Home Left

ଗାଈ ବାଛୁରିଙ୍କୁ ବ୍ୟାପୁଛି ଅଜଣା ରୋଗ :୨ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବେଗୁନିଆପଡ଼ା,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଟି ଗାଈ ବାଛୁରିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ…

‘ପୁଷ୍ପା-୨’ରେ ନଜର ଆସିବେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ‘ପୁଷ୍ପା-ଦ ରାଇଜ’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ‘ପୁଷ୍ପା’ର ପୁରା ଟିମ୍‌ ଫିଲ୍ମ ରିଲିଜ ପାଇଁ ରୁଷିଆରେ ପହଞ୍ଚିଛି। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ…

ପୁଣେରେ ଜିକା ଭାଇରସ

ପୁଣେ,୨ ।୧୨: ମହାରାଷ୍ଟ୍ର ପୁଣେରେ ଜିକା ଭାଇରସ ସଂକ୍ରମିତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୧୬ନଭେମ୍ବର ଜ୍ୱର, କାଶ, ଆଣ୍ଠିଗଣ୍ଠି ଦରଜ ହେବା ଅଭିଯୋଗ କରିବା ସହ ବ୍ୟକ୍ତି ଜଣକ ଜାହାଙ୍ଗିର ହସ୍ପିଟାଲ ଚିକିତ୍ସା ପାଇଁ ଆସିଥିଲେ । ୧୮…

ହସ୍ପିଟାଲରେ ଭର୍ତ୍ତି ହେଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୨।୧୨: ଅଷ୍ଟ୍ରେଲିଆ କ୍ରିକେଟ୍‌ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ରିକି ପଣ୍ଟିଂ ଶୁକ୍ରବାର ପର୍ଥରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ମନ୍ତବ୍ୟ ଦେଉଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

୮ ଦେଶରେ ଶୁଟିଂ ହୋଇଛି ଶାହାରୁଖଙ୍କ ଫିଲ୍ମ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ ଆଜିକାଲି ନିଜ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ଶାହାରୁଖଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳି। ଏଥିରେ ସେ ବିପଜ୍ଜନକ ଆକ୍ସନ ଏବଂ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି।…

ଛତିଶଗଡରେ ଖଣି ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ରାୟପୁର,୨।୧୨: ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ପ୍ରଥମେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୭ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ସୂଚନା ମିଳିଛି। ଏଥିସହ ୧୨ରୁ…

ଜେଲରେ ଥିବା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜେଲରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁ ପାଇଁ ପୋଲିସକୁ…

ଶିଢିରୁ ଖସିପଡିଲେ ଲୋକପ୍ରିୟ ଗାୟକ: ହାତ, ମୁଣ୍ଡରେ ଲାଗିଛି ଆଘାତ

ମୁମ୍ବାଇ,୨।୧୨: ଲୋକପ୍ରିୟ ବଲିଉଡ୍‌ ଗାୟକ ଜୁବିନ ନୌଟିୟାଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର। ଗୁରୁବାର ନିଜ ଘରର ଶିଢ଼ିରୁ ପଡ଼ିବା ପରେ ଜୁବିନଙ୍କୁ ଜୋରରେ ଆଘାତ ଲାଗିଛି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା…

କଂଗ୍ରେସର ପୂର୍ବତନ ନେତାଙ୍କୁ ଭାଜପା ଦେଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ,୨ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଶୁକ୍ରବାର କଂଗ୍ରେସର ପୂର୍ବତନ ନେତା ଜୟବୀର ସେରଗିଲଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତି କରିବାକୁ ଘୋଷଣା କରିଛି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସୁନିଲ ଜାଖଡଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟ ସମିତିରେ…

ଖଣି ଭୁଶୁଡି ଚାଲିଗଲା ୪ ଜୀବନ, ଫସି ରହିଛନ୍ତି ୧୨ରୁ ଅଧିକ

ରାୟପୁର,୨।୧୨: ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗ୍ରାମବାସୀ ଫସି ରହିଥିବା ଜଣାପଡିଛି। ପୋଲିସ ଏବଂ ଏକ ଏସଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ…

ହିଂସା ଆଶଙ୍କା ରାଷ୍ଟ୍ର ମଧ୍ୟରେ ପାକିସ୍ତାନ ସବୁଠୁ ଆଗରେ

ଓ୍ବାଶିଂଟନ,୨ା୧୨: ସବୁଠୁ ଅଧିକ ହିଂସା ଆଶଙ୍କା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାକିସ୍ତାନ ଆଗରେ ରହିଛି। ପାକିସ୍ତାନରେ ତାଲିବାନୀଙ୍କ ଗଣହତ୍ୟା ବଢ଼ିବାରେ ଲାଗିଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ଏପରିକି ବଢ଼ୁଥିବା ମାନବାଧିକାର ଚ୍ୟାଲେଞ୍ଜ ଦେଶରେ ଅସୁରକ୍ଷା ସୃଷ୍ଟି କରିଛି। ଆର୍ଲି ଓ୍ବାର୍ନିଂ ପ୍ରୋଜେକ୍ଟ…

ଏଏସ୍‌ଓ ପରୀକ୍ଷା: ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଟକ,୨।୧୨: ଏଏସ୍‌ଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ହୋଇପାରିବ ନାହିଁ ବୋଲି ଶୁକ୍ରବାର କୋର୍ଟ ଓପିଏସସିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri