ଘାରିଲା ସାମାଜିକ ବାସନ୍ଦ ଭୟ: ଛୁଇଁଲେନି କୁଷ୍ଠରୋଗୀଙ୍କ ମୃତଦେହ
ସମ୍ବଲପୁର,୨୧।୧୧(ବ୍ୟୁରୋ): କୃଷ୍ଠ ରୋଗରେ ପୀଡିତ ହେବା ପରେ ଗ୍ରାମରୁ ବାସନ୍ଦ ହୋଇ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜ ଓ ଜାତିଠାରୁ ଦୂରେଇ ରହି ବହୁ କଷ୍ଟରେ ଜୀବନ କାଟୁଥିବା ବ୍ୟକ୍ତିଙ୍କ ଏବେ ମୃତ୍ୟୁ ଘଟିଛି। ଗାଁ ବାହାରେ ଏକ…
କୋରେଇ ଦୁର୍ଘଟଣା: ଦାବି ପୂରଣ ନ ହେଲେ ଆମରଣ ଅନଶନ
ଯାଜପୁର ଅଫିସ,୨୧।୧୧: ଯାଜପୁର ଜିଲା କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ସ୍ଥାନୀୟଲୋକେ ରେଳବିଭାଗକୁ ଦାୟୀ କରିଛନ୍ତି। ସ୍ଥାନୀୟଲୋକେ ଷ୍ଟେଶନ ଆଗରେ ଧାରଣା ଦେଇଛନ୍ତି। ସେମାନେ ମୃତକଙ୍କ ପରିବାରରୁ ଜଣକୁ ଚାକିରି ଏହା ସହ…
ଖୋଲିଲା କପା ମଣ୍ଡି: ସପ୍ତାହକୁ କିଣା ହେବ ୫ ଦିନ
କଣ୍ଟାବାଞ୍ଜି,୨୧ା।୧(ଡି.ଏନ.ଏ.): ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରାଣା ସୋମବାର କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ପ୍ରାଙ୍ଗଣରେ କପାମଣ୍ଡିର ଶୁଭ ଉଦ୍ଘାଟନ କରିଛନ୍ତି। ଏଠାରେ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ ମଣ୍ଡୀରେ କପା କ୍ରୟ କରାଯିବ। ଏହାସହିତ ଟିଟିଲାଗଡ଼…
ଅବହେଳା ନେଲା ଗର୍ଭବତୀଙ୍କ ଜୀବନ: ପ୍ରତିବାଦରେ ଧାରଣା
ପାରଳାଖେମୁଣ୍ଡ/କାଶୀନଗର,୨୧।୧୧(ଡି.ଏନ୍.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଧୀନ କରଟାମ ଗ୍ରାମର ଜଣେ ଗର୍ଭବତୀ ମାଳତୀ କୁମାର ପଟ୍ଟନାୟକ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଥିଲା। ଚିକିତ୍ସାର ଅବହେଳା ଯୋଗୁ ମାଳତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଗ୍ରାମବାସୀ ଗୋଷ୍ଠୀ ସ୍ବାସ୍ଥ୍ୟ…
ଜଳଖିଆ ଖାଇବା ପରେ ଜୀବନ ହାରିଲେ କଏଦୀ
ଭଞ୍ଜନଗର,୨୧।୧୧(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପାର ତୋଫାନ ନାଇକ (୩୦)। ତୋଫାନଙ୍କ ବେକରେ ଦାଗ ରହିଛି। ସେ ଅଣ୍ଟାରେ ପିନ୍ଧିଥିବା ନାଇଲନ୍…
ଜୋର ଧରିଲା ଉନ୍ନତ ସ୍ବାସ୍ଥ୍ୟସେବା, ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦାବି: ୨୮ରେ ବିଧାନସଭା ଆଗରେ ଧାରଣା
ବାଲେଶ୍ୱର ଅଫିସ,୨୧।୧୧: ବାଲେଶ୍ୱର ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଏବଂ ମେଡିକାଲ କଲେଜ ସମେତ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଦାବି ଜୋର ଧରିଛି। ଏନେଇ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା…
ଶେଷରେ ଧାନ ଉଠାଇଲା ପ୍ରଶାସନ
ସରଣ୍ଡା,୨୧।୧୧(ଡି.ଏନ୍.ଏ. ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଜିଲାର ଅତାବିରା ବ୍ଲକ ଅଧୀନ ଗୋଡ଼ଭଗା ମଣ୍ଡିରେ ଏହାର ଶୁଭାରମ୍ଭ କରାଯାଇଛି। ସକାଳେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଧାନ ବିକିବାକୁ ଆସିଥିବା ଚାଷୀଙ୍କ…
ପୁଅର ପ୍ରଥମ ଝଲକ ଦେଖାଇଲେ ସୋନମ
ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଚଳଚ୍ଚିତ୍ରଠାରୁ ଦୂରରେ ମାତୃତ୍ୱ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ଏକ ପୁତ୍ର ସନ୍ତାନର ମା’ହୋଇଛନ୍ତି। ଯାହାଙ୍କ ନାମ ସେ ‘ବାୟୁ’ରଖିଛନ୍ତି। ତାଙ୍କ ପ୍ରଶଂସକମାନେ ପୁଅର ପ୍ରଥମ ଝଳକ ଦେଖିବାକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସୋନମ ତାଙ୍କ…
ପରଲୋକରେ ହଲିଉଡ ଅଭିନେତା ଜେସନ ଡେଭିଡ ଫ୍ରାଙ୍କ୍
ହଲିଉଡ ଅଭିନେତା ଜେସନ ଡେଭିଡ ଫ୍ରାଙ୍କ୍ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ରିପୋର୍ଟ ମୁତାବକ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା…
‘କୃଷକ ଚିନ୍ତାରେ, ଯୁବକଙ୍କ ସ୍ୱପ୍ନ ହୋଇଛି ଚୁରମାର’, ଗୁଜରାଟ ନିର୍ବାଚନର ପ୍ରଥମ ରାଲିରେ କହିଲେ ରାହୁଲ
ସୁରଟ,୨୧ ।୧୧: ଗୁଜରାଟ ବିଧାନସଭାର ନିର୍ବାଚନି ପ୍ରଚାରକୁ ଓହ୍ଲାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୋମବାର ଗୁଜରାଟରେ ସେ ତାଙ୍କର ପ୍ରଥମ ରାଲି କରିଛନ୍ତି । ସୁରଟରେ ସେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ଏମପି କହିଛନ୍ତି…
କୋରେଇ ଟ୍ରେନ୍ ଦୁର୍ଘଟଣା ପରେ ୮ ଟ୍ରେନ୍ ବାତିଲ୍, ଜାରି ହେଲା ହେଲ୍ପଲାଇନ୍ ନମ୍ବର
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇ ବିଶ୍ରାମାଗାର ଉପରେ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ସେହି ରୁଟ୍ରେ ଯିବାକୁ ଥିବା…
ବ୍ୟବସାୟୀଙ୍କ ପ୍ରେମରେ ପଡିଛନ୍ତି ବିଶ୍ୱସୁନ୍ଦରୀ
୨୦୧୭ ବିଶ୍ୱ ସୁନ୍ଦରୀ ବିଜେତା ତଥା ଅଭିନେତ୍ରୀ ମାନୁଶୀ ଛିଲାର ପ୍ରେମରେ ପଡିଛନ୍ତି। ସେ କୌଣସି ଅଭିନେତା ନୁହେଁ ବରଂ ଜଣେ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ପ୍ରେମିକଙ୍କ ସହ ମାନୁଶୀ ଲିଭ୍ ଇନ୍ ରିଲେସନଶିପ୍ରେ ରହୁଥିବା ନେଇ ଚର୍ଚ୍ଚା ହେଉଛି।…
Archives


