Home Left

ଖୋଲିଲା ମଣ୍ଡି, କିଣି ପାରିଲାନି ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ସୋମବାର ଧାନ କିଣା ଆରମ୍ଭ ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨୧ତାରିଖ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ସମସ୍ତ ମଣ୍ତି ଖୋଲାଯାଇଛି । ହେଲେ ମୁଖ୍ୟ ମଣ୍ତି ଅତାବିରା ସାପ୍ତାହିକ ବଜାର ଯୋଗୁ…

କିଙ୍ଗ ଖାଁନଙ୍କ ନାଁରେ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ରୋମାନ୍ସର ବାଦଶାହ ଓ ମୋଷ୍ଟ ଚାର୍ମିଂ ଆକ୍ଟର ଶାହାରୁଖ ଖାଁଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି । ଅଭିନେତାଙ୍କୁ ରେଡ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ କରାଯିବ । ରେଡ ସି…

‘ଦୃଶ୍ୟମ-୨’ ପରେ ଏହି ଫିଲ୍ମରେ ନଜର ଆସିବେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିଲିଜ୍‌ ହେବାର ତିନି ଦିନ ପରେ ଏହି ଫିଲ୍ମ ୬୦ କୋଟିରୁ ଅଧିକ ବ୍ୟବସାୟ କରସାରିଲାଣି। ଏବେ ଯେଭଳି ଭାବରେ ଏହାର କ୍ରେଜ୍‌ ରହିଛି। ଆଶା କରାଯାଉଛି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲା ଆମେରିକା

ୱାଶିଂଟନ,୨୧।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ପାଇଁ ଆମେରିକା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି। ହ୍ବାଇଟ ହାଉସର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନାଥନ ଫାଇନର ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ଜି-୨୦ ଶିଖର ସମ୍ମିଳନୀରେ ମିଳିତ…

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ଘଟଣା: ସୁପ୍ରିମକୋର୍ଟ ଯିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବ। ଖୁବ ଶୀଘ୍ର କଂଗ୍ରେସ ଦ୍ୱାରା ଏକ ପୁନର୍ବିଚାର ଆବେଦନ କରାଯିବ। ଏହାପୂର୍ବରୁ ନଭେମ୍ବର ୧୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା…

ବିଧାନସଭାରୁ ହଟିଲା କରୋନା କଟକଣା

ଭୁବନେଶ୍ୱର୨୧।୧୧(ବ୍ୟୁରୋ): ରାଜ୍ୟରୁ କରୋନା କଟାକଣା ହଟିବା ପରେ ଏବେ ସରକାର ବିଧାନସଭାରୁ ମଧ୍ୟ କରୋନା କଟକଣାକୁ ହଟାଇ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଏଥିସହ ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ,…

ମୁଁ ଜନତାଙ୍କ ଜଣେ ସେବକ: ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ନିର୍ବାଚନୀ ରାଲିରେ ବିଭିନ୍ନ ଦଳ ପକ୍ଷରୁ ବାକ୍‌ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀଙ୍କ ‘ଔକାତ’ ବିବୃତ୍ତିକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ଗୁଜରାଟରେ…

ମା’ ହେବା ପରେ ନିଜର ପ୍ରଥମ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ମା-ବାପା ହୋଇ ଝିଅ ସହ ଖୁସିରେ ଜୀବନ ବିତାଉଛନ୍ତି। ଆଲିଆ ହସ୍ପିଟାଲରୁ ଘରକୁ ଆସିବା ପରଠାରୁ ଝିଅ ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ…

ଏମିତି ଦେଶ, ଯେଉଁଠି ନାହାନ୍ତି ଜଣେ ହେଲେ ଭାରତୀୟ

ଭାରତୀୟମାନେ ପୃଥିବୀର ପ୍ରାୟ କୋଣ ଅନୁକୋଣରେ ବସବାସ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ହେଉ କିମ୍ବା କ୍ରିକେଟ ମ୍ୟାଚ୍‌ ହେଉ … ଆମେ ପ୍ରତ୍ୟେକ ବଡ଼ ଇଭେଣ୍ଟରେ ଭାରତର ଲୋକଙ୍କୁ ଦେଖିବାକୁ ପାଇଥାଉ। ଭାରତରୁ ବହୁ ସଂଖ୍ୟକ ଲୋକ…

ରାଗିଂକୁ ନେଇ ଚିନ୍ତାରେ ଛାତ୍ରୀଛାତ୍ର, ଅଭିଭାବକ

ବ୍ରହ୍ମପୁର ଅଫିସ,୨୧।୧୧: କଲେଜରେ ରାଗିଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲିଦେଇଛି। ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ କଲେଜଗୁଡ଼ିକରେ ରାଗିଂ ଓ ଅସଦାଚରଣ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏଭଳି ଘଟଣା ଯୋଗୁ ଏବେ…

କମୁଛି ଚାଷଜମି, ବଢ଼ୁଛି ଘରବାରି

ପାରଳାଖେମୁଣ୍ଡି,୨୧ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳଗୁଡିକରେ ଚାଷଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି କିସମ ବଢୁଥିବା ପରିଲକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳ ନିକଟ ଅଞ୍ଚଳଗୁଡିକରେ ଥିବା ଚାଷଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବେ ଏମାନଙ୍କ ନଜର…

ମାଙ୍ଗାଲୁରୁ ଅଟୋ ବିସ୍ଫୋରଣ ଘଟଣା: ଆଇଏସ୍‌ଆଇଏସ୍‌ ସହ ସମ୍ପର୍କରେ ଥିଲେ ଅଭିଯୁକ୍ତ

ବେଙ୍ଗାଲୁରୁ,୨୧।୧୧: କର୍ନାଟକର ମାଙ୍ଗାଲୁରୁ ସହରରେ ଏକ ଅଟୋ ରିକ୍ସା ଭିତରେ ଘଟିଥିବା ବିସ୍ଫୋରଣ ସମ୍ପର୍କରେ ପୋଲିସ ଏକ ବଡ ଖୁଲାସା କରିଛି। ପୋଲିସ କହିଛି, ଅଭିଯୁକ୍ତ ମହମ୍ମଦ ଶରିକ୍‌ ଇସଲାମିକ ଷ୍ଟେଟ (ଆଇଏସ୍‌ଆଇଏସ୍‌) ହ୍ୟାଣ୍ଡେଲର୍‌ଙ୍କ ସହ ଯୋଗାଯୋଗରେ ଥିଲେ। ଏହି ମାମଲାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri