Home Left

ନୂତନ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଠାବ

ଗୋପାଳପୁୂର,୧୨।୩(ଡ଼ି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ଛାତ୍ରାବାସର ଏକ କୋଠରିରେ ଶନିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତକ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ତାରିଣୀ ପ୍ରସାଦ ବିଶ୍ୱାଳ। ସୂଚନା ଅନୁସାରେ,ଗୋପାଳପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତାରିଣୀ…

ତାତି କମିବ, ବର୍ଷା ହେବ

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିଛି। ଏପରିସ୍ଥିତିରେ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ଜଣାପଡିଛି। ରାଜ୍ୟରେ ଆସନ୍ତା ୧୫ ତାରିଖରୁ ଏହାର ପ୍ରଭାବ…

ଭାରତର ପ୍ରଥମ ମହିଳା ଭାବେ ଆଇୟୁପିଏସି ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ଓଡ଼ିଶାର ନାଁ ରଖିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି। ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ପାଇଁ ମନୋନୀତ ହେବା ପରେ ଓଡ଼ିଶା ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି। ଜ୍ୟୋତିର୍ମୟୀ ରସାୟନ ବିଜ୍ଞାନ ବା କେମିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ…

ପରିବା ବିଲରେ ମରି ଶୋଇଛି ଦନ୍ତା

ଢେଙ୍କାନାଳ ଅଫିସ,୧୨।୩: ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗ୍ରାମରେ ରବିବାର ସକାଳେ ପରିବା ଚାଷ ବିଲରୁ ଏକ ଦନ୍ତାହାତୀ ମୃତଦେହ ଜବତ ହୋଇଛି। ହାତୀଟିର ବୟସ ୨୦ ବର୍ଷ ହେବ । ହାତୀଟି ଗୋଠ ଛଡ଼ା ହାତୀ ବୋଲି ଜଣାପଡିଛି। ମୃତ୍ୟୁର…

ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ନିମାପଡ଼ା,୧୨।୩(ଡି.ଏନ୍‌.ଏ.):ପୁରୀ ଜିଲା ନିମାପଡ଼ା ଡେଲ୍‌ଟା ଛକରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ଦୀପା ବେହେରା(୩୨)। ଏନେଇ ତାଙ୍କ ପୁତୁରା ପ୍ରଶାନ୍ତ ବେହେରା ନିମାପଡ଼ା…

ଦିଶାହୀନ ରାଜ୍ୟ ପର୍ଯ୍ୟଟନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ପରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି। ଯେଉଁ ଘରୋଇ ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ସୁରକ୍ଷା, ରହଣି, ପଯର୍ର୍‌ୟଟନ ସ୍ଥଳ ଭିତ୍ତିଭୂମି ବିକାଶ ଆଦି ବହୁ ପଛରେ ପଡିଛି। ରାଜ୍ୟ ପର୍ଯ୍ୟଟନ ଏକ…

ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ

ରଘୁନାଥପୁର,୧୧।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ପଞ୍ଚାୟତ ରାଉତ ନୂଆଗାଁର ନାରାୟଣ ପାଣି ଶନିବାର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗୁପ୍ତଧନ ପାଇବା ଆଶାରେ ତାଙ୍କ ନାବାଳିକା ଝିଅକୁ ବଳିଦେବା ଉଦ୍ଦେଶ୍ୟରେ ସନ୍ଦିଗ୍ଧ ବ୍ୟକ୍ତି ଟାର୍ଗେଟ କରିଥିବା ଅଭିଯୋଗରେ…

ବିବାହ ଶୋଭାଯାତ୍ରାରେ ବାଜୁଥିଲା ‘ପତଲି କମରିଆଁ ମୋରି’, ସମ୍ଭାଳି ରହିପାରିଲେନି କୁନିକୁନି ପିଲା…

ପିଲାମାନଙ୍କର ମନ ଅତ୍ୟନ୍ତ ସରଳ ଆଉ ନିଷ୍କପଟ। ଏମାନଙ୍କ ଭିତରେ କୌଣସି ଛଳନା ନ ଥାଏ। ଶିଶୁ ଚପଳ ମନରେ ସେମାନେ କେବେ ଭାବନ୍ତିନି ଆମେ କ’ଣ କଲେ କିଏ କ’ଣ ଭାବିବ। ସେମାନେ ଯାହା ପାରନ୍ତି କରି ବସନ୍ତି। ଏବେ…

ଓଡ଼ିଶାରେ ୨ମାସରେ ୫୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୨।୩(ବ୍ୟୁରୋ) : ଦେଶରେ ଏବେ ଏଚ୍‌୩ଏନ୍‌୨ ଭୂତାଣୁ ବ୍ୟାପିବାରେ ଲାଗିଛି। ଏଥିରେ ୫,୪୫୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହି ଭୂତାଣୁ ଜୀବନ ନେଉଥିବା ଜଣାପଡିବା ପରେ ଆତଙ୍କ ଖେଳିଯାଇଛି। କାରଣ ଓଡ଼ିଶାରେ ମଧ୍ୟ ଏହି ମାରାତ୍ମକ…

ମାଧବ କୌଶିକ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି

ଭୁବନେଶ୍ୱର,୧୨।୩(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଭାପତି ଭାବେ ହିନ୍ଦୀ ସାହିତି୍ୟକ ତଥା ବିଶିଷ୍ଟ କବି ମାଧବ କୌଶିକ ନିର୍ବାଚିତ ହୋଇଛନ୍ତି। ୧୯୫୪ ନଭେମ୍ବର ୧ରେ ହରିଆଣାର ଭବାନୀ ସହରରେ ଜନ୍ମ ଗ୍ରହଣ କରିଥିବା କୌଶିକ ହିନ୍ଦୀ କବିତା, କାହାଣୀ, ଶିଶୁ…

ପଶ୍ଚିମବଙ୍ଗରେ ପୁଣି ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ

କୋଲକାତା,୧୨ ।୩: ପଶ୍ଚିମବଙ୍ଗରେ ପୁଣିଥରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ ହୋଇଛି । ଘଟଣା ରବିବାରର ହୋଇଥିବା ବେଳେ ଟ୍ରେନଟି ହାୱଡା ଯାଇଥିଲା । ଏହି ସମୟରେ ଫରକ୍କା ନିକଟରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ ହେବାରୁ ଏହାର…

ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ର‌୍ୟାପର କୋଷ୍ଟା ଟିଚଙ୍କ ପରଲୋକ, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ

ଜୋହାନସବର୍ଗ,୧୨ ।୩: ଦକ୍ଷିଣ ଆଫ୍ରିକାର ର‌୍ୟାପର ଓ ମ୍ୟୁଜିସିୟାନ କୋଷ୍ଟା ଟିଚ ଜୋହାନସବର୍ଗରେ ଏକ କନସର୍ଟରେ ପରଫର୍ମ କରୁଥିବା ସମୟରେ ବେହୋସ ହୋଇ ପଡିଯାଇଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । ତାଙ୍କୁ ମାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?