ଗୁଣାତ୍ମକ ଉତ୍ପାଦ ଯୋଗାଉଛି ଟାପାରିଆ

ନୂଆଦିଲ୍ଲୀ,୧।୩: ଦେଶର ପ୍ରମୁଖ ହ୍ୟାଣ୍ଡ୍‌ ଟୁଲ୍ସ ଉତ୍ପାଦକ ଟାପାରିଆ ଟୁଲ୍ସ ବଜାରରେ ବର୍ତ୍ତମାନ ମଧ୍ୟ ପ୍ରାଧାନ୍ୟ ବଜାୟ ରଖିଛି। ଏହାର ମୂଳ ଲକ୍ଷ୍ୟ ସର୍ବଦା ଅନେକ ଶିଳ୍ପ କ୍ଷେତ୍ର ପାଇଁ ଉନ୍ନତ ହ୍ୟାଣ୍ଡ ଟୁଲ୍‌ ପ୍ରଦାନ କରିଥାଏ। ବିଶେଷକରି ବିମାନ ଚଳାଚଳ, ନିର୍ମାଣ ଏବଂ ଭିତ୍ତିଭୂମି, ଆସବାବପତ୍ର, ଅଟୋମୋବାଇଲ ଏବଂ ଅଟୋ ସେବା ଭଳି କାର୍ଯ୍ୟରେ ବିନିଯୋଗ ହେଉଛି।
ସେହିଭଳି ୧୯୬୯ରେ ସୁଇଡେନ୍‌ର ଏ.ବି.ବାଚୋଙ୍କ ସହ ଟେକ୍ନୋଲୋଜିକାଲ ସହଭାଗିତା ପରଠାରୁ କ୍ରମାଗତ ଭାବେ ହ୍ୟାଣ୍ଡ ଟୁଲ୍ସ୍‌ ଉତ୍ପାଦନ କରିଆସିଛି, ଯାହା କେବଳ ଭାରତୀୟ ନୁହେଁ ଅନ୍ତର୍ଜାତୀୟ ମାନଦଣ୍ଡକୁ ମଧ୍ୟ ପୂରଣ କରିଥାଏ। ବିଶେଷକରି ପ୍ରିମିୟମ କଞ୍ଚାମାଲ ଏବଂ କଠୋର ଗୁଣ ବ୍ୟବହାର କରି ଉକ୍ତ ହ୍ୟାଣ୍ଡ୍‌ ଟୁଲ୍ସ ଉତ୍ପାଦିତ ହୁଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ସେହିପରି ନିୟନ୍ତ୍ରଣ ପ୍ରଣାଳୀ, ଉଚ୍ଚ କ୍ଷମତାସମ୍ପନ୍ନ ହାତ ଉପକରଣଗୁଡ଼ିକର ବିତରଣକୁ ସକ୍ଷମ କରିଥାଏ। ଏପରିକି ହାତ ସାଧନଗୁଡ଼ିକର ଉତ୍ପାଦନ ଏକ ଶ୍ରମ-ଆବଶ୍ୟକ,ଉଚ୍ଚ-ବୈଷୟିକ ଉତ୍ପାଦନ ଆବଶ୍ୟକ କରିଥାଏ। ଏହାର ପ୍ରଣାଳୀ କମ୍ପାନୀର ଏମ୍‌ଆଇଡିସି ସାତପୁର କଲୋନି ନାସିକରେ ଏକ ସୁସଜ୍ଜିତ ଓ ସମ୍ପୂର୍ଣ୍ଣ ଉପକରଣ ସୁବିଧା ତିଆରି କରିବା ପାଇଁ ଆବଶ୍ୟକ ଗୋଟିଏ ସ୍ଥାନରେ ରଖାଯାଇଛି। ଏ ସମ୍ପର୍କରେ ଟାପାରିଆ ଟୁଲ୍ସର ସିଏମ୍‌ଡି ଏଚ୍‌.ଏନ୍‌. ଟାପାରିଆ କହିଛନ୍ତି, ସମସ୍ତ ଟାପାରିଆ ହ୍ୟାଣ୍ଡ ଟୁଲ୍‌ସ ଏର୍ଗୋନୋମିକାଲି ଇଞ୍ଜିନିୟରିଂ ସହ ସର୍ବାଧିକ ଦକ୍ଷତା, ନିରାପତ୍ତା ଏବଂ ଆରାମଦାୟକ ହୋଇଥାଏ। ବିଶେଷ କରି ଅଳ୍ପ ଅପରେଟର ଥକ୍କା ସହ ସ୍ଥାୟୀ ବ୍ୟବହାର ପାଇଁ କଠିନ ନିର୍ମିତ ସେଗୁଡିକ ଯାଞ୍ଚ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ୟୁଏସ୍‌ ବାଣିଜ୍ୟରେ ନୂଆ ଆଶା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନଙ୍କ ବିଜୟକୁ ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ବାଇଡେନଙ୍କ ନେତୃତ୍ୱ ଭାରତ-ଆମେରିକା ଅର୍ଥନୈତିକ ଏବଂ ବାଣିଜ୍ୟ ସମ୍ପର୍କକୁ...

ଆୟୁଷ୍ମାନ ଖୁରାନା ଟାଇଟାନ ଆଇପ୍ଲସ୍‌ର ବ୍ରାଣ୍ଡ ଆମ୍ବାସାଡର

ନୂଆଦିଲ୍ଲୀ,୧୬-୧୦: ଟାଇଟାନ ଆଇଓ୍ବେର ବିଜନେସ ପକ୍ଷରୁ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। କମ୍ପାନୀର ଫ୍ରେମ, ସନଗ୍ଲାସେସ ଏବଂ ଲେନ୍ସକୁ...

କମିଲା ରେପୋ ରେଟ୍‌;ଶସ୍ତା ହେବ ଇଏମ୍‌ଆଇ

ମୁମ୍ବାଇ,୭-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ ୦.୨୫% ହ୍ରାସ କରିଛି। ଫଳରେ ଏହା ହ୍ରାସ...

‘ନେଟ୍‌ ଜିରୋ ତ୍ୱରାନ୍ବିତକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୫।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ନେଟ୍‌ ଜିରୋକୁ ଅଧିକରୁ ଅଧିକ ତ୍ୱରାନ୍ବିତ...

ବିଓଏମ୍‌ର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୪।୨: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର...

ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରିରେ ଉନ୍ନତି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଟୋମୋବାଇଲ ବଜାରରେ ବିକ୍ରି ହ୍ରାସ ଧାରା ଲାଗି ରହିଛି। ବିଗତ ଦିନଗୁଡ଼ିକରେ ମୋଟ ଯାନ ବିକ୍ରି ଋଣାତ୍ମକ ରହି ଆସିଛି।...

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୫.୬୯%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ନିକଟରେ ପ୍ରକାଶ ପାଇଛି। ଉକ୍ତ ସୂଚୀ ଅନୁସାରେ ୨୦୨୧ ଫେବୃୟାରୀରେ ଏହା ୧୧୯ ପଏଣ୍ଟ ରହିଥିଲା;...

ଅକ୍ଟୋବର ବେକାରି ହାର ୬.୯୮%କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ବେକାରି ହାର ଅକ୍ଟୋବର ମାସରେ ୬.୯୮%କୁ ବୃଦ୍ଧି ଘଟିଛି। ଏହା ସେପ୍ଟେମ୍ବରରେ ୬.୬୭% ରହିଥିଲା ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ)...

Advertisement
Archives

Model This Week