ଆକ୍ସିସ ବ୍ୟାଙ୍କ-ଫ୍ଲିପ୍କାର୍ଟର ସହଯୋଗିତା
ନୂଆଦିଲ୍ଲୀ,୨୩।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ଲାଗି ଏହି ସହଯୋଗିତା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏପରିକି ଫ୍ଲିପ୍କାର୍ଟ ସୁପର କଏନ୍ସ ରିୱାର୍ଡ ପ୍ରୋଗ୍ରାମକୁ ବ୍ୟାପକ…
ୟୁନିଫର୍ମ, ପରିଚୟପତ୍ର ନ ଥିଲେ କଲେଜ ମନା
ଭଞ୍ଜନଗର,୨୩।୧୧(ଡି.ଏନ.ଏ): ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍ୟୂବି) କଲେଜ ଆଣ୍ଟି ରାଗିଂ ସେଲ୍, ମହିଳା ନିର୍ଯାତନା ନିରୋଧି ସେଲ୍ ଏବଂ ଶୃଙ୍ଖଳା କମିଟି ମଙ୍ଗଳବାର ଗଠିତ ହୋଇଛି । ଅପରାହ୍ନରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ମିଳିତ ବୈଠକ ହୋଇଥିଲା।…
ବଜାଜ୍ ଅଲ୍ ନ୍ୟୁ ପଲ୍ସର ପି ୧୫୦ର ଶୁଭାରମ୍ଭ
ଭୁବନେଶ୍ୱର,୨୩।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍ସର ସିରିଜ୍ର ନୂଆ ବାଇକ୍ ବଜାଜ୍ ଅଲ୍ ନ୍ୟୁ ପଲ୍ସର ପି୧୫୦ର ଶୁଭାରମ୍ଭ (ବଜାର ପ୍ରବେଶ) ସମ୍ପର୍କରେ ଘୋଷଣା କରାଯାଇଛି।…
ଟାଟା ହିଟାଚି ପକ୍ଷରୁ ମାଇନିଂ ମେଶିନ ପ୍ରଦର୍ଶିତ
ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ମେଶିନାରି ଉତ୍ପାଦକ କମ୍ପାନୀ ‘ଟାଟା ହିଟାଜି’ ନିକଟରେ ଆଇଏମ୍ଏମ୍ଇ-୨୦୨୨ ରେ ଅଂଶଗ୍ରହଣ କରି ତା’ର ଶକ୍ତିଶାଳୀ ମାଇନିଂ ମେଶିନଗୁଡ଼ିକୁ ପ୍ରଦର୍ଶିତ କରିଥିଲା। ଏପରିକି ହିଟାଚିର ଶକ୍ତିଶାଳୀ ମାଇନିଂ ଏକ୍ସାଭେଟର ମଡେଲ ଜେଡ୍ଏକ୍ସ ୮୭୦ଏଚ୍-୫ଜି ଓ ନୂଆକରି ଶୁଭାରମ୍ଭ…
ରାଜସୁନାଖଳାରେ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୩।୧୧: ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼ ଜିଲା ରାଜସୁନାଖଳାଠାରେ ‘ଟ୍ରେଣ୍ଡ୍ସ’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ (ଷ୍ଟୋର) ର ଶୁଭାରମ୍ଭ କରାଯାଇଛି। ୬୪୦୦ ବର୍ଗଫୁଟ…
ମହାରାଷ୍ଟ୍ରରେ ଭୂକମ୍ପ ଝଟକା
ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରର ନାସିକ ଅଞ୍ଚଳରେ ବୁଧବାର ସକାଳ ୪.୪ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା। ଭୂକମ୍ପ ଯୋଗୁ କୌଣସିି କ୍ଷୟକ୍ଷତି ଘଟି…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରର ଫଳାଫଳ କ୍ରମାଗତ ଭାବେ ଉପର ତଳ ହେଉଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ ଉତ୍ସାହ ଭରିଦେଇଛି। କାରଣ ବିଗତ ୩ଟି କାର୍ଯ୍ୟଦିବସ କାରବାର ଫଳାଫଳ ଆଶା ଓ ଆଶଙ୍କା…
କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ
ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିକାଶ ନାମରେ ଏଠି ସବୁ ଅର୍ଥ ହରିଲୁଟ କରାଯାଉଛି ା କୁଟିଆ କନ୍ଧଙ୍କ ବିକାଶ…
ଖସୁଛି ପେଟିଏମ୍ର ଶେୟାର ମୂଲ୍ୟ
ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍ ପ୍ଲାଟ୍ଫର୍ମ ‘ପେଟିଏମ୍’ର ଶେୟାର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଫଳରେ ଗତ କିଛି ଦିନ ମଧ୍ୟରେ ପେଟିଏମ୍ର ପ୍ୟାରେଣ୍ଟ କମ୍ପାନୀ ୱାନ୍୯୭ କମ୍ୟୁନିକେଶନର ଶେୟାର ପ୍ରାୟ ସର୍ବନିମ୍ନସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭାରତୀୟ…
ବାହୁଦା ମୁହାଣରେ ହେଉ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର
ବ୍ରହ୍ମପୁର ଅଫିସ,୨୩।୧୧: ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ପାତି ସୁନାପୁର ଉପକୂଳ ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ ପାଇଁ କଂଗ୍ରେସ ଶ୍ରମିକ ସଂଗଠନ ଆଇଏନ୍ଟିୟୁସି ଦାବି କରିଛି। ଗତ ୧୮ ତାରିଖରେ ଅନୁଷ୍ଠିତ ରାଜ୍ୟ…
ଜାନୁୟାରୀ ୧୯ରୁ ଯୋଡ଼ା ମହୋତ୍ସବ
ଯୋଡ଼ା,୨୩।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ, ପୂର୍ବତନ ଏମ୍ପି ଧନୁର୍ଜୟ ସିଂ ଲାଗୁରି ଓ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହଯୋଗରେ ୨୦୧୮ରେ ପ୍ରଥମ କରି ଯୋଡ଼ା ମହୋତ୍ସବ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ହେଲା…
ବନ କର୍ମଚାରୀ ନାକେଦମ୍
ପାଟଣା,୨୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ପୁଣି ଗତ ଶୁକ୍ରବାର ରାତିରେ ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ଉତ୍ପାତ ଚଳାଇଛନ୍ତି। ପାଟଣା ରେଞ୍ଜ ବନବୀର, ଖଡିବେଡ଼ା, କୁଦାବେଡା, ରେଙ୍ଗାଳବେଡା, କୁଣ୍ଡଳା, ଏରଣ୍ଡେଇ, ବେଗେନାଖମଣ, ପାଟନାଳୀ,…
Archives


