୍ରମଣ ଆଶଙ୍କା ଅଧିକ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭାରତର ୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ଉପଯୁକ୍ତ ଭାବେ ହାତ ଧୋଇବାର ସୁବିଧା ଉପଲବ୍ଧ ନୁହେଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ତେଣୁ...

ମୁମ୍ବାଇରେ ପ୍ରବଳ ବର୍ଷା : ୩ ମୃତ, ୫ ଆହତ

ମୁମ୍ବାଇ,୨୯ା୬(ପି.ଟି.): ମୁମ୍ବାଇରେ ଶୁକ୍ରବାର ପ୍ରବଳ ବର୍ଷାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଛନ୍ତି। ଚଳିତ ବର୍ଷ ବହୁ ବିଳମ୍ବରେ ମୌସୁମୀ ମହାରାଷ୍ଟ୍ର...

ସିଆଚୀନ୍‌ ଗ୍ଲାସିୟରରେ ଭୟଙ୍କର ବରଫ ଝଡ଼: ୧୯ ହଜାର ଫୁଟ ଉଚ୍ଚରେ ୪ ଯବାନଙ୍କ ସମେତ ୬ ଶହୀଦ୍‌

ଜମ୍ମୁ,୧୯।୧୧: ଉତ୍ତର ଲଦାଖଠାରେ ଥିବା ସିଆଚୀନ୍‌ ଗ୍ଲାସିୟରରେ ଭୟଙ୍କର ବରଫ ଝଡ଼ରେ ୪ ଯବାନଙ୍କ ସମେତ ୬ ଶହୀଦ୍‌ ହୋଇଛନ୍ତି। ୧୯ ହଜାର ଫୁଟ ଉଚ୍ଚାରେ...

ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି...

ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ

ଲକ୍ଷ୍ନୌ,୪।୪: ଉତ୍ତର ପ୍ରଦେଶର ବୁଡାଉନ ଜିଲା ସମରେର ବ୍ଲକ ଅଧୀନ ସର୍ବୋଦୟ ବିଦ୍ୟାଳୟରେ ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ୮ଜଣଙ୍କ ଅବସ୍ଥା ସଂକଟାପନ୍ନ...

ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..

ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ...

କେନ୍ଦ୍ର ମନ୍ତ୍ରୀଙ୍କ କଟାକ୍ଷ, ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା…

ନୂଆଦିଲ୍ଲୀ,୧୨।୮: ରାଜ୍ୟ ସଭାରେ ବୁଧବାର ସୁରକ୍ଷାକର୍ମୀ(ମାର୍ଶାଲ)ଙ୍କ ସହ ଧସ୍ତାଧସ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ର ମନ୍ତ୍ରୀଙ୍କ...

ଚିନ୍ତା ବଢ଼ାଇଲା ନୂଆ ରୂପ

ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍‌/ ଜୟପୁର, ୨୭।୧୨ : ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇଥିବାବେଳେ ଭାରତ...

Advertisement
Archives

Model This Week