ସାଇବର ଠକେଇର ଶିକାର ହେଲେ ଦୀପାଳି

ଭୁବନେଶ୍ୱର,୧୦।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଯାଇଥିବା ନେଇ ଦୀପାଳି ସମ୍ବଲପୁରର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଦୀପାଳିଙ୍କ ଅଭିଯୋଗକୁ କେନ୍ଦ୍ର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର କରିଦେଲା ଅନାଥ

ଖଡ଼ିଆଳ,୧୮ା୭(ସୁଜିତ କୁମାର ପ୍ରଧାନ)- ପ୍ରଥମେ ମା’ ଓ ପରେ ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ୨ବ ନାବାଳିକା। ବୃଦ୍ଧ ଜେଜେବାପା ଏବେ ସେମାନଙ୍କ ଭରସା। ଏଭଳି...

ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ: ଅଭିଯୋଗ ପରେ ବିଲ୍‌ ବନ୍ଦ କଲେ ବିଡିଓ

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କସୃପଡା ପଞ୍ଚାୟତରେ ଏକ ପ୍ରକଳ୍ପ କାମରେ ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ ହୋଇଥିଲା। ଏ...

ଏମିତି ରହିଛି ସବୁ ଅଳଙ୍କାର, ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ କଲେ ବଡ଼ ଖୁଲାସା

ପୁରୀ,୧୮।୭: ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ ଦୁର୍ଗା ଦାସମହାପାତ୍ର ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ବାହାର ପଟୁ ଗୋଟିଏ ଫାଟ ଦୃଶ୍ୟମାନ ହେଉଛି।...

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ବିରୋଧରେ ହାଇକୋର୍ଟ ଗଲେ ଭାଜପା ନେତା ଜଗନ୍ନାଥ

ଭୁବନେଶ୍ୱର,୧୮।୭: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ...

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର: ଚାଲିଛି ଚିକିତ୍ସା…

କୋରାପୁଟ,୧୮।୭(ଅମିତାଭ ବେହେରା): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ କୋରାପୁଟ ଜୟପୁର ସ୍ଥିତ ଜିଲା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।...

ନବୀନଙ୍କ ପାୱାରଫୁଲ ଅଫିସରଙ୍କୁ ସିଏମଓରୁ ହଟାଇଲେ ମୋହନ ସରକାର

ଭୁବନେଶ୍ୱର,୧୮।୭: ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କ ବଦଳି ହୋଇଛି। ତାଙ୍କୁ ଏସସି/ଏସଟି ଉନ୍ନୟନ ବିଭାଗ କମିଶନର...

ସୃଷ୍ଟି ହେଲା ଲଘୁଚାପ; ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର

ନୂଆଦିଲ୍ଲୀ,୧୮।୭: ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ପରେ ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୪ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର...

ଭିତର ରତ୍ନଭଣ୍ଡାରରେ କ’ଣ ଅଛି? ବାହାରକୁ ଆସିବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ବଡ଼ ସୂଚନା

ଜଷ୍ଟିସ ବିଶ୍ବନାଥ ରଥ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri